Jyotish Shastra- ୩ ଟି ରାଶି ପାଇଁ ଖୁସିର ଖବର, ଆଜି ରାତିରୁ ଅଚାନକ ଚମକିବ ଭାଗ୍ୟ, ମିଳିବ ଶନିଦେବଙ୍କ କୃପା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ରାଶି ଗୁଡ଼ିକ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ଭଗବାନ ଶନି ଦେବ ଙ୍କ କୃପାଦୃଷ୍ଟି ଲାଭ ହେବାକୁ ଯାଉଛି ଏବଂ ଭଗବାନ ଶନି ଦେବ ଙ୍କ କୃପାରୁ ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବାକୁ ଯାଉଛି। ବନ୍ଧୁଗଣ କୌଣସି ବ୍ୟକ୍ତି ଏହି କଥାରୁ ଅଛପା ନାହାନ୍ତି ଯେ, ହିନ୍ଦୁ ଧର୍ମ ଶାସ୍ତ୍ର ରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା କରାଯାଏ। ସେହି ଦୃଷ୍ଟି ରୁ ଶନିବାର ଦିନ ଶନିଦେବ ଙ୍କ ପୂଜା କରା ଯାଇଥାଏ।

ଭଗବାନ ଶନିଦେବ ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ।କୁହାଯାଏ ଯେ ଯେଉଁ ବ୍ୟକ୍ତି ଭଗବାନ ଶନିଦେବ ଙ୍କ ପୂଜାର୍ଚ୍ଚନା ସଠିକ ଭାବରେ ଏବଂ ହୃଦୟ ରୁ କରିଥାଏ ତା ଉପରେ ଶନି ଦେବ ଙ୍କ କୃପାଦୃଷ୍ଟି ଅବଶ୍ୟ ପଡ଼ିଥାଏ। ତେବେ ବନ୍ଧୁଗଣ ଆସନ୍ତା କାଲି ଠାରୁ ଗ୍ରହ ମାନଙ୍କ ଚଳନ ଅନୁସାରେ ଏଭଳି ୩ଟି ରାଶି ଙ୍କ ଉପରେ ଭଗବାନ ଶନିଦେବ ସନ୍ତୁଷ୍ଟ ରହିବେ ଏବଂ ସେମାନଙ୍କୁ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ଲାଭ ହେବ।

ସେହି ରାଶି ମାନଙ୍କ ଜୀବନରେ ଥିବା ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ଦାମ୍ପତ୍ୟ ଜୀବନର ସମସ୍ୟା, ଚାକିରୀ ଏବଂ ବ୍ୟାପାର କ୍ଷେତ୍ରରେ ଥିବା ସମସ୍ୟା ଆଦି ଦୁର ହେବାକୁ ଯାଉଛି ଏବଂ ସେମାନଙ୍କ ଜୀବନ ରେ ସୁଖର ବର୍ଷା ହେବାକୁ ଯାଉଛି। ତେବେ ବନ୍ଧୁଗଣ ଆସନ୍ତୁ ସେହି ୩ଟି ରାଶି ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଧନୁ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି,ଏହି ରାଶି ମାନଙ୍କ ଉପରେ ଭଗବାନ ଶନିଦେବ ଙ୍କ ଅପାର କୃପା ଲାଭ ହେବ। ଏହି ରାଶି ର ବ୍ୟକ୍ତି ମାନେ ନିଜ କ୍ୟାରିଆର କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ଏହି ରାଶିର ବ୍ୟକ୍ତି ମାନଙ୍କୁ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସୁଯୋଗ ମିଳିବ ।

ଏହି ରାଶିର ବ୍ୟକ୍ତି ମାନେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ।ଧନୁ ରାଶିର ବ୍ୟକ୍ତି ମାନଙ୍କୁ ଵ୍ୟପାର କ୍ଷେତ୍ରରେ ଲାଭ ହେବାକୁ ଯାଉଛି ଏବଂ ପ୍ରତ୍ୟେକ ବ୍ୟାପାରୀ ମାନଙ୍କୁ ନିଜ ନିଜ କ୍ଷେତ୍ର ରେ ସଫଳତା ମିଳିବାର ପୂର୍ଣ ସମ୍ଭାବନା ରହିଛି।

 

 

୨. ମକର ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶି ଟି ହେଉଛି, ‘ମକର ରାଶି’।ଏହି ରାଶିର ବ୍ୟକ୍ତି ମାନଙ୍କ ପାରିବାରିକ ଜୀବନ ସୁଖମୟ ହେବ। ଏହି ରାଶିର ବ୍ୟକ୍ତି ମାନଙ୍କର ଘର ପରିବାର ର ସଦସ୍ୟ ଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ। ଏହି ରାଶିର ବ୍ୟକ୍ତି ମାନେ ନେଇଥିବା ସମସ୍ତ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ତାଙ୍କ ପାଇଁ ଲାଭଦାୟକ ହେବ।

ଏହି ରାଶିର ବ୍ୟକ୍ତି ମାନଙ୍କର ଚିନ୍ତାଧାରା କିଛି ବିଶେଷ କ୍ଷେତ୍ରରେ ଆବଶ୍ୟକ ପଡ଼ିବ ଏବଂ ଭଗବାନ ଶନିଦେବ ଏହି ରାଶିର ବ୍ୟକ୍ତି ମାନଙ୍କର ନିଶ୍ଚିତ ଭାବରେ କଲ୍ୟାଣ କରିବେ।

୩. ସିଂହ ରାଶି- ବନ୍ଧୁଗଣ ତୃତୀୟ ରାଶି ଟି ହେଉଛି, ‘ସିଂହ ରାଶି’।ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବ ଙ୍କ ବିଶେଷ କୃପା ରହିବ। ଏହି ରାଶିର ବ୍ୟକ୍ତି ମାନେ ପାର୍ଟନରସିପ ରେ କରିଥିବା କାର୍ଯ୍ୟ ରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ।

ଏହି ରାଶିର ବ୍ୟକ୍ତି ମାନଙ୍କ ମନ ଅଧିକାଂଶ ସମୟ କାମ ରେ ଲାଗିବ। ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଗୃହସ୍ତ ଜୀବନ ସୁଖ ଏବଂ ଶାନ୍ତି ରେ ପରିପୂର୍ଣ୍ଣ ରହିବ। ବ୍ୟାପାର କ୍ଷେତରେ ଲାଭ ପ୍ରାପ୍ତ ହେବ।ଏହି ରାଶିର ବ୍ୟକ୍ତି ମାନଙ୍କର ଧନର ଅଭାବ ରହିବ ନାହିଁ ଏବଂ ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ଦୂର ହେବ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *