ସଞ୍ଜିବନୀ ବୁଟୀ ବି ଫେଲ ଏହା ଆଗରେ, ପୃଥିବୀର ଅମୃତ ହୋଇଥାଏ ଏହି ଗଛର କ୍ଷୀର, ଯଦି କେଉଁଠି ମିଳିଯାଏ ତ ଛାଡିବେ ନାହିଁ – Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଡାଇବେଟିସ, ରକ୍ତଚାପ ଓ ହାର୍ଟ ଆଟାକ ଆଦି ସମସ୍ଯା ଦେଖାଯାଉଛି । ଏହା ଆପଣଙ୍କର ଭୁଲ ଜୀବନଶୈଳୀ ଓ ଖାଦ୍ୟର ଅଭାବରୁ ହେଉଛି । ହେଲେ ବନ୍ଧୁଗଣ ଯଦି ଆପଣ ନିଜ ଘର ପାଖରେ ଦେଖିବେ ତା ହେଲେ ଆପଣଙ୍କୁ ଏମିତି ବହୁତ ଜଡିବୁଟି ବା ଗଛ ମିଳିଯିବ, ଯାହାର ସେବନରେ ଆପଣ ଆଜୀବନ ସୁସ୍ଥ ରହି ପାରିବେ । ହେଲେ ଏହା ବିଷୟରେ ନ ଜାଣିଥିବାରୁ ଆପଣ ମାନେ ଏହି ସମସ୍ତ ଜିନିଷର ବ୍ୟବହାର ବା ସେବନ କରି ନଥାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଗଛ ବିଷୟରେ କହିବୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହି ଗଛ ଆପଣଙ୍କ ଘର ପାଖରେ ନିଶ୍ଚୟ ରହିଥିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗଛ ବିଷୟରେ ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହା ଆଉ କିଛି ନୁହେଁ ତାହା ହେଉଛି କନିଆରି ଫୁଲ ଗଛ । ସାଧାରଣତଃ କନିଆରି ଗଛକୁ ପୂଜାରେ ଓ ଦୀପାବଳି ଆଦି ପର୍ବରେ ସଜା ହେବା ପାଇଁ ବ୍ୟବହାର କରାଯାଇଥାଏ । ହେଲେ ଆପଣ ମାନେ କଣ ଏହି କନିଆରି ଗଛର ଲାଭ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଏହି ଗଛରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗାଲ, ଆଣ୍ଟି ଇନଫ୍ଲାମେଟୋରି ଓ ଆଣ୍ଟି ଭାଇରାଲ ଆଦି ତତ୍ଵ ରହିଥାଏ ।


ସାଧାରତଃ କନିଆରି ଗଛକୁ ଯଦି ଆମେ ମନ୍ଦିର ବା ଘର ମଧ୍ୟରେ ରଖିଥାଉ ତା ଲେ ଏହା ଆମ ଘର ମଧ୍ୟରେ ଥିବା ଖରାପ ବ୍ୟାକ୍ଟେରିଆକୁ ମାରିବାରେ ସହାୟକ ହୋଇଥାଏ । ଯାହା ଫଳରେ ଆପଣ ମାନଙ୍କ ଘର ମଧ୍ୟରେ ରୋଗ ପ୍ରବେଶ କରିପାରେ ନାହିଁ । ବନ୍ଧୁଗଣ ଯଦି ଆପଣଙ୍କର କେସ ସହ ଜଡିତ କିଛି ବି ସମସ୍ଯା ରହିଛି ତା ହେଲେ ଆପଣ କନିଆରି ଗଛର ମୂଳକୁ ନେଇ ଭଲ ଭାବରେ ପେଶୀ ଏହାର ରସକୁ ନିଜ କେଶରେ ଲଗାଇ ଦିଅନ୍ତୁ । କମ ସେ କମ ଏହାକୁ ସପ୍ତାହରେ ଦୁଇଥର ଆପଣ ବ୍ୟବହାର କରନ୍ତୁ ।

ଦେଖିବେ ବହୁତ ଶୀଘ୍ର ଆପଣଙ୍କର କେସ ସହ ଜଡିତ ସମସ୍ଯା ଦୂର ହୋଇଯିବ । ଆଜିକାଲି ଅଧିକାଂଶ ଲୋକଙ୍କର ଆଣ୍ଠୁ ବିନ୍ଧା ଓ ଗଣ୍ଠି ଆଦି ବିନ୍ଧାର ସମସ୍ଯା ସହ୍ୟ କରିବାକୁ ପଡୁଛି । ଏଥିପାଇଁ ଆପଣ କନିଆରି ଫୁଲର ପେଷ୍ଟ ଓ ରାଶି ତେଲ ନିଅନ୍ତୁ ଓ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ମିକ୍ସ କରିବା ପରେ ଆପଣ ଏହି ତେଲକୁ ଭଲ ଭାବରେ ଗରମ କରି ଛାଣି ଦିଅନ୍ତୁ ଓ ନିଜର ଆଣ୍ଠୁ ଗଣ୍ଠି ଆଦି ସ୍ଥାନରେ ଏହାର ଭଲ ଭାବରେ ମାଲିସ କରନ୍ତୁ । ସବୁଦିନ ଏହାର ବ୍ୟବହାର କରନ୍ତୁ ଦେଖିବେ ୧ ରୁ ୨ ମାସ ମଧ୍ୟରେ ଆପଣଙ୍କର ଏହି ସମସ୍ୟା ନିଶ୍ଚୟ ଦୂର ହୋଇଯିବ ।


ବନ୍ଧୁଗଣ କନିଆରି ବ୍ରଣ ସମସ୍ଯା ଆଦିକୁ ମଧ୍ୟ ଦୂର କରିବା ପାଇଁ ସହାୟକ ହୋଇଥାଏ । ବ୍ରଣ ସମସ୍ଯା ପାଇଁ ଆପଣ କନିଆରି ଫୁଲର ପେଷ୍ଟ କରନ୍ତୁ ଓ ନିଜ ଚେହେରାରେ ଲଗାଇ ଦିଅନ୍ତୁ । ହେଲେ ଏହି ଗଛର ଫୁଲ ବିଷଧର ହୋଇଥାଏ । ତେଣୁ ଏହାକୁ ସାବଧାନର ସହ ନିଜ ଚେହେରାରେ ଲଗାଇ ଦିଅନ୍ତୁ । ଦେଖିବେ ଏହାର ଦୁଇଥର ବ୍ୟବହାର ଦ୍ଵାରା ଆପଣଙ୍କ ବ୍ରଣ ଆଦି ସମସ୍ଯା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *