ଏହି ୩ ଟି ନାମର ଝିଅ ହୋଇଥାନ୍ତି ବହୁତ ହିଁ ଭାଗ୍ୟଶାଳୀ

ଆପଣ ସମସ୍ତେ ଜାଣିଛନ୍ତି କି ବ୍ୟକ୍ତିର ରାଶି ମାଧ୍ୟମରେ ହିଁ ତାହାର ଆସନ୍ତା ସମୟ କେମିତି ରହିବାର ଅଛି ଏହା ବିଷୟରେ ଜାଣି ହେବ । ବ୍ୟକ୍ତିକୁ ନିଜ ଜୀବନରେ ସଫଳତା ହାସଲ ହେବ କି ନାହିଁ ଏହି ସମସ୍ତ କଥା ତାହାର ରାଶି ମାଧ୍ୟମରେ ହିଁ ଜଣା ପଡିଥାଏ । କିନ୍ତୁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବି ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ । ବ୍ୟକ୍ତିର ପ୍ରଥମ ନାମର ଅକ୍ଷର ମାଧ୍ୟମରେ ଆପଣ ବ୍ୟକ୍ତିର ସ୍ଵଭାବ ଓ ତାହାର ବ୍ୟକ୍ତିତ୍ବ ବିଷୟରେ ବି ଜାଣି ପାରିବେ ।

ନାମର ପ୍ରଥମ ଅକ୍ଷର ଆମର ବ୍ୟବହାର ସହିତ ଆମ ଜୀବନରେ ବି ବହୁତ ଗଭୀର ପ୍ରଭାବ ପକାଇ ଥାଏ । ଯଦି ଆମେ ନିଜ ନାମ ଅନୁସାରେ ନିଜ ଜୀବନସାଥି ବାଛିବା ତ ଏହା ଦ୍ଵାରା ଆମର ଗୁଣ ମିଶିଥାଏ ଓ ଏହା ବହୁତ ହିଁ ଭଲ ହୋଇଥାଏ । ଯଦି ଦୁଇ ଜଣଙ୍କ ଗୁଣ ପରସ୍ପର ସହିତ ମିଶିଯାଏ ତେବେ ଏହା ଦ୍ଵାରା ଜୀବନ ବହୁତ ହିଁ ଭଲ ଭାବରେ ବ୍ୟତିତ ହୋଇ ପାରିବ । ଶାସ୍ତ୍ର ଅନୁସାରେ କିଛି ନାମ ବହୁତ ହିଁ ଭାଗ୍ୟଶାଳୀ ହୋଇଥାଏ ।

ଏମାନଙ୍କ ଜୀବନ ତ ସୁଖମୟ ହୋଇଥାଏ ଏହା ଛଡା ଯେଉଁମାନଙ୍କ ବିବାହ ଏମାନଙ୍କ ସହ ହୋଇଥାଏ ତାଙ୍କ ଜୀବନରେ ବି ଖୁସି ଚାଲି ଆସେ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏମିତି ୩ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ସହ ଭାଗ୍ୟବାନ ବ୍ୟକ୍ତିଙ୍କର ହିଁ ବିବାହ ହୋଇଥାଏ ।

R ନାମର ଝିଅ

ଯେଉଁ ଝିଅମାନଙ୍କ ନାମ R ଅକ୍ଷୟର ରୁ ଆରାମ୍ଭ ହୋଇଥାଏ ଏମାନେ ହୃଦୟ ଓ ବାଣୀରେ ବହୁତ ହିଁ ଭଲ ହୋଇଥାନ୍ତି । ଏମାନେ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ କ୍ଷମତା ରଖନ୍ତି । ଏହି ଝିଅମାନଙ୍କ ବିବାହ ଯେଉଁ ବ୍ୟକ୍ତି ସହ ହୋଇଥାଏ ସେମାନେ ବହୁତ ହିଁ ଭାଗ୍ୟବାନ ହୋଇଥାନ୍ତି । ଏମାନେ ନିଜ ଜୀବନସାଥିଙ୍କୁ ବହୁତ ହିଁ ପ୍ରେମ କରନ୍ତି ଓ ତାଙ୍କ ପାଇଁ ସେମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି ।

S ନାମର ଝିଅ

 

ଯେଉଁ ଝିଅମାନଙ୍କ ନାମ S ଅକ୍ଷରୁ ଆରମ୍ଭ ହୋଇଥାଏ ସେମାନେ ଲେଖିବାରେ ଓ ଦେଖିବାରେ ବହୁତ ହିଁ ସୁନ୍ଦର ହୋଇଥାନ୍ତି । ଏହା ସହିତ ଏମାନଙ୍କ ହୃଦୟ ବି ବହୁତ ସୁନ୍ଦର ଓ ସଫା ହୋଇଥାଏ । ଏମାନେ ନିଜର ଜୀବନସାଥିଙ୍କ ପ୍ରତି ବିଶ୍ଵାସୀ ବି ହୋଇଥାନ୍ତି । ଏମାନେ ନିଜର ସମସ୍ତ କଥା ନିଜ ସାଥିଙ୍କ ସହ ଶେୟାର କରିଥାନ୍ତି ।

P ନାମର ଝିଅ

ଯେଉଁ ଝିଅମାନଙ୍କ ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ ଅଳ୍ପ ରାଗି ହୋଇଥାନ୍ତି । କିନ୍ତୁ ଏମାନେ ବହୁତ ଜଲ୍ଦି ମାନି ବି ଯାଆନ୍ତି । ଏମାନଙ୍କ ପରି ଭଲ ଜୀବନସାଥି ଭାଗ୍ୟରେ ଥିଲେ ହିଁ ମିଳିଥାଏ । ଏମାନେ ନିଜ ଜୀବନସାଥିଙ୍କୁ ନିଜ ଠାରୁ ବି ଅଧିକ ଭଲ ପାଆନ୍ତି । ଏମାନେ ନିଜ ଜୀବନସାଥିଙ୍କ ସହ ନିଜ ପରିବାର ଲୋକମାନଙ୍କର ବି ଧ୍ୟାନ ରଖନ୍ତି ।

Leave a Reply

Your email address will not be published. Required fields are marked *