Health Tips- ପ୍ରତିଦିନ ଖାଆନ୍ତୁ କେବଳ ଏହି 3 ଜିନିଷ, Liver ଜନିତ ସବୁ ରୋଗ ହେଇଯିବ ଗାୟବ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ୩ ଟି ଏଭଳି ଏକ ଚମତ୍କାରୀ ଉପାୟ, ଯାହା ଆପଣଙ୍କ ଲିଭର ମଧ୍ୟରେ ଜମି ରହିଥିବା ସଂପୂର୍ଣ୍ଣ ଅପରିଷ୍କାର ପଦାର୍ଥ କୁ ସଫା କରି ତାହାକୁ ସଂପୂର୍ଣ୍ଣ ଭାବରେ ସୁସ୍ଥ ଏବଂ ଫିଟ ବନାଇଦେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ମୁଖ୍ୟତଃ ଲିଭର ଆମ୍ଭ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ । ମାତ୍ର ଲିଭର ମଧ୍ୟରେ ଏହି ବର୍ଜ୍ୟବସ୍ତୁ କେଉଁଠାରୁ ଆସିଥାଏ ? ମାତ୍ର ଯାହା ମଧ୍ୟ ଖାଦ୍ୟପଦାର୍ଥ ଆମ୍ଭେ ଖାଇଥାଉ ସେହି ସମସ୍ତ ଜିନିଷ ମଧ୍ୟରୁ କିଛି ଭଲ ଜିନିଷ ରହିଥାଏ, କିଛି ଖରାପ ଜିନିଷ ମଧ୍ୟ ରହିଥାଏ ।

ଯେବେ ଆମ୍ଭେ କୌଣସି ଖାଦ୍ୟ ଖାଇଥାଉ ତେବେ ତାହାର ଡାଇରେକ୍ଟ ଇଫେକ୍ଟ ଆମ୍ଭ ଲିଭର ଉପରେ ପଡିଥାଏ । ଆମ୍ଭ ଲିଭର ଖାଇବା ମଧ୍ୟରୁ ଅନେକ ଭଲ ଜିନିଷ କୁ ଅଟକାଇଥାଏ ଏବଂ ଦୂଷିତ ପଦାର୍ଥକୁ ଶରୀରରୁ ବାହାର କରିଥାଏ । ଯଦି ଆମ୍ଭେ ନିଜ ଖାଦ୍ୟରେ ଅନେକ ଖରାପ ଜିନିଷ ନେବା ଆରମ୍ଭ କରିଦେଇଥାଊ, ତଥା ସଫା ସୁତରାର ବିଶେଷ ଧ୍ୟାନ ରଖିନଥାଉ ଅଥବା ଦୂଷିତ ଜଳ ସେବନ କରିଦେଇଥାଉ ତେବେ ଏହିସବୁ କାରଣ ପାଇଁ ଆମ୍ଭ ଲିଭର ମଧ୍ୟରେ ଅନେକ ସବୁ ଦୂଷିତ ପଦାର୍ଥ ଜମା ହେବାକୁ ଲାଗିଥାଏ ।

କାରଣ ଲିଭର ର ନିଜର ଏକ ଲିମିଟ ରହିଥାଏ । ଏଥି ନିମନ୍ତେ ବହୁତ ଜରୁରୀ ହୋଇଥାଏ ଯେ ଲିଭର ଆମ୍ଭ ଶରୀରରେ ଦୂଷିତ ପଦାର୍ଥ କୁ ଡିଟକ୍ସିଫାଏ କରିବା ଯାହା ଫଳରେ ଏହି ଦୂଷିତ ପଦାର୍ଥ ଯାହା ଆମ୍ଭ ଶରୀରରେ ଜମା ହୋଇ ଯାଇଅଛି ତାହା ଆମ୍ଭ ଶରୀରରୁ ବାହାରିଯାଇ ଲିଭର ସଠିକ ଭାବରେ କାମ କରୁ । ଖାଦ୍ୟରେ ବ୍ୟବହୃତ ହେଉଥିବା ହଳଦୀ ଆମ୍ଭକୁ ଏହି ଦିଗରେ ବହୁତ ସାହାର୍ଯ୍ୟ କରିଥାଏ । ହଳଦୀ ଲିଭର ଚାରିପଟେ ଅଧିକ ଫ୍ୟାଟ ଜମା ହେଉଥିଲେ ତଥା ଫ୍ୟାଟିଲିଭର କୁ ଦୂର କରିବାରେ ମଧ୍ୟ ସହାୟତା କରିଥାଏ ।

ହଳଦୀ କୁ ବ୍ୟବହାର କରିବା ନିମନ୍ତେ ଆପଣ ଏକ ଗ୍ଳାସ ଗରମ ପାଣି ନିଅନ୍ତୁ ଏବଂ ସେଥିରେ ଅଧଚାମଚ ହଳଦୀ ପକାଇବାର ଅଛି । ଏହା ସହିତ ଆପଣ ସେଥିରେ ଅଳ୍ପ ଗୋଲମରୀଚ ପକାନ୍ତୁ । ତେବେ ଏହି ତିନୋଟି ଜିନିଷ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏହି ସବୁ ମିଶାଇ ଆପଣ ଯଦି ସକାଳୁ ସକାଳୁ ଖାଲି ପେଟରେ ଏହାକୁ ସେବନ କରନ୍ତି ତେବେ ୧୪ ଦିନ ମଧ୍ୟରେ ଏହା ଏକ ଚମତ୍କାରୀ ପ୍ରାଭାବ ଦେବ । ଏବଂ ଆପଣଙ୍କ ଲିଭର ଶକ୍ତିଶାଳୀ ହେବା ଆରମ୍ଭ ହେବ ।

ଦ୍ଵିତୀୟ ଉପାୟରେ ଆପଣ ନିଅନ୍ତୁ ଅଁଳା ଏବଂ କଲରା ଏହା ଆପଣଙ୍କ ଶରୀରକୁ ପ୍ୟୁରିଫାଏ କରିବାରେ ସାହାର୍ଯ୍ୟ କରିଥାଏ । ଆପଣ ସର୍ବପ୍ରଥମେ ଏକ ଗ୍ଳାସ ଗରମ ପାଣି ନିଅନ୍ତୁ ଏହାପରେ ସେଥିରେ ଆପଣ ୨ ଚାମଚ ଅଁଳା ରସ ମିଶାନ୍ତୁ ଏବଂ ୨ ଚାମଚ କଲରା ରସ ମିଶାନ୍ତୁ, ଏହି ଡ୍ରିଂକ୍ସ କୁ ଆପଣ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ନିଅନ୍ତୁ । ଆପଣ ଦେଖିବେ ଶୁଭ ଫଳ ନିଶ୍ଚିତ ଭାବରେ ମିଳିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *