ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ଏହି ୩ ଟି ନାମର ଝିଅ- Jyotish Shastra

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ଅଛି । ଶାସ୍ତ୍ର ରେ ଆମ ଜୀବନ ର ସମସ୍ତ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଶାସ୍ତ୍ର ରୁ ଆମ ଜୀବନ ର ଭବିଷ୍ୟତ ଓ ଅତୀତ ସମ୍ପର୍କରେ ବହୁତ କିଛି ସୂଚନା ମିଳିଥାଏ । ଭଗବାନ ଶିବ ଶଙ୍କର ଙ୍କ ମତ ଅନୁସାରେ ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଏହା ପ୍ରମାଣିତ ମଧ୍ୟ ହୋଇଛି । ବର୍ତ୍ତମାନ ସମୟ ରେ ଶାସ୍ତ୍ର ରୁ ଅନେକ ବୈଜ୍ଞାନିକ ତତ୍ତ୍ୱ ମିଳିପାରୁଛି । ଶାସ୍ତ୍ର ରେ ଲେଖା ହୋଇଛି ଯେ ମନୁଷ୍ୟ ନିଜର ନାମ ରୁ ନିଜର ଚରିତ୍ର ଓ ସ୍ଵଭାଵ ସମ୍ପର୍କରେ ବହୁତ ଭଲ ଭାବରେ ଜାଣିପାରିଥାଏ ।

ମନୁଷ୍ୟ ର ନାମ ତା ଜୀବନ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହୋଇଥାଏ । ସେ ନିଜ ନାମ ଦ୍ୱାରା ସବୁଠାରେ ପରିଚିତ ହୋଇଥାଏ । ଏହି ନାମ ମନୁଷ୍ୟ ର ଜନ୍ମ ହେବା ସମୟ ଓ ତିଥି ନକ୍ଷେତ୍ର କୁ ବିଚାର କରି ନିର୍ଧାରଣ କରାଯାଇଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏପରି କିଛି ନାମ ର ସ୍ତ୍ରୀ ଲୋକ ଅଛନ୍ତି ଯେଉଁ ମାନେ ହୃଦୟ ରୁ ଓ ଚରିତ୍ର ରି ଗଙ୍ଗା ପରି ପବିତ୍ର ହୋଇଥାନ୍ତି । ଟ୍ରବେ ବନ୍ଧୁଗଣ ଆଜି ଆମେ ଏହି ନାମ ସମ୍ପର୍କରେ ଆପଣଂକୁ ଜଣାଇବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟ ରେ ଅନେକ କିଛି କଥା ।

୧. B ନାମ ର ମହିଳା-ଏହି ନାମ ର ସ୍ତ୍ରୀ ଲୋକ ମାନେ ବହୁତ ଭଲ ହୋଇଥାନ୍ତି । ଏମାନେ ସ୍ଵଭାଵ ରେ ବହୁତ ଉତ୍ତମ ହୋଇଥାନ୍ତି । ଏମାନେ ନିଜର ଜୀବନ ସାଥି ଙ୍କ ପ୍ରତି ସର୍ବଦା ବିଶ୍ୱସ୍ତ ଓ ସଚ୍ଚୋଟ ହୋଇଥାନ୍ତି । ଏମାନେ ନିଜର ଜୀବନ ସାଥି ଙ୍କୁ କୌଣସି ବି ପରିସ୍ଥିତି ରେ ଛାଡି କରି ରହିପାରନ୍ତି ନାହିଁ । ଏମାନେ ସବୁ କାର୍ଯ୍ୟ କୁ ବହୁତ ଭଲ ଭାବରେ କରିଥାନ୍ତି । ଏମାନେ ନିଜ ପରିବାର ର ବହୁତ ଭଲ ଭାବରେ ଯତ୍ନ ନେଇଥାନ୍ତି । ଏହି ନାମ ର ମହିଳା ମାନେ ହୃଦୟ ରୁ ଓ ଚରିତ୍ର ରୁ ବହୁତ ସ୍ୱଚ୍ଛ ହୋଇଥାନ୍ତି ।

୨. N ନାମ ର ମହିଳା-ଏହି ନାମ ର ମହିଳା ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜର ଜୀବନ ସାଥି ଓ ପରିବାର ର ସମସ୍ତ ସଦସ୍ୟ ଙ୍କର ବହୁତ ଭଲ ଭାବରେ ଯତ୍ନ ନେଇଥାନ୍ତି । ଏମାନେ ସବୁବେଳେ ପର ର ଉପକାର ସମ୍ପର୍କରେ ଚିନ୍ତା କରିଥାନ୍ତି । ଏମାନେ ଭୁଲ ରେ ମଧ୍ୟ କାହା ମନ ରେ ଦୁଃଖ ଦେବା ପାଇଁ ଚେଷ୍ଟା କରି ନ ଥାନ୍ତି । ଏମାନେ ଏପରି କିଛି କାର୍ଯ୍ୟ କରି ନ ଥାନ୍ତି ଯାହା ଦ୍ୱାରା ତାଙ୍କର ଓ ତାଙ୍କ ପରିବାର ର ସମ୍ମାନ ଚାଲିଯିବ । ଏମାନେ ବହୁତ ବିଶ୍ୱସ୍ତ ହୋଇଥାନ୍ତି । ଏମାନଙ୍କ ହୃଦୟ ଓ ଚରିତ୍ର ଗଙ୍ଗା ଭଳି ପବିତ୍ର ହୋଇଥାଏ ।

୩. P ନାମ ର ମହିଳା-ଏହି ନାମ ର ମହିଳା ମାନଙ୍କୁ ସମ୍ପର୍କର ଡୋରି ରେ ସମସ୍ତ ଙ୍କୁ ବାନ୍ଧି ରଖିବାର କଳା ବହୁତ ଭଲ ଭାବରେ ଜଣା ଥାଏ । ଏମାନେ ସର୍ବଦା ସମସ୍ତଙ୍କୁ ସମ୍ମାନ ଜଣାଇଥାନ୍ତି । ନିଜ ଠାରୁ ବୟସ ରେ ସାନ ହୁଅନ୍ତୁ କିମ୍ବା ବିଫ ହୁଅନ୍ତୁ ସେ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ଏହି ନାମ ର ମହିଳା ମାନେ କେବେ କାହାରି ମନ ରେ ଦୁଃଖ ଦେଇ ନ ଥାନ୍ତି । ଏମାନେ ସର୍ବଦା ଅନ୍ୟ ର ଭଲ ଚାହିଁଥାନ୍ତି ।

ଏମାନେ ବହୁତ ନିରୀହ ହୋଇଥାନ୍ତି । ଏହି ନାମ ର ମହିଳା ମାନେ ନିଜର ଉତ୍ତମ କାର୍ଯ୍ୟ ପାଇଁ ସମସ୍ତଙ୍କ ଠାରୁ ପ୍ରଶଂସା ପାଇଥାଆନ୍ତି । ଏମାନେ ନିଜ ଜୀବନ ସାଥି ଙ୍କ ପ୍ରତି ବହୁତ ବିଶ୍ୱସ୍ତ ହୋଇଥାନ୍ତି । ଏମାନେ ଗଙ୍ଗା ଜଳ ପରି ହୃଦୟ ରୁ ଓ ଚରିତ୍ର ରୁ ପବିତ୍ର ହୋଇଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *