Vastu Shastra – ଧନତେରସ ଦିନ ଏହି 3 ଟି ଜିନିଷ ଭୁଲରେ ବି ଘରକୁ ଆଣନ୍ତୁ ନାହିଁ, ପୁରା ଘର ବର୍ବାଦ ହେଇଯିବ

ବନ୍ଧୁଗଣ ଧନତେରସ ପର୍ବ ଦୀପାବଳିର ଆରମ୍ଭର ପ୍ରତିକ ଅଟେ । ଏହି ଦିନଟି କୌଣସି ଜିନିଷର କ୍ରୟ କରିବା ପାଇଁ ବହୁତ ଶୁଭ ଦିନ ଅଟେ । ଏହି ଦିନରେ ଲୋକମାନେ ନିଜ ସକ୍ଷମତା ଅନୁଯାୟୀ ବିଭିନ୍ନ ଜିନିଷ କ୍ରୟ କରିଥାନ୍ତି । ବାସ୍ତୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହି ଦିନରେ କିଣା ଯାଇଥିବା ଜିନିଷ କେବେହେଲେ ଖରାପ ହୋଇ ନଥାଏ । ହେଲେ ବନ୍ଧୁଗଣ ଏହି ଦିନରେ ଏପରି ମଧ୍ୟ କିଛି ଜିନିଷ ଅଛି ଯାହାକୁ ଭୁଲ ସେ ମଧ୍ୟ କିଣିବା ଉଚିତ ନୁହେଁ । ଯଦି ଆପଣ ଏହି ସବୁ ଜିନିଷକୁ କିଣିବେ ତା ହେଲେ ଆପଣଙ୍କୁ ନିଜର ଆଗାମୀ ଜୀବନରେ ଭୟଙ୍କର ଦରିଦ୍ରତା ଭୋଗ କରିବାକୁ ପଡିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ବିଷୟରେ ।

୧. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଧନତେରସ ଦିନ କୌଣସି ପ୍ରକାରର କାଚ ଜିନିଷ କିଣିବା ଉଚିତ ନୁହେଁ । ହିନ୍ଦୁଧର୍ମ ଅନୁଯାୟୀ ଏହି ଦିନରେ ଯଦି ଆପଣ କୌଣସି କାଚ ଜିନିଷ କିଣି ଆଣିବେ ତା ହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ଅଶୁଭ ହେବ ।


ଏହି ଦିନରେ କାଚ ଆଣିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇ ପାରନ୍ତି । ଏହା ପରେ ଏହି ଘରକୁ ଭୟଙ୍କର ଦରିଦ୍ରତା ଆସିଥାଏ । ତେଣୁ ଭୁଲ ସେ ମଧ୍ୟ ଏହି ଦିନରେ ଆପଣ ନିଜ ଘରକୁ କାଚରେ ତିଆରି କୌଣସି ଜିନିଷକୁ ଘରକୁ କିଣି କି ଆଣନ୍ତୁ ନାହିଁ ।

୨. ବନ୍ଧୁଗଣ ହିନ୍ଦୁ ଧର୍ମରେ କଳା ଜିନିଷକୁ ଅଶୁଭ ମନା ଯାଇଥାଏ । ତେଣୁ ଯଦି ଆପଣ ଏହି ଦିନରେ କୌଣସି କଳା ରଙ୍ଗର ଜିନିଷ ଆଣିବେ ତା ହେଲେ ଆପଣଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଏହି ଦିନରେ ଭୁଲ ସେ ମଧ୍ୟ କୌଣସି କଳା ରଙ୍ଗର କପଡା ଓ କଳା ରଙ୍ଗର ଜିନିଷକୁ କିଣି ଆଣିବେ ନାହିଁ । ଯଦି ଆପଣ ଏହି ଦିନରେ କୌଣସି କଳା ଜିନିଷ କିଣିବେ ତା ହେଲେ ଆପଣ ଦରିଦ୍ରତାକୁ ନିମନ୍ତ୍ରଣ କରିବେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ଦିନରେ କଳା ରଙ୍ଗର କୌଣସି ଜିନିଷକୁ କିଣିବେ ନାହିଁ ।


୩. ବନ୍ଧୁଗଣ ଏହି ଦିନରେ କଇଁଚି ଓ ଛୁରୀ ଆଦି ଜିନିଷକୁ ଭୁଲ ସେ ମଧ୍ୟ କିଣିବେ ନାହିଁ । ଏହି ଧନତେରସ ଦିନଟି ହେଉଛି ଏକ ଶୁଭ ଦିନ । ତେଣୁ ଏହି ଦିନରେ ଏହି କଇଁଚି ଓ ଛୁରୀ ଆଦି ଅଶୁଭ ଜିନିଷକୁ ଆଣିବା ସଂପୂର୍ଣ୍ଣ ଅନୁଚିତ ଅଟେ । ବନ୍ଧୁଗଣ ଯଦି ଆପଣ ଏହି ଦିନରେ ଏହି ସମସ୍ତ ଜିନିଷକୁ ଆଣିବେ ତା ହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯିବେ ।

ଯାହା ଫଳରେ ଆପଣଙ୍କୁ ଭୟଙ୍କର ଦରିଦ୍ରତାର ସାମ୍ନା କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଏହି ଧନପବିତ୍ର ଦିନରେ ଉପରେ ଦିଆଯାଇଥିବା କୌଣସି ଜିନିଷକୁ ଭୁଲ ସେ ମଧ୍ୟ ଆଣିବେ ନାହିଁ । ନଚେତ ଆପଣ ମାନଙ୍କୁ ଭୟଙ୍କର ଦାରିଦ୍ରତାର ସାମ୍ନା କରିବାକୁ ପଡିପାରେ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *