‘ବାପା ତୁଢରେ ସିନା ତୁ ଏମିତି ତୁଢ ଦେଖଉଥିଲୁ ଦମ ଅଛି ଯଦି ଠିଆ ହେଇକି ଦେଖା, ସାତ ପୁରୁଷ ସମସ୍ତେ ଅପାହିଜ…’ Dipali ଙ୍କୁ ଏମିତି କାହିଁକି କହିଲେ ମିନତୀ ବହିଦାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପା ତୁଢରେ ତୁଢ ହେଉଥିଲୁ ଏବେ ଠିଆ ହ । ତେବେ ଏପରି କିଛି କଟୁପୂର୍ଣ୍ଣ କଥା ମିନତୀ ବହିଦାର କହିଛନ୍ତି । ତେବେ ମିନତୀ ବହିଦାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ କଟାକ୍ଷ କରି ଏପରି କିଛି ମନ୍ତବ୍ୟ ଗଣ ମାଧମ ଆଗରେ ଦେଇଛନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କ ହତୟଆ ପରେ ସାରା ଓଡିଶାବ୍ୟାପୀ ତାଙ୍କର ଶୋକସଭାରେ ଲିପ୍ତ ରହିଥିଲେ ।

ହେଲେ ସେହି ସମୟକୁ ଅତି ଖୁସିର ମିନତୀ ବହିଦାର ପାଳନ କରୁଥିଲେ ବୋଲି ଚର୍ଚାକୁ ଆସିଥିଲା । ତେବେ ନିଜର କିଛି ବ୍ୟକ୍ତିଗତ କାରଣ ଯୋଗୁ ହିଁ ବହୁତ ମାତ୍ରାରେ ନବ ଦାସ ଉପରେ ମିନତୀ ବହିଦାର ରାଗିକି ଥିଲେ । ତେବେ ଯେତେବେଳେ ଜାଣିବାକୁ ପାଇଲେ । ଯେ ମନ୍ତ୍ରୀ ନବ ଦାସଙ୍କର guli madaରେ ହତୟଆ ହୋଇଯାଇଛି । ସେତେବେଳେ ସେ ତାଙ୍କ ସାହି ଭାଇଙ୍କୁ ମଟନ ଭୋଜି ଦେବା ସହ ନିଜେ ମଧ୍ୟ ଚିକେନ, ମିଠା ଖାଇ ମନ୍ତ୍ରୀ ନବ ଦାସ ମୃ-ତ୍ୟୁର ଖୁସି ମନେଇଥିଲେ ।

ତେବେ ବର୍ତ୍ତମାନ ସମୟରେ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ରାଜନୀତିରେ ଯେଉଁ ଅପୂରଣୀୟ କ୍ଷତି ହୋଇଛି ତାହାକୁ ପୂରଣ କରିବାକୁ ପୁଣି ଥରେ ନିର୍ବାଚନ ହେବ । ତେବେ ସେହି ନିର୍ବାଚନରେ ବାପା ବଦଳରେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳୀ ରହିବେ ବୋଲି ମଧ୍ୟ ଚର୍ଚା ଉଠୁଛି । ତେବେ ଏହି କଥାକୁ ନେଇ ମିନତୀ ବହିଦାର କହିଛନ୍ତି ଯେ ନିଜ ବାପା ତୁଢରେ ସିନା ଦୀପାଳୀ ତୁଢ ହେଉଥିଲା । ତେବେ ନବ ଦାସ ଚାଲିଯିବା ପରେ ଯଦି ଦମ୍ ଅଛି ।

ତେବେ ନିର୍ବାଚନରେ ଛିଡା ହୋଇକି ଦେଖା । ଏହା ସହିତ ମିନତୀ ବହିଦାର କହିଛନ୍ତି । ଏହା କି ଯେ ନବ ଦାସ ତ ଜଣେ ଅତି କୂଳାଙ୍ଗାର, ଲମ୍ପଟ ଓ ଖରାପ ପ୍ରକୃତିର ଲୋକଟିଏ ଥିଲା । ତେବେ ଖାଲି ସେତିକି କାହିଁକି ନବ ଦାସର ସ୍ତ୍ରୀ ଓ ଝିଅର ମଧ୍ୟ ଭାରି ଗର୍ବ ଓ ଅହଂକାର ଥିଲା । ତେବେ ଏବେ ସିନା ନବ ଦାସ ଚାଲିଯିବା ପରେ କାନ୍ଦୁଛନ୍ତି । ନହେଲେ ତାଙ୍କର ଗର୍ବ ବହୁତ କହିଲେ ସରିବନି ।

ତେବେ ମନ୍ତ୍ରୀ ନବ ଦାସର ବହୁତ ଧନ ସମ୍ପତ୍ତି ଅଛି ବୋଲି ତାକୁ ଜଣେ ବହୁତ ବଡ ପ୍ରଭାବସାଳୀ ଓ ବଡ ଲୋକଟି ବୋଲି ଲୋକେ ଭାବୁଛନ୍ତି । ହେଲେ ନବ ଦାସ ନିଜର କୁକର୍ମ ବଳରେ ଲୋକଙ୍କୁ ଲୁଟି ହିଁ ଆଜି ଏତେ ସମ୍ପତ୍ତିର ଅଧିକାରୀ ହୋଇପାରିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *