ଦେଖନ୍ତୁ ନିଜର ରାଗି ପୁଅକୁ କେମିତି ବୁଝାଉଛନ୍ତି ଓଡିଆ ସିଙ୍ଗର Namita Agrawal

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ସୁର ସାମ୍ରାଜ୍ଞି ଭାବରେ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲ ଓଡିଶା ତଥା ଓଡିଶା ବାହାରେ ମଧ୍ୟ ବହୁ ସୁନାମ ଅର୍ଜନ କରିଛନ୍ତି । ତେବେ  ଘରେ ଘରେ ପରିଚିତ ନମିତା ଅଗ୍ରୱାଲଙ୍କର ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ କି କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲ ନିଜ ପରିବାର ସହିତ ବହୁତ ମଜା ମସ୍ତି କରୁଛନ୍ତି ।

ତେବେ ନମିତା ଅଗ୍ରୱାଲଙ୍କ ସ୍ଵାମୀ ସୀତାରାମ ଅଗ୍ରୱାଲ ମଧ୍ୟ ଓଡିଶାବାସୀଙ୍କ ନିକଟରେ ବହୁ ପରିଚିତ ଅଟନ୍ତି । ତେବେ ସିଦ୍ଧାର୍ଥ ଚାନେଲ ନାମରେ ୩ ଗୋଟି ମନୋରଞ୍ଜନୀଧର୍ମୀ ଚାନେଲ ମଧ୍ୟ ତାଙ୍କର ଅଛି । ତେବେ ନମିତା ଅଗ୍ରୱାଲ ଅଧିକାଂଶ ସମୟରେ ଠାକୁରଙ୍କର ଭଜନ ଗୀତ ଗାଈ ବହୁ ଲୋକପ୍ରିୟତା  ହାସଲ କରିଛନ୍ତି । ତେବେ କେବଳ ଭଜନ ନୁହେଁ ବଂର ସମସ୍ତ ପ୍ରକାର ଆଧୁନିକ ଗୀତ ଗାଇବାରେ ମଧ୍ୟ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲଙ୍କର ପାରଦର୍ଶିତା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ବହୁତ ଗୁଡିଏ ଓଡିଆ ରୋମାଣ୍ଟିକ ତଥା ଆଧୁନିକ ଗୀତ ପାଇଁ ମଧ୍ୟ ନମିତା ଅଗ୍ରୱାଲ ବହୁ ସଫଳତା ପାଇପାରିଛନ୍ତି । ତେବେ ନମିତା ଅଗ୍ରୱାଲଙ୍କର ୨ ଟି ପୁଅ । ତେବେ ନମିତା ଅଗ୍ରୱାଲ ନିଜ ୨ ପୁଅଙ୍କୁ ବହୁତ ହିଁ  ଭଲ ପାଇଥାନ୍ତି । ତେବେ ନିଜ ୨ ପୁଅଙ୍କ ସହିତ ଜଣେ କେବଳ ମା ହୋଇ ନୁହେଁ । ବଂର ଜଣେ ସାଙ୍ଗ ଭଳି ତାଙ୍କ ସହ ମିଷିଥାନ୍ତି । କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କର ପୁଅ ମାନେ ଯେତେବେଳେ କୌଣସି କଥା ପାଇଁ ରାଗି ଯାଇଥାନ୍ତି ।

ନମୀତା ଅଗ୍ରୱାଲ ତାଙ୍କୁ ଅତି ଗେଲ୍ହାର ସହ ପୁଅ ମାନଙ୍କୁ ବୁଝାଇଥାନ୍ତି । ଏହା ସହିତ ସବୁବେଳେ ନିଜ ପରିବାର ସହିତ ହସିଖୁସି ଖେଳି ଖୁସିରେ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲ ରହିଥାନ୍ତି । ତେବେ ନମିତା ଅଗ୍ରୱାଲ ଗୀତ ପାଇଁ ବହୁ ସୁନାମ ଅର୍ଜନ କରିଛନ୍ତି । ଏହା ସହିତ ଜଣେ ଭଲ ସ୍ନେହୀ ହୃଦୟର ବ୍ୟକ୍ତିତ୍ବ ବୋଲି ମଧ୍ୟ ନମିତା ଅଗ୍ରୱାଲଙ୍କୁ ଓଡିଶାବାସୀ ଯାଣିଛନ୍ତି ।

ତେବେ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଜଣେ ଧାର୍ମିକ ତଥା ଇଶ୍ଵରବିଶ୍ଵାସୀ ଧରଣର ବ୍ୟକ୍ତିତ୍ବ ଅଟନ୍ତି । ତେବେ ଅନେକ ସମୟରେ ତାଙ୍କ ସ୍ଵରରୁ ଭଗବାନଙ୍କ ପାଇଁ ଅନେକ ଗୁଡିଏ ମଧୁର କଣ୍ଠରେ ଭଜନ ଶୁଣିବାକୁ ମିଳିଛି । ଯେଉଁ କାରଣରୁ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ଭଜନର ସୁର ସାମ୍ରାଜ୍ଞି ବୋଲି ମଧ୍ୟ କୁହାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *