ଠକ ପ୍ରଡ୍ୟୁସର ସଭିଁଙ୍କ ଆଗରେ ଖାଇଲା ମାଡ, ଯିଏ ଯେମିତି ପାରିଲା ସେମିତି ଛେଚିଲା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯିଏ ଯେମିତି ପାରିଲା ସେମିତି ଛେଚିଲା, ଠକ ପ୍ରଡ୍ୟୁସର ସଭିଙ୍କ ଆଗରେ mada ଖାଇଲା । ତେବେ ଏପରି କିଛି ଖବର ଶୁଣିବାକୁ ମିଳିଛି । ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କ ଲିଭର ଶିରୋଷିଶ ରୋଗରେ ସ୍ଵାସ୍ଥବସ୍ତା ଖରାପ ଥିବା ସମୟରେ ତାଙ୍କୁ ଅନେକ କଳାକାର ତଥା ଓଡିଶାବାସୀ ସାହାଜ୍ଯ ଓ ସହଯୋଗର ହାତ ବଢାଇ ଦେଇଥିଲେ । ତେବେ ଯେଉଁ ମାନେ କି ହୃଦୟରୁ ପିନ୍ଟୁଙ୍କ ଆରୋଗ୍ଯ କାମନା କରି ତାଙ୍କ ଭଲ ହେବା ନିମନ୍ତେ କିଛି କିଛି ଆର୍ଥିକ ସାହାଜ୍ଯ କରୁଥିଲେ ।

ତେବେ ଏପରି କିଛି ମଧ୍ୟ ଲୋକ ଅଛନ୍ତି । ଯେଉଁ ମାନେ କାହାର କଣ ଅବସ୍ଥା ସେଇଟାକୁ ଖାତିର ନକରି କେବଳ ନିଜର ପବ୍ଳିସିଟି ପାଇଁ ବହୁତ କିଛି କରିବାକୁ ଆଗେଇ ବସିଥାନ୍ତି । ତେବେ ନିକଟ ଅତୀତରେ ଏକ ଖବର ପ୍ରସାରିତ ହୋଇଥିଲା । ଯେଉଁଠାରେ ଜଣେ ସୁତାଂଶୁ ନାମକ ପ୍ରଯୋଜକ ପିନ୍ଟୁ ନନ୍ଦଙ୍କୁ ୫୦, ୦୦୦ ଟଙ୍କାର ଆର୍ଥିକ ଚେକ ଦେଇ ଆସିଥିଲେ । ହେଲେ ତା’ ର ୨ ଦିନ ତଳେ ଜଣା ପଡିଥିଲା । ସେହି ୫୦, ୦୦୦ ଟଙ୍କାର ଚେକଟି ବାଉନସ ହୋଇଯାଇଛି ।

ତେବେ ଚେକ ବାଉନସ ହୋଇଯିବା ପରେ ପ୍ରଯୋଜକ ସୁତାଂଶୁଙ୍କ ନାମରେ ଅନେକ ବିବାଦ ଉଠିଥିଲା । ତାପରେ ଏବେ ଏବେ ଖବର ଶୁଣିବାକୁ ମିଳିଛି । ଜଣେ ଠକ ହୋଇ ନିଜକୁ ପ୍ରଡ୍ୟୁସର କହି ବୁଲୁଛି । ତେବେ କେବଳ ସେତିକି କାହିଁକି ନିଜର ଲୋକ ପବ୍ଲିସିଟି ପାଇଁ ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥବସ୍ତା ଗୁରୁତର ଥିବା ସମୟରେ ବି ତାଙ୍କୁ ବାଉନସ ଚେକ ଦେଇକି ଆସିଛି । ତେବେ ଏହି ସବୁ କାରଣ ଯୋଗୁ ଅନେକ ଲୋକ ଉତ୍ତେଜିତ ହୋଇ ଠକ ପ୍ରଡ୍ୟୁସରକୁ ଧୂମ ପି-ଟି-ଛ-ନ୍ତି ।

ତେବେ ଠକ ପ୍ରଡ୍ୟୁସର ଆକାଉଣ୍ଟରେ ପଡିଛି ୧୦୮ ଟଙ୍କା । ହେଲେ କହୁଛି ମୁଁ ଜଣେ ବହୁତ ବଡ ଫିଲ୍ମ ପ୍ରଯୋଜକ । ତେବେ ଖନେଇ ଖନେଇ କହୁଥିବା ଠକ ପ୍ରଡ୍ୟୁସର ଯେତେବେଳେ ଲୋକଙ୍କ ହାବୁଡରେ ପଡିଗଲେ । ଲୋକ ମଧ୍ୟ ଖନେଇ ଖନେଇ କହି ଧୂମ ନାଦି ପକାଇଲେ । ତେବେ mada ଖାଇବା ସମୟରେ କେତେବେଳେ କହୁଥିଲା ମୋ ନା ରଞ୍ଜନ ତ ପୁଣି କେତେବେଳେ ମୋ ନା ହେଉଛି ରାଜା ।

ତେବେ ଠକ ପ୍ରଡ୍ୟୁସରର କୁଆଡେ ହଜାର ନାମ ରହିଛି । ତେବେ ଠକ ପ୍ରଡ୍ୟୁସରକୁ କେବେ ଥାନାକୁ ବନ୍ଧା ହୋଇକି ଜୀବ ତାହା ଦେଖିବାକୁ ବାକି ରହିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *