ଦୀର୍ଘ 15 ମିନିଟ ଧରି ୱାଶିଂ ମେସିନରେ ଘୂରିଲା ଦେଢ ବର୍ଷର ଶିଶୁ ! ଉଦ୍ଧାର ପରେ ଯାହା ହେଲା ଅବସ୍ଥା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧୫ ମିନିଟ ୱାଶିଂ ମେସିନରେ ଘୂରିଲା ଦେଢ ବର୍ଷର ଶିଶୁ । ତେବେ ସୂଚନା ମୁତାବକ ଗୋଟିଏ ଟପ ଲୋଡିଙ୍ଗ ୱାସିଙ୍ଗ ମେସିନ ମଧ୍ୟକୁ ଖସିପଡିଥିଲା ଶିଶୁ । ତେବେ ସେଥିରେ ଡିଟରଜେଣ୍ଟ ପାଣି ମଧ୍ୟ ମହଜୁଦ ରହିଥିଲା । ତେବେ ଅଜାଣତ ବଶତଃ ୱାସିଙ୍ଗ ମେସିନଟି ଚାଲୁ କରାଯାଇଥିଲା । ତାପରେ ପ୍ରାୟ ୧୫ ମିନିଟ ପାଖାପାଖି ଶିଶୁଟି ୱାସିଙ୍ଗ ମେସିନରେ ଘୁରି ବୁଲୁଥିଲା ।

ତାପରେ ଯେତେବେଳେ ଶିଶୁଟି ୱାଶିଂ ମେସିନରେ ଅଛି ବୋଲି ଜଣା ପଡିଯାଇଥିଲା । ତାପରେ ଶିଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରଯାଇଥିଲା । ତେବେ ଏପରି ଏକ ଘଟଣା ଦିଲ୍ଲୀ ଠାରେ ଘଟିବାର ଖବର ମିଳିଛି । ତେବେ ଡାକ୍ତରଙ୍କ କହିବା ଅନୁଯାଇ ଶିଶୁକୁ ଯେତେବେଳେ ୱାସିଙ୍ଗ ମେସିନରୁ କଢା ଯାଇ ହସ୍ପିଟାଲକୁ ଅଣା ଯାଇଥିଲା । ସେଠାରେ ଶିଶୁଟି ଅଚେତ ହୋଇପଡିରହିଥିଲା । ଶିଶୁଟିର ଦେହ ନୀଳ ଓ ଥଣ୍ଡା ପଡିଯାଇଥିଲା ।

ତେବେ ଡାକ୍ତରଙ୍କ କହିବା ମୁତବକ ଶିଶୁଟି ୱାଶିଂ ମେସିନରେ ୧୫ ମିନିଟରୁ କମ୍ ସମୟ ହୁଏତ ରହିଥାଇ ପାରେ । ନଚେତ ଶିଶୁଟିର ବଞ୍ଚିବା କଷ୍ଟକର ହୋଇଯାଇଥାନ୍ତା । ତେବେ ଶିଶୁଟିର ସ୍ଵାସ୍ଥବସ୍ତା ବହୁତ ଗୁରୁତର ହୋଇଯାଇଥିବା କାରଣରୁ ତାକୁ ସଙ୍ଗେ ସଙ୍ଗେ ପ୍ରପର ଚିକିତ୍ସା ଯୋଗାଇ ଦିଆଯାଇଥିଲା । ତାପରେ ୯ ଦିନ କାଳ କୋମା ଅବସ୍ଥାରେ ଦେଢ ବର୍ଷର ଶିଶୁକୁ ଭେଣ୍ଟିଲେଟରରେ ରଖା ଯାଇଥିଲା ।

ପିଲାଟିର ନିଶ୍ଵାସ ଓ ପ୍ରଶ୍ଵାସ ନେବାରେ ମଧ୍ୟ ବହୁତ ଅସୁବିଧା ହେଉଥିଲା । ଏହା ସହିତ ହାର୍ଟ ବିଟ୍ ଦୁର୍ବଳ ରହିବା ସହିତ ପଲ୍ସ ମଧ୍ୟ ଠିକ ସେ କାମ କରୁନଥିଲା ।  ତାପରେ ଯାଇ ଶିଶୁଟିର ହୋସ ଆସିଥିଲା । ତେବେ ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ୱାଶିଂ ମେସିନର ଡିଟରଜେଣ୍ଟ ପାଣି ମଧ୍ୟରେ ଘୁରି ଘୁରି ମଧ୍ୟ ପିଲାଟି ଜୀବିତ ଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ତେବେ ପିଲାଟି ବର୍ତ୍ତମାନ ସୁସ୍ଥ ଅବସ୍ତାରେ ରହିଛି । ତେବେ ଏହି ଘଟଣାରେ ସୂଚନା ମିଳୁଛି ।

ଏହା କି ଯେ ଦେଢ ବର୍ଷର ସନ୍ତାନ ସହିତ ଭଗବାନଙ୍କ ଆଶ୍ରୀବାଦ ନିହାତି ଭାବରେ ରହୁଛି । ଯାହା ଦ୍ଵାରା ଏତେ ବଡ ଘଟଣା ଘଟି ମଧ୍ୟ ଶିଶୁଟି ଜୀବିତ ଅବସ୍ଥାରେ ରହିଛି । ତେବେ ଏପରି ଏକ ଚମତ୍କାରୀ ଘଟଣା ବହୁତ ଭାଇରାଲ ହେବାରେ ଲାଗିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *