Vastu Shastra- ଏହି 3 ଜଣ ମହିଳା ଏକାଦଶୀ ବ୍ରତ ଭୁଲରେ ବି କରିବା କଥା ନୁହେଁ, ହୋଇଥାଏ ଘୋର ଅନର୍ଥ, ଲାଗିଥାଏ ପାପ

ବନ୍ଧୁଗଣ ନମସ୍କାର ଧର୍ମ ଶାସ୍ତ୍ର ଅନୁସାରେ ଘରେ ଏହି ତିନି ଜଣ ମହିଳା ଙ୍କୁ ଏକାଦଶୀ ର ବ୍ରତ କେବେବି ରଖିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଶ୍ରୀ ହରି ଙ୍କ ଅପମାନ ବୋଲି ମାନ୍ୟତା ଅଛି । ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଯାଆନ୍ତି । ଏଭଳି ପା-ପ କଲେ ଆପଣଙ୍କୁ ନ-ର୍କ-ରେ ମଧ୍ୟ ସ୍ଥାନ ମିଳିବ ନାହିଁ । ତେବେ ଚାଲନ୍ତୁ ଜାଣିନେବା ସେହି ମହିଳା ମାନେ କିଏ । ୧-ପ୍ରଥମ ରେ ହେଉଛି ଏହି ଏକାଦଶୀ ବ୍ରତ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପୂଜା । ଏହି ବ୍ରତ କୁ ସଫା ହୃଦୟ ରେ ଶ୍ରଦ୍ଧା ରେ କରିବା ଉଚିତ ।

ପୁରାଣ ଅନୁସାରେ ଏହା ବର୍ଣ୍ଣିତ ଅଛି କି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମିଶି କି ଏହି ପୂଜା କୁ ସଂପନ୍ନ କଲେ ହିଁ ଅନେକ ଶକ୍ତି ଏକାଠି ସଙ୍ଘଠିତ ହୋଇ ଥାଆନ୍ତି । ମହା ସଂଯୋଗ ହୋଇଯାଏ । ଏବେ ପୁରାଣ ରେ ବର୍ଣ୍ଣିତ ଅଛି କି ଯଦି ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କିଛି ମତାନ୍ତର ହୁଏ ସେମାନଙ୍କ ର ଛାଡ଼ ପତ୍ର ହୋଇ ଦୁହେଁ ଅଲଗା ରୁହନ୍ତି ।

ସେହି ସମୟରେ ଯଦି ସ୍ତ୍ରୀ ଏହି ବ୍ରତ କୁ ଅର୍ଥାତ ଏକାଦଶୀ ବ୍ରତ କୁ କରନ୍ତି ତେବେ ତାହା ମହାଲକ୍ଷ୍ମୀ ଙ୍କ ଅପମାନ ହୁଏ । କାରଣ ଏହି ବ୍ରତ ଭକ୍ତି ଭାବ ପ୍ରେମ କୁ ଦର୍ଶାଇ ଥାଏ । ତେଣୁ ଯଦି ଆପଣ ନିଜ ସ୍ୱାମୀ ଙ୍କ ଠାରୁ ଅଲଗା ହୋଇ ଏହି ବ୍ରତ କରନ୍ତି ତେବେ ତାହା କୁ ପା-ପ ବୋଲି କୁହାଯାଏ । ଶ୍ରୀ ହରି କ୍ରୋଧିତ ହୋଇ ଯାଆନ୍ତି । ଆପଣଙ୍କ ବ୍ରତ ଭଙ୍ଗ ହୋଇ ଯାଏ । ପରିଶ୍ରମ ବ୍ୟର୍ଥ ମଧ୍ୟ ହୁଏ । ତେଣୁ ଛାଡପତ୍ର ହୋଇ ଥିବା ମହିଳା ଏହି ବ୍ରତ ନ କରିବା ଉଚିତ ।

୨- ଦ୍ୱିତୀୟ ରେ ହେଉଛି ବୈଦିକ ରୀତି ଅନୁସାରେ ଆପଣଙ୍କ ମାସିକ ଚକ୍ର ସମୟରେ ମହିଳା ମାନଂକୁ ଧାର୍ମିକ କାର୍ଯ୍ୟ ଠାରୁ ଦୂରେଇ ରହିବା ଉଚିତ । ଏହି ସମୟରେ ମହିଳା ମାନେ ମନ୍ଦିର ଯିବା ପାଇଁ ଅନୁମତି ମିଳି ନ ଥାଏ । ତା ସହ ପୁଜା ପାଠ ର ସାମଗ୍ରୀ । ମୂର୍ତ୍ତି କୁ ହାତ ଲଗେଇବା ମଧ୍ୟ ଅଶୁଭ କୁହାଯାଏ । କିନ୍ତୁ ଯଦି ବ୍ରତ କରିବା ସମୟରେ ଆପଣଙ୍କ ମାସିକ ଚକ୍ର ହୋଇଥାଏ ତେବେ ଏହି ବ୍ରତ କୁ ନ ଭାଙ୍ଗି ସମସ୍ତ ଙ୍କ ଠାରୁ ଦୂରେଇ ରହି ନିଜ ବ୍ରତ ର ସବୁ ବିଧି ପୂର୍ଣ କରିବା ଉଚିତ ।

ଏହି ସମୟରେ ଆପଣ ଏହି ପୂଜା ପାଠ ଅନ୍ୟ ଜଣଙ୍କ ଦ୍ୱାରା ମଧ୍ୟ କରି ପାରିବେ । ଏଥିରେ ଆପଣ ଙ୍କ ର କୌଣସି ଦୋଷ ନଥାଏ । ତେଣୁ ଆପଣଂକୁ ଏହି ବ୍ରତ ର ଫଳ ଠିକ ଭାବେ ମିଳିବ । କେବଳ ଶ୍ରଦ୍ଧା ଭକ୍ତି ରେ ଏହି ବ୍ରତ କୁ ପାଳନ କରିବା ଆବଶ୍ୟକ ।

୩- ତୃତୀୟ ରେ ହେଉଛି ବିବାହିତା ମହିଳା ମାନଙ୍କ ପାଇଁ ଏହି ଏକାଦଶୀ ବ୍ରତ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏକାଦଶୀ ବ୍ରତ କି ପୂର୍ଣ ଶ୍ରଦ୍ଧା ଭକ୍ତି ର ସହିତ କଲେ ଆପଣ ନିଜର ଦାମ୍ପତ୍ୟ ଜୀଵନ ସୁଖମୟ ହେବ । ସନ୍ତାନ ପ୍ରାପ୍ତି ହେବ । ଧନ ଦୌଲତ ମୋକ୍ଷ ପ୍ରାପ୍ତ ହେବ । କିନ୍ତୁ ଯଦି ଆପଣ ହିନ୍ଦୁ ରୀତି ଅନୁସାରେ ବିବାହ କରି ନାହାନ୍ତି ।

ଯଦି କୋର୍ଟରେ ବିବାହ କରିଛନ୍ତି ତେବେ ଆପଣ ଏହି ପବିତ୍ର ଏକାଦଶୀ ବ୍ରତ କୁ କରି ପାରିବେ ନାହିଁ । ବିନା ରୀତି ନୀତି ରେ ବିବାହ କରିଥିବା ମହିଳା ପୁରୁଷ ଏକାଦଶୀ ବ୍ରତ ପାଳନ କରି ପାରିବେ ନାହଁ । ଏହା ଶାସ୍ତ୍ର ରେ ମଧ୍ୟ ବର୍ଣ୍ଣିତ ଅଛି । ତେଣୁ ଆପଣଂକୁ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରିବା ଆବଶ୍ୟକ ଅଟେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *