ଥାନାରେ ପହଞ୍ଚିଲେ 6 ବର୍ଷର ଛାତ୍ର, ଆଣିଲେ ଏମିତି ସାଂଘାତିକ ଅଭିଯୋଗ, ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଥାନାରେ ଜଣେ ୬ ବର୍ଷର ଛାତ୍ର ପହଞ୍ଚି ଛନ୍ତି । ତେବେ କଣ ପାଇଁ ଏହି କୁନି ପିଲାଟି ଥାନାକୁ ଆସିଛି ତାର କାରଣ ଜାଣିବା ପାଇଁ ସମସ୍ତେ ବ୍ୟତ୍ର ।

ତେବେ ଶିଶୁଟି ଏକ ସାଂଘାତିକ ଅଭିଯୋଗ ନେଇ ଥାନାକୁ ଆସିଥିଲା ଯାହାର ଭିଡିଓ ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ଭିଡିଓରେ ଶିଶୁର ଅଭିଯୋଗ ପୋଲିସ ଶୁଣୁ ଥିବାର ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ଆନ୍ଧ୍ର ପ୍ରଦେଶ ଚିତୋର ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । ଯେତେବେଳେ ୬ ବର୍ଷର ଶିଶୁ କାର୍ତ୍ତିକ ଯିଏ ଆଦର୍ଶ ସ୍କୁଲରେ ୟୁ କେଜିରେ ପାଠ ପଢୁଛି ହଠାତ ଥାନାରେ ପହଞ୍ଚି ଥିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଶିଶୁଟି ଥାନା ଅଧିକାରୀ ଏମ ଭାସ୍କରଙ୍କ ସହ ସାକ୍ଷାତ କରିବା ସହ ନିଜ ଅଭିଯୋଗ ଶୁଣାଇ ଥିଲା । କୁନି ଶିଶୁ କାର୍ତ୍ତିକ କହିଥିଲା ଯେ, ଟ୍ରାକ୍ଟର ଯିବା ଆସିବା କରିବାରୁ ତାଙ୍କ ସ୍କୁଲ ପାଖ ରାସ୍ତା ଜ୍ୟାମ ହେଉଛି ଏମିତି କି ରାସ୍ତା ଖୋଳା ବି ହୋଇଛି ଯାହାଫଳରେ ଲୋକ ମାନଙ୍କୁ ଯିବା ଆସିବା କରିବାରେ ସମସ୍ୟା ହେଉଛି । ତେଣୁ ସେହି ସ୍ଥାନକୁ ଯିବା ସହ ଏହାର ସମାଧାନ କରିବାକୁ ଥାନା ଅଧିକାରୀଙ୍କୁ ନିବେଦନ କରିଥିଲା କୁନି ପୁଅ କାର୍ତ୍ତିକ ।

କୁନି ଛୁଆଟି ଥାନାକୁ ଯିବା ପରେ କାର୍ତ୍ତିକ ତାକୁ ନିଜ ପାଖରେ ବସାଇ ଥିଲେ ଓ ମିଠା ଖାଇବାକୁ ଦେଇଥିଲେ । ଏହା ସହ ଆଶ୍ଵାସନ ଦେଇଥିଲେ ଯେ, କାର୍ତ୍ତିକଙ୍କ ସମସ୍ୟାର ସମଧାନ କରାଯିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *