‘ଛିଃ ! ଲଜ୍ୟା…ଗୋପାଳ ବାଟ ଯାକ ହସି ହସି ଯାଉଛି ,ଆଉ ଲୋକଙ୍କୁ ପଚାରୁଛି ନବ ଦାସ ମରିଯାଇଛି…’: Sura Routray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାଟ ଜାକ ଗୋପାଳ ହସି ହସି ପଚାରିକି ଯାଉଛି । ନବ ଦାସ ମରିଯାଇଛି । କଙ୍ଗ୍ରେଶ ବିଧାୟକ ସୁର ରାଉତ ଏତେ ବଡ କ୍ଯାବିନେଟ ମନ୍ତ୍ରୀଙ୍କୁ ମାରିକି ମଧ୍ୟ ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ଯିବା ବାଟରେ ନବ ଦାସ ମରିଛି କି ନାହିଁ ହସି ହସି ପଚାରିବା କଥାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏତେ ବଡ ପ୍ରଭାବସାଳୀ ତଥା କ୍ଯାବିନେଟ ମନ୍ତ୍ରୀ ନବ ଦାସର ହତୟଆକୁ ଏତେ ଦିନ ବିତିଯାଇଛି ।

ହେଲେ ହତୟଆ ସମ୍ପର୍କିତ ସତ୍ୟ କଥା ଉପରୁ ପରଦା ଆଜି ପର୍ଯ୍ୟନ୍ତ ଉଠିପାରୁନହିଁ । ତେବେ ବିଧାୟକ ସୁର ରାଉତଙ୍କ କହିବା ଅନୁଯାଇ ଯଦି ସଠିକ ଭାବରେ ତଦନ୍ତ କରାଯାଇଥାନ୍ତା । ତେବେ ବର୍ତ୍ତମାନ ସମୟରେ ସବୁ କିଛି ଗୁମର କଥାର ଖୁଲାସା ଏତେ ବେଳକୁ ହୋଇସାରନ୍ତାଣୀ । ହେଲେ ମନ୍ତ୍ରୀ ନବ ଦାସ ହତୟଆ ମାମଲାର ସୁପରଭିଜନ କରିବାକୁ ରିଟାର୍ଡ ଜଜ୍ ଙ୍କୁ ଦିଆଯାଇଛି । ଯାହାକୁ ନେଇ ଘୋର ବିରୋଦ୍ଧ କରି କହିଛନ୍ତି ବିଧାୟକ ସୁର ରାଉତ ।

ତେବେ ସୁର ରାଉତଙ୍କ କହିବା ଅନୁସାରେ ଯଦି ଜଣେ ସିଟିଙ୍ଗ ଜଜ୍ କୁ ମାମଲାର ସୁପରଭିଜନ କରିବାକୁ ଦେଇଥାନ୍ତ । ଏହା ସହିତ ଘଟଣାର ପଛରେ ଲୁଚି ରହିଥିବା ସମସ୍ତ ସତ୍ୟ ଘଟଣାକୁ ଜାଣିବାକୁ ଚାହିଁଥାନ୍ତ । ତେବେ ତଦନ୍ତ ମଧ୍ୟ ସେହିପରି କଡାକଡି କରିବା ଦରକାର ଥିଲା । ହେଲେ ସେପରି କାଇଁ କିଛି ହେଉନାହିଁ ବୋଲି ବିରୋଧୀ ଦଳ ବିଧାୟକ ସୁର ରାଉତ କହିଛନ୍ତି । ତେବେ ଏହି ସବୁ କଥାକୁ ଦେଖି ଗଣ ମାଧ୍ୟମ ନିକଟରେ ଲଜ୍ୟା ଲଜ୍ୟା ବୋଲି ମଧ୍ୟ କହିଛନ୍ତି ।

ଏପଟେ ଗୋପାଳ ଠାରୁ ସଠିକ ତଥ୍ୟ ଠିକ ସେ ମିଳିପାରୁନାହିଁ ବୋଲି ତା’ ର ନାର୍କୋ ଟେଷ୍ଟ ପାଇଁ ତାକୁ ଗୁଜୁରାଟ ପଠା ଯାଇଛି । ହେଲେ ଗୋପାଳ ପୁରା ନିର୍ବିକାର ଭାବରେ ବାଟ ସାରା କହି କହି ଯାଉଛି । ନବ ଦାସ ମରିଯାଇଛି । ଯେପରି କୌଣସି ପ୍ରକାର ମନ୍ତ୍ରୀ ନବ ଦାସଙ୍କୁ ମାରିଥିବା ଭୟ ତା’ ପାଖରେ ଦେଖିବାକୁ ମିଲୁନି ।

ତେବେ ନବ ଦାସ ହତୟଆକାଣ୍ଡ ପଛରେ ଥିବା କିଛି ମଧ୍ୟ ଷଡଯନ୍ତ୍ର ଜଣାପଡିବ ନାହିଁ । ପରୀ କେଶ ପରି ଏହି ମାମଲା ମଧ୍ୟ କୁଆଡେ ଲୁଚି ଯିବ କେହି ଜାଣିପାରିବେ ନାହିଁ ବୋଲି ବିଧାୟକ ସୁର ରାଉତ କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *