‘ଖାଉଛି, ପିଊଛି ଓ ହସୁଛି ! ସେ କିଛି ଅନୁତାପ କରୁନି, ବହୁତ ଖୁସିରେ ଅଛି ଆଉ କହୁଛି…’ ଦେଖନ୍ତୁ କଣ କହୁଛନ୍ତି ଗୋପାଳଙ୍କ ସହ ଜେଲରେ ଥିବା କଏଦୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସେ କିଛି ଅନୁତାପ କରୁନାହାନ୍ତି, ବହୁତ ଖୁସିରେ ଅଛନ୍ତି । ତେବେ ଏପରି କିଛି ପ୍ରତିକ୍ରିୟା ଅଭିଯୁକ୍ତ ଗୋପାଳ ଦାସ ସହିତ ଜେଲ୍ ରେ ପାଖାପାଖି ରହୁଥିବା କ-ଏ-ଦୀଙ୍କ ପ୍ରତିକ୍ରିୟା ମିଳିଛି । ତେବେ କ-ଏ-ଦୀ ଜଣଙ୍କ କହିବା ଅନୁସାରେ ସେ ତ ଖାଉଛନ୍ତି, ପିଊଛନ୍ତି ରହିଛନ୍ତି । ତାଙ୍କ ମନରେ କୌଣସି ପ୍ରକାର ଡର ଭୟ ମଧ୍ୟ ନାହିଁ । ଭୁଲ କାମ କରିକି ଜେଲ୍ କୁ ଆସିଛନ୍ତି ବୋଲି କିଛି ଅନୁତାପ ମଧ୍ୟ ଗୋପାଳଙ୍କର ନାହିଁ ।

ଗୋପାଳ ଜଣେ ଭଲ ବ୍ୟକ୍ତିଟିଏ ବୋଲୁଆ ଜଣା ପଡ଼ୁଛନ୍ତି । ଯାହାକୁ ଦେଖି ଦେଉଛନ୍ତି ତାଙ୍କୁ ଦେଖି ଟିକେ ହସୁଦେଉଛନ୍ତି । ଭଲ ମିଳାପୀ ବ୍ୟକ୍ତି ବୋଲି ଜଣା ପଡ଼ୁଛନ୍ତି । ଝାରସୁଗୁଡା ଜେଲରେ ରହିଥିଲେ । ଗୋପାଳଙ୍କ ଜୀବନ ଉପରେ ବିପଦ ରହିଥାନ୍ତା । କାରଣ ମନ୍ତ୍ରୀ  ନବ ଦାସଙ୍କ ବହୁତ ସମର୍ଥକ ସେଠାରେ ଭର୍ତ୍ତି ହୋଇ ରହିଛନ୍ତି । ହେଲେ ଏଠି ଗୋପାଳ ସୁରକ୍ଷିତ ଅବସ୍ଥାରେ ରହିଛନ୍ତି ।

ତେବେ ଗୋପାଳଙ୍କ ସହିତ ରହୁଥିବା କ-ଏ-ଦୀ ଜଣଙ୍କ ଏପରି କିଛି ମଧ୍ୟ ଗୋପାଳଙ୍କ ବିଷୟରେ କହିଛନ୍ତି । ଗୋପାଳଙ୍କୁ ଯାହା ଦିଆଯାଉଛି । ତାହା ଖାଉଛନ୍ତି । କୌଣସି ଖାଦ୍ୟ ଖାଇବାକୁ ଅମଙ୍ଗ ହେଉନାହାନ୍ତି । ତାଙ୍କୁ ଟିକେ ବହୁତ ଶୀଘ୍ର ଗରମ ଗରମ ଖାଇବାକୁ ମଧ୍ୟ ଦିଆଯାଉଛି । ସେ ଖାଇକି ପିଇକି ରହୁଛନ୍ତି । ତେବେ ଜେଲ୍ ମାତ୍ରେ କେ ସୁବିଧା ଓ ଅସୁବିଧା ଲାଗି ରହିଛି ।

ହେଲେ ଗୋପାଳ ଏଠାରେ ପୁରା ନିର୍ବିକାର ଓ ଭୟହୀନ ହୋଇ ରହିଛନ୍ତି । ଗୋପାଳ ତାଙ୍କ ସେଲ୍ ଭିତରେ ରହୁଛନ୍ତି । ତାଙ୍କୁ ଜଗିକି ରହିବା ପାଇଁ ମଧ୍ୟ ତାଙ୍କ ସେଲ୍ ପାଖରେ ଜଗୁଆଳୀ ମାନେ ନିଯୋଜିତ ହୋଇଛନ୍ତି । ତେଣୁ ଏଠାରୁ ସେ କୁଆଡେ ମଧ୍ୟ ଯାଇପାରିବେ ନାହିଁ । ଜେଲ୍ ର ସେଲ ଭିତରେ ରହି ଗୀତ ବୋଲୁଛନ୍ତି । ଖବରକାଗଜ ମଧ୍ୟ ପଢୁଛନ୍ତି ।

ସେ ମନ୍ତ୍ରୀ ନବ ଦାସଙ୍କୁ ମା-ରି-କି ଆସିଛନ୍ତି ହେଲେ ତିଳେ ମାତ୍ର କୋଊଠି ତାଙ୍କ ମନରେ ଅନୁତାପ କରିବାର ନଜର ଆସୁନାହିଁ । ଖାଇ, ପିଇକି ରହୁଛନ୍ତି । ଯାହାଙ୍କୁ ଦେଖୁଛନ୍ତି ମୁରୁକି ହସି ମଧ୍ୟ ଦେଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୁଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *