Jyotish Shastra- ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ବନୁଛି ଗଜକେଶରୀ ଯୋଗ, 5 ଟି ରାଶି ହେବ ମାଲାମାଲ, ବଦଳିବ ଭାଗ୍ୟ

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ଧର୍ମ ଅନୁଯାୟୀ ଶ୍ରାବଣ ମାସର ପୂର୍ଣ୍ଣିମା ଦିନରେ ରାକ୍ଷୀ ପୂର୍ଣ୍ଣିମା ବୋଲି ମାନା ଯାଇଥାଏ । ରାକ୍ଷୀ ପୂର୍ଣ୍ଣିମାର ଠିକ ୭ ଦିନ ପରେ ଅଷ୍ଟମୀ ଦିନ ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରା ଯାଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ସବୁ ପର୍ବ ମାନଙ୍କ ମଧ୍ୟରୁ ରାକ୍ଷୀ ପୂର୍ଣ୍ଣିମା ସବୁଠାରୁ ଅନ୍ୟତମ ହୋଇଥାଏ । ଆଜି ଆମ୍ଭେ ସେହି ରାଶି ମାନଙ୍କ ମଧ୍ୟରୁ କିଛି ରାଶି ମାନଙ୍କ ସମ୍ବନ୍ଧରେ ବିଶେଷ ଟିପ୍ପଣୀ ଦେବାକୁ ଯାଉଅଛୁ ଯାହାର ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଅଛି ।

ଏମାନଙ୍କ ଜୀବନରେ ଖୁସି ଆସିବା ଆରମ୍ଭ ହେବାକୁ ଯାଉଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷେତ୍ର ମାନଙ୍କର ପରିବର୍ତ୍ତନ ରାଶି ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇଥାଏ । ଗ୍ରହ ନକ୍ଷେତ୍ର ମାନଙ୍କର ପରିବର୍ତ୍ତନରୁ ଜୀବନରେ ମଧ୍ୟ ବହୁତ ପ୍ରକାରର ପରିବର୍ତ୍ତନ ଆସିଥାଏ । ଜୀବନରେ ସଫଳ ହେବା ନିମନ୍ତେ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି ।

ଏଥିପାଇଁ ସେମାନେ ବହୁତ କଷ୍ଟ ଏବଂ ପରିଶ୍ରମ ମଧ୍ୟ କରିଥାନ୍ତି । ମାତ୍ର ଏହା ଆଦୌ ଜରୁରୀ ନୁହେଁ ଯେ ଯେଉଁ ବ୍ୟକ୍ତି ପରିଶ୍ରମ କରିଥାଏ, ସେହି ବ୍ୟକ୍ତି ଙ୍କୁ ସଫଳତା ମିଳି ପାରିବ । ଗ୍ରହ ର ପରିବର୍ତ୍ତନ କାରଣରୁ ଏହି ରାଶିର ଭାଗ୍ୟ ଖୋଲିବାକୁ ଯାଉଅଛି । ତେବେ ଆସନ୍ତୁ ସେହି ରାଶି ବିଷୟରେ ଆଲୋଚନା କରି ନେବା ।

brusha rashi

୧- ପ୍ରଥମ ରାଶି ହେଉଛି ବୃଷ ରାଶି । ତେବେ ଏହି ରାଶିର ଲୋକ ମାନଙ୍କର ମା ଲକ୍ଷ୍ମୀ ଙ୍କ କୃପାରୁ ଭାଗ୍ୟ ଖୋଲିବାକୁ ଯାଉଛି । ଏହା ସହ ଅନେକ ପରିବର୍ତ୍ତନ ମଧ୍ୟ ଆପଣଙ୍କ ଜୀବନରେ ଆସିପାରେ । ଆପଣ ନିଜ ପରିଶ୍ରମ ଦ୍ଵାରା ଉତ୍ତମ ଫଳ ପାଇବେ । ସମାଜ ରେ ମାନ ସମାନ ବୃଦ୍ଧି ପାଇବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

୨- ଦ୍ଵିତୀୟ ରେ ହେଉଛି କନ୍ୟା ରାଶି । ତେବେ ଏହି ରାଶିର ଲୋକ ମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିବ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବ । ପାରିବାରିକ ମାହୋଲ ଭଲ ରହିବ । କୌଣସି କ୍ଷେତ୍ର ରୁ ଧନ ଲାଭ ହେବାର ଆଶଙ୍କା ରହିଛି । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ ।

୩- ତୃତୀୟ ରେ ହେଉଛି ତୁଳା ରାଶି । ତେବେ ଏହି ରାଶିର ଲୋକ ମାନଙ୍କର ରାକ୍ଷା ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଛି । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ଗୁପ୍ତ ଧନ ମିଳିବାର ଆଶଙ୍କା ରହିଛି । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା ଆରମ୍ଭ କରି ଅପରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ବିଦ୍ୟାର୍ଥୀ ମାନେ ଶିକ୍ଷା ପ୍ରତି ଅଧିକ ଆଗ୍ରହ ରହିବେ ।


୪- ଚତୁର୍ଥ ରେ ହେଉଛନ୍ତି ସିଂହ ରାଶି । ତେବେ ଏହି ରାଶିର ଲୋକ ମାନଙ୍କୁ ଅଚାନକ ଖୁସି ଖବର ଶୁଣିବାକୁ ପାଇବେ । ଯାହା ଆପଣଙ୍କ ଭାଗ୍ୟ କୁ ବଦାଳାଇ ଦେବ । କୌଣସି କ୍ଷେତ୍ର ରୁ ଧନ ବର୍ଷା ହେବାର ଯୋଗ ରହିଛି । ପାରିବାରିକ ବାତାବରଣ ଭଲ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣ କୌଣସି କାମରେ ନିବେଶ କରି ପାରିବେ ।

୫- ପଞ୍ଚମ ରେ ହେଉଛନ୍ତି କୁମ୍ଭ ରାଶି । ତେବେ ଏହି ରାଶିର ଲୋକ ମାନଙ୍କର ରାକ୍ଷୀ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀ ଙ୍କ କୃପାରୁ ସାନଦାର ରହିବ । ଆପଣ ନିଜ ମନ ମୁତାବକ କାମ କରି ପାରିବେ । ଯେଉଁଥିରେ ଆପଣ ସଫଳ ହେବେ । ଆପଣ ଧର୍ଯ୍ୟ ସହକାରେ କାମ କରିଲେ ସଫଳତା ହାସଲ କରିବେ । କୌଣସି ମହାନ ବ୍ୟକ୍ତି ଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ । ଆପଣଙ୍କୁ ନୂଆ ଅବସର ମଧ୍ୟ ମିଳିପାରେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *