Vastu Tips- ଏମିତି ଘରେ ଦେବୀ ଲକ୍ଷ୍ମୀ କେବେ ବି ପ୍ରବେଶ କରନ୍ତି ନାହିଁ, ଯେଉଁଠି ହୋଇଥାଏ ଏହି 3 ଖରାପ କାମ  

ବନ୍ଧୁଗଣ ପ୍ରାଚୀନ କାଳରୁ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ଘରର ସୁଖ ସମୃଦ୍ଧି ମହିଳା ମାନଙ୍କ ଉପରେ ନିର୍ଭର ରହିଥାଏ । ଏହା ସହିତ ଗୋଟେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିପାରେ । ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ରରେ ମହିଳା ମାନଙ୍କର କିଛି ଖରାପ ଅଭ୍ୟାସ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ସବୁ ଅଭ୍ୟାସକୁ ମହିଳା ମାନେ କରିଲେ ଘରେ ଦରିଦ୍ରତା ଆସିଥାଏ ଓ ଅନେକ ପ୍ରକାରର ସମସ୍ୟା ମଧ୍ୟ ଆସିଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ଏହି ସବୁ ଖରାପ ଅଭ୍ୟାସ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ମହିଳା ମାନେ କରିବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମହିଳା ମାନଙ୍କର ଏହି ଅଭ୍ୟାସ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ମହିଳା ମାନଙ୍କୁ କେବେହେଲେ ଝାଡୁକୁ ଗୋଡରେ ମାରିବା ଉଚିତ ନୁହେଁ । କାରଣ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଥାଏ । ଯେଉଁ ଘରର ମହିଳା ମାନେ ଝାଡୁକୁ ପାଦରେ ଲଗାଇଥାନ୍ତି ସେହି ଘରକୁ କେବେହେଲେ ମା ଲକ୍ଷ୍ମୀ ଆସିନଥାନ୍ତି ଓ ସେହି ଘରେ ଆଜୀବନ ଦରିଦ୍ରତା ରହିଥାଏ । ତେଣୁ ବନ୍ଧୁଗଣ ମହିଳା ମାନଙ୍କୁ ଏହି ସବୁ ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ ।

୨. ବନ୍ଧୁଗଣ ଯେଉଁ ଘରର ମହିଳା ମାନେ ରାତିରେ ଅଇଁଠା ବାସନକୁ ନଧୋଇ ସୋଇପଡନ୍ତି ସେମାନଙ୍କ ଘରେ କେବେହେଲେ ମା ଲକ୍ଷ୍ମୀଙ୍କ ବାସ ରହିନଥାଏ । ରୋଷେଇ ଘରକୁ ଘରର ମୁଖ୍ୟ ଅଙ୍ଗର ମାନ୍ୟତା ଦିଆଯାଇଛି । ତେଣୁ ସବୁବେଳେ ରୋଷେଇ ଘରକୁ ସଫାସୁତୁରା ରଖିବା ଉଚିତ । ସାଧାରଣତଃ ଯେଉଁ ଘରେ ରାତିରେ ଅଇଁଠା ବାସନକୁ ଖାଲିରେ ଛଡା ଯାଇଥାଏ ସେହି ଘରେ ଦରିଦ୍ରତା ଆସିଥାଏ । ବନ୍ଧୁଗଣ ଏହା ବହୁତ ଅଶୁଭ ମଧ୍ୟ ହୋଇଥାଏ । ତେଣୁ ମହିଳା ମାନଙ୍କୁ ଏହି ଭୁଲ କରିବା ଉଚିତ ନୁହେଁ ।

୩. ବନ୍ଧୁଗଣ ଯେଉଁ ଘରର ମହିଳା ମାନେ ନିଜ ଗୋଡ ଦ୍ଵାରା କବାଟ ଖୋଲିଥାନ୍ତି ବା ବନ୍ଦ କରିଥାନ୍ତି ସେହି ଘରକୁ ମା ଲକ୍ଷ୍ମୀ କେବେହେଲେ ଆସିନଥାନ୍ତି । ମହିଳା ମାନଙ୍କର ଏହି ଭୁଲ ପାଇଁ ମା ଲକ୍ଷ୍ମୀଙ୍କ ସେହି ଘର ଉପରେ ରୁଷ୍ଟ ହୋଇଯାଇଥାନ୍ତି । ଯାହାଫଳରେ ଆଜୀବନ ସେହି ଘରକୁ ଦରିଦ୍ରତା ଭୋଗ କରିବାକୁ ପଡିଥାଏ । ତେଣୁ ବନ୍ଧୁଗଣ ମହିଳା ମାନଙ୍କୁ ଏହି ଭୁଲ କରିବା ଉଚିତ ନୁହେଁ ।

୪. ଯେଉଁ ଘରର ମହିଳା ମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି ସେହି ଘରକୁ କେବେହେଲେ ମା ଲକ୍ଷ୍ମୀ ଆସିନଥାନ୍ତି । ବନ୍ଧୁଗଣ ଏହା ଘର ପାଇଁ ବହୁତ ଅଶୁଭ ହୋଇଥାଏ । ମହିଳା ମାନଙ୍କୁ ସବୁବେଳେ ଶୀଘ୍ର ଉଠି ନିଜର ନିତ୍ୟକର୍ମ ସାରିବା ଉଚିତ । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ଯେଉଁ ମହିଳା ମାନେ ସଖାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି ସେହି ଘରେ ଦରିଦ୍ରତା ପାଦ ଦେଇଥାଏ । ତେଣୁ ବନ୍ଧୁଗଣ ମହିଳା ମାନଙ୍କୁ ଏହି ସବୁ ଭୁଲ କାମ ଗୁଡିକ କରିବା ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *