ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସହବାସ ସମସ୍ଯା ! ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା Dr Debabrata Sabat ଠାରୁ…

ବନ୍ଧୁଗଣ ଆଜି କାଲି ଦୁନିଆରେ ଲୋକମାନେ ନିଜର ଜୀବନ ଶୈଳୀ ଓ ଖାଦ୍ଯ ପେୟ ପାଇଁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଆମକୁ ନିଜ ଜୀବନ ଶୈଳୀ ବଦଳାଇବା ନିତ୍ୟାନ୍ତ ଜରୁରୀ । ତେବେ ଯାଇ ଆମେ ଏକ ସୁସ୍ଥ ଜୀବନ ଅତିବାହିତ କରି ପାରିବା । ସେହିପରି ଏକ ସମସ୍ଯା ଅଟେ ସ-ହ-ବା-ସ ସମସ୍ଯା । ବନ୍ଧୁଗଣ ପ୍ରତ୍ଯେକଟି ମନୁଷ୍ୟର ଖାଇବା, ପିଇବା ଯେପରି ନିତାନ୍ତ ଭାବରେ ଆବଶ୍ୟକ ହୋଇଥାଏ,

ସେହିପରି ବ୍ୟକ୍ତି ଯୁବାବସ୍ତାକୁ ଜୀବା ପରେ ତାଙ୍କ ପାଇଁ କି ଶା-ରଇରିକ ସ-ଅମ୍ପର୍କ ମଧ୍ୟ ସେହିପରି ଆବଶ୍ୟକ ହୋଇଥାଏ । ତେବେ ଡାକ୍ତରଙ୍କ କହିବା ଅନୁସାରେ ଜଣେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଶା-ରଇରିକ ସ-ଅମ୍ପର୍କ ବା ସହ-ବା-ସ କରିବା ଦ୍ଵାରା ବହୁତ କିଛି ସ୍ଵାସ୍ଥଗତ ଫାଇଦା ମଧ୍ୟ ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ହୋଇଥାଏ । ତେଣୁ ପ୍ରତ୍ଯେକଟି ପୁରୁଷ ହେଉ ବା ମହିଳା ଯ-ଔବନାବସ୍ତାରେ ସେ-କ-ସ କରିବାର ପ୍ରୟୋଜନ ରହିଥାଏ ।

ହେଲେ ଆଜି କାଲିର ବହୁତ କପୁଲ୍ ମଧ୍ୟ ଏପରି ଅଛନ୍ତି । ଯେଉଁ ମାନଙ୍କର ରିଲେସନରେ ରହିବାର କିଛି ବର୍ଷ ପରେ ଶା-ରଇରିକ ସ-ଅମ୍ପର୍କ ରଖିବାରେ ଇଛା ଶକ୍ତି ଧୀରେ ଧୀରେ କରି କମିଯାଇଥାଏ । ଜଣେ ପରତ୍ନରର ସଂ-ଭ-ଓ-ଗ ପ୍ରତି ଇଛା ରହିଥିଲେ । ମଧ୍ୟ ଅନ୍ୟ ଏକ ପାର୍ଟନର ଯଦି ସଂ-ଭ-ଓ-ଗ କରିବାକୁ ମନ ବଳାଇନଥାଏ । ସେଠାରେ କପୁଲ୍ ଙ୍କ ମଧ୍ୟରେ ଆଉ ଶା-ରଇରିକ ସ-ଅମ୍ପର୍କ ଗଢି ଉଠିନଥାଏ । ତେବେ ଡାକ୍ତରଙ୍କ କହିବା ମୁତାବକ ପୁଅ ହୁଅନ୍ତୁ ବା ଝିଅ ସଂ-ଭ-ଓ-ଗ କରିବାର ଇଛା ଶକ୍ତି କମିଯିବାର ମଧ୍ୟ ବହୁ ଗୁଡିଏ କାରଣ ରହିଛି ।

କାରଣ ଯେଉଁ ସମୟରେ ଶରୀରରେ ଶେ-କ୍ଷୁଆଲ୍ ହରମୋନ ଗୁଡିକ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ । ସେତେବେଳେ ଯଦି ପୁରୁଷ କିମ୍ବା ମହିଳା ସଂ-ଭ-ଓ-ଗ ନକରିଲେ । ତେବେ ଧୀରେ ଧୀରେ ବୟସ ମଧ୍ୟ ବଢି ଚାଲିଥାଏ । ତେବେ ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ଶେ-କ୍ଷୁ-ଆଲ୍ ହରମୋନ ମଧ୍ୟ ଧୀରେ ଧୀରେ କମିବାକୁ ଲାଗିଥାଏ । ଯେଉଁ କାରଣରୁ ପୁଅ ଓ ଝିଅ ବାହାଘର ପରେ ସହ-ବା-ସ କରିବାର ଇଛା ମଧ୍ୟ କମିଯାଇଥାଏ ।

ତେବେ ବୟସ ହେଉଛି ଏକ କାରଣ ଯାହାକି ପୁରୁଷ ଓ ଝିଅ ମଧ୍ୟରେ ସହ-ବା-ସ କରିବାର ଇଛା ହେବା କିମ୍ବା ନହେବାକୁ ଦର୍ଶାଇ ଥାଏ । ତେବେ ଆଜି କାଲି ବହୁତ ପିଲା ଏପରି ମଧ୍ୟ ରହିଛନ୍ତି । ଯେଉଁ ମାନେ କି ସ୍କୁଲ କିମ୍ବା କଲେଜ ଟାଇମରୁ ବିଭିନ୍ନ ପ୍ରକାର ସୋସିଆଲ ମିଡିଆରେ ସେକ୍ଷୁଆଲ୍ ପ୍ରୋଗ୍ରାମମାନ ବହୁ ସମୟରେ ଦେଖୁଥାନ୍ତି । ତେବେ ସେମାନଙ୍କ କ୍ଷେତ୍ରରେ କିଛି ବର୍ଷ ଯିବା ପରେ ତାଙ୍କ ପାଖରେ ଏନର୍ଜି ଧୀରେ ଧୀରେ ସରିବାକୁ ବସିଥାଏ ।

ଯେତେବେଳେ ସେ ରିଅଲରେ ନିଜ ପାର୍ଟନର ସହ ସଂ-ଭ-ଓ-ଗ କରିବାକୁ ଯାଇଥାନ୍ତି । ସେତେବେଳେ ସେ ସଂ-ଭ-ଓ-ଗ କରିବାର ଇଛା ଆଉ ଆଗ ଭଳି ନଥାଏ । ତେବେ ତେବେ ଡାକ୍ତରଙ୍କ କହିବ ଅନୁଯାଇ ପୁରୁଷ ହେଉ ଅବା ମହିଳା ନିଜ ଖାଦ୍ୟ ପ୍ରତି ଯତ୍ନବନ ହେବେ, ଶା-ରୀ-ରିକ କାର୍ଯ୍ୟ ଯଥା ସମ୍ଭବ କରିବେ ।

ବାରମ୍ବାର ସୋସିଆଲ ମିଡିଆରେ ସେ-କ୍ଷୁ-ଆଲ୍ସ ଆକ୍ଟିଭୀଟି ଦେଖି ନିଜର ଏନର୍ଜି ନହରାଇବା । ତେବେ ତାଙ୍କ ପାର୍ଟନର ସହିତ ଯେତେବେଳେ ସଂ-ଭ-ଓ-ଗ କରିବେ । ସେତେବେଳେ ତାଙ୍କର ସଂ-ଭ-ଓ-ଗ କରିବାର ଇଛା ଶକ୍ତି ଆସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *