କରୋନା ରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଏହି ୩ ଟି କଥା ଗଣ୍ଠି ବାନ୍ଧି ଦିଅନ୍ତୁ, କରୋନା ଛୁଇଁ ବି ପାରିବନି- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ କରୋନା ମହାମାରୀର କୋପ ବଢିବାରେ ଲାଗିଛି । ଦେଶରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଉଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନାର ଦୁତୀୟ ହଲରି ବହୁତ ଭୟଙ୍କର ରୂପ ଧରି ଆସିଛି । ସମସ୍ତ ଲୋକ ଏହି ଭାଇରସର କୋପରୁ ବଞ୍ଚିବା ପାଇଁ ବହୁତ ଚିନ୍ତିତ ଅଛନ୍ତି । ବନ୍ଧୁଗଣ ସାଧାରଣତଃ ଏହି ଭାଇରସ ବୃଦ୍ଧ ଓ ଯୁବଗୋଷ୍ଟି ମାନଙ୍କୁ ସଂକ୍ରମିତ ହେଉଛି ।

ବନ୍ଧୁଗଣ ଏହି ଭାଇରସ ଠାରୁ ବଞ୍ଚିବା ପାଇଁ ମଣିଷ ଶରୀରରେ ରୋଗପ୍ରତିଷେଧକ ଶକ୍ତି ଅଧିକ ରହିବା ଉଚିତ । ହେଲେ ବର୍ତ୍ତମାନର ଜୀବନରେ ସାଧାରଣ ଲୋକଙ୍କର ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ରୋଗପ୍ରତିଷେଧକ ଶକ୍ତି କମିବାରେ ଲାଗିଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କରୋନା ମହାମାରୀ ଠାରୁ ବଞ୍ଚିବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯଦି ବନ୍ଧୁଗଣ ଆପଣ ମାନେ ପ୍ରତ୍ୟକ ଦିନ ଏହି ସବୁ ଉପଚାର କରିବେ ତା ହେଲେ ଆପଣ ନିଶ୍ଚୟ କରୋନା ମହାମାରୀ ସଂକ୍ରମଣରୁ ବଞ୍ଚିତ ହୋଇରହିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଉପଚାର ବିଷୟରେ ।

ବନ୍ଧୁଗଣ କରୋନା ମହାମାରୀ ଠାରୁ ବଞ୍ଚିବା ପାଇଁ ଆପଣ ନିଜର ଦିନର ଆରମ୍ଭ ହଳଦୀ ପାଣିରୁ କରନ୍ତୁ । ଆପଣ ମାନେ ସଖାଳ ସମୟରେ ଏକ ଗ୍ଳାସ ଉଷୁମ ପାଣିରେ ଅଧା ଚାମଚ ହଳଦୀ ଓ ଅଧା ଚାମଚ ଲୁଣ ମିଶାଇ ଦିଅନ୍ତୁ । ଏହି ପାଣିରେ ଆପଣ ଗାଗଲିନ କରନ୍ତୁ । କାରଣ ବନ୍ଧୁଗଣ କରୋନା ଭାଇରସ ଆମ ପାଟି ବାଟରେ ଯାଇ ଆମ ଗଳାରେ ଅଟକି ରହିଥାଏ । ତେଣୁ ଆପଣ ମାନେ ପ୍ରତ୍ୟକ ଦିନ ସଖାଳେ ହଳଦୀ ଓ ଉଷୁମ ପାଣିର ଗାଗଲିନ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଗଳାରେ ଅଟକି ଥିବା କରୋନା ଭାଇରସ ନଷ୍ଟ ହୋଇଯିବ ।

ବନ୍ଧୁଗଣ ଦୁତୀୟ ଆପଣ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ହଳଦୀ ମିଶାଇ ନିଶ୍ଚୟ ଏହାର ସେବନ କରନ୍ତୁ । ଆପଣ ମାନେ ଏହି ମିଶ୍ରଣର ସେବନ ସଖାଳେ କିମ୍ବା ସନ୍ଧ୍ୟା ସମୟରେ କରିପାରିବେ । ବନ୍ଧୁଗଣ ଏହି ମିଶ୍ରଣ ଆମ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ । ଯଦି ଆପଣ ମାନଙ୍କୁ ଜ୍ଵର, ଥଣ୍ଡା ଆଦି ସମସ୍ୟା ହୋଇଥିବ ତା ହେଲେ ଏହି ମିଶ୍ରଣ ଆପଣଙ୍କ ଶରୀରକୁ ସଂପୂର୍ଣ୍ଣ ସୁସ୍ଥ କରିଦେବ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣର ସେବନ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ତୃତୀୟରେ ଆପଣ ମାନେ ଗିଲର ସେବନ ନିଶ୍ଚୟ କରନ୍ତୁ । ଗିଲକୁ ସଂସ୍କୃତରେ ଅମୃତ କୁହାଯାଇଥାଏ । ଆପଣ ଏହାର ପତ୍ରର ରସ ବା ଏହାର ଡାଳକୁ କାଢାରେ ପକାଇ ଏହାର ସେବନ କରିପାରିବେ । ଯଦି ଆପଣଙ୍କ ଘରେ ଗିଲ ଗଛ ନାହିଁ ତା ହେଲେ ଆପଣଙ୍କୁ ମାର୍କେଟରୁ ଏହାର ରସ ବହୁତ ସହଜରେ ମିଳିବ ।

ତା ହେଲେ ବନ୍ଧୁଗଣ କରୋନା ମହାମାରୀ ଠାରୁ ବଞ୍ଚିବା ପାଇଁ ଆପଣ ମାନେ ଏହି ସବୁ ଉପଚାରକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ନିରୋଗ ରୁହନ୍ତୁ, ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *