କରିନା କପୁର ସମସ୍ତଙ୍କ ସାମ୍ନାରେ କହିଦେଲେ ବେଡ ରୁମର ରାଜ, ଶୋଇବା ପୂର୍ବରୁ ସେଫ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧଗନ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କରିନା କପୁର । ଆପଣ ମାନେ ସମସ୍ତେ ଅନେକ ବଲିଉଡ ଫିଲ୍ମରେ କରିନାଙ୍କୁ ନିଶ୍ଚୟ ଦେଖିଥିବେ ।

କରିନା ନିଜର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ଏହା ସହିତ କରିନା ନିଜର ହଟ୍ ଲୁକ୍ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ କରିନା ହେଉଛନ୍ତି ଏକ ଏପରି ଅଭିନେତ୍ରୀ ଯିଏ ନିଜ ଫ୍ୟାନ୍ସ ମାନଙ୍କୁ ନିଜ ଲାଇଫ ସହ ଜଡିତ ସମସ୍ତ କଥା ସେୟାର କରନ୍ତି । ଏହି କିଛି ଦିନ ତଳେ କରିନା ନିଜ ବେଡ ରୁମ ସହ ଜଡିତ ଏକ ବଡ ରହସ୍ୟର ଖୁଲାସ କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କରିନାଙ୍କ ବେଡ ରୁମ ସହ ଜଡିତ ଏହି ବଡ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ କରିନା ଓ ସେଫ ଅଧିକାଂଶ ସମୟ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ପ୍ରେମ ରହିଛି । ଏହି ଦୁଇଜଣ ସମସ୍ତ ସ୍ଥାନରେ ଏକା ସହ ନଜର ଆସନ୍ତି ।

ଏହି କିଛି ଦିନ ତଳେ କରିନା ନିଜ ବେଡ ରୁମର ଏକ ଖାସ ରହସ୍ୟ ବିଷୟରେ ମିଡିଆ ସାମ୍ନାରେ କହିଥିଲେ । କରିନା କହିଥିଲେ ଯେ, ‘ମୋତେ ଶୋଇବା ସମୟରେ ଏକ ୱା-ଇ-ନ ବୋତଲ, ଏକ ପଜାମା ଓ ସ୍ଵାମୀ ସେଫ ଦରକାର । ମୋତେ ଲାଗୁନାହିଁ ଏହା ଠାରୁ କିଛି ଭଲ ଉତ୍ତର ମୁ ଦେଇପାରି ଥାନ୍ତି ତେଣୁ ମୋତେ ଏହି ଉତ୍ତର ପାଇଁ ପ୍ରାଇଜ ମିଳିବା ଉଚିତ’ ।

ବନ୍ଧୁଗଣ କରିନାଙ୍କର ଏହି ଖୁଲାସା ବିଷୟରେ ଜାଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ଓ ସମସ୍ତେ ହସିବାକୁ ଲାଗିଲେ । ହେଲେ କରିନା ନିଜ ଜବାବ ପାଇଁ କୌଣସି ଲଜ୍ୟା ଅନୁଭବ ପ୍ରକାଶ କରିନଥିଲେ । କରିନାଙ୍କର ଏହି ବେଡ ରୁମ ଖୁଲାସାକୁ ଜାଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ବନ୍ଧୁଗଣ କରିନା ଓ ସେଫଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଏହା ସହିତ ଏହି ଦୁଇଜଣ ନିଜ ପର୍ଶନାଲ ଲାଇଫ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସେଫ ଓ କରିନାଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *