କେବଳ ଗୋଟିଏ ଥରରେ ହିଁ ଥଣ୍ଡା, କାଶ ହେଇଯିବ ଛୁ-ମନ୍ତର, ପାଖ ବି ମାଡିବନି କରୋନା, କରନ୍ତୁ ଏହି ଦେଶୀ ଉପାୟ- Helath Tips

ଆଜି ଆମେ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ ।

ବନ୍ଧୁଗଣ ବାରମ୍ବାର ଔଷଧ ର ସେବନ ପରେ ମଧ୍ୟ ଯଦି ଆପଣଂକୁ ଏହି ସମସ୍ୟା ରୁ ମୁକ୍ତି ମିଳୁନାହିଁ ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ସାଧାରଣତଃ ଶୀତ ଦିନରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଶୀତ ଦିନେ ପ୍ରାୟତଃ ବ୍ୟକ୍ତି ଏହି ରୋଗ ର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏହାଦ୍ବାରା ଗଳାରେ ଯନ୍ତ୍ରଣା ହେବା ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ପ୍ରଥମେ ପାଖାପାଖି ୧୫- ୨୦ ଟି ଗୋଲମରିଚ ନିଅନ୍ତୁ ଏବଂ ତାକୁ ଗ୍ୟାସ ରେ ଏକ ପତ୍ର ବସାଇ ପକାନ୍ତୁ । ଗୋଲମରିଚ ଆମ ଗଳା ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ । ଏହାପରେ ଆପଣ ଯେତେ ମାତ୍ରା ରେ ଗୋଲମରିଚ ନେଇଛନ୍ତି ତା’ର ଅଧା ଲବଙ୍ଗ ନିଅନ୍ତୁ । ଲବଙ୍ଗ ମଧ୍ୟ ଥଣ୍ଡା ଓ କାଶ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ତେବେ ଆପଣ ଏହି ଦୁଇଟି ସାମଗ୍ରୀ କୁ ହାଲକା ଆଞ୍ଚ ରେ କଢ଼େଇ ରେ ସେକି ଦିଅନ୍ତୁ ।

ଏହା ପରେ ଆପଣ ମାନେ ସେକି ଥିବା ଗୋଲମରିଚ ଓ ଲବଙ୍ଗ କଜ ହେମଦସ୍ତା ରେ ଗୁଣ୍ଡ କରନ୍ତୁ ଏବଂ ଏକ ପାତ୍ର ରେ ଅଲଗା କାଢ଼ି ରଖି ଦିଅନ୍ତୁ । ଏହାପରେ ଆପଣ ଏକ ଅଦା କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାକୁ ଗ୍ରେଡ଼ କରି ରସ ବାହାର କରନ୍ତୁ । ଏହାପରେ ଆପଣ ଏକ ପାତ୍ର ରେ ଅଳ୍ପ ମହୁ ନିଅନ୍ତୁ । ସେହି ମହୁ ରେ ଏହି ଅଦା ରସ କୁ ମିଶାନ୍ତୁ ଏବଂ ଏହା ସହିତ ସେଥିରେ ଏକ ଚୁଟକି ହଳଦୀ ଓ ଲୁଣ ପକାନ୍ତୁ ।

ଏହାପରେ ଶେଷ ରେ ଆପଣ ପୂର୍ବରୁ କରିଥିବା ଗୋଲମରିଚ ଓ ଲବଙ୍ଗ ର ଗୁଣ୍ଡ ର ଚାରି ଚୁଟକି ସେଥିରେ ପକାନ୍ତୁ ଏବଂ ଭଲ ଭାବରେ ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ବନ୍ଧୁଗଣ ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଗଲା ।

ଏହାକୁ ଆପଣ ସକାଳେ ଖାଲି ପେଟ ରେ ଖାଆନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀର ରେ ଥିବା ଥଣ୍ଡା ଓ କାଶ ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ । ତେଣୁ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଆପଣଙ୍କୁ ଏହାର ଲାଭ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *