IND vs AUS ଟେଷ୍ଟ ସିରିଜ ପୂର୍ବରୁ Team India ପାଇଁ ଆସିଲା ଖରାପ ଖବର ! ହତାରୁ ଗଲା WTC ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଦୁନିଆରେ ସବୁବେଳେ କିଛି ନ କିଛି ନୂଆ ନୂଆ ତଥ୍ୟ ଆସିବାର ଲାଗି ରହିଥାଏ । ଯାହାକୁ ଜାଣିବାକୁ କ୍ରିକେଟପ୍ରେମୀ ମନୁ କିନ୍ତୁ ବହୁ ଉତ୍କଣ୍ଠାର ଚାହିଁ ରହିଥାନ୍ତି । ତେବେ କ୍ରିକେଟ ଦୁନିଆର ସେହିପରି କିଛି ଅପଡେଟ ନେଇ ଆସିଛୁ । ଚାଲନ୍ତୁ ସେହି ବିଷୟରେ ଆଲୋଚନା କରିବା । ତେବେ ଭାରତୀୟ ଦଳ ପାଇଁ ଆସିଛି ଏକ ଦୁଃଖ ଖବର ।

ତେବେ ଦୁଃଖ ଖବର ଏହା କି ଯେ ଆଗାମୀ ସମୟରେ ଭାରତ ସହ ଅଷ୍ଟ୍ରେଲିଆ ମଧ୍ୟରେ ମ୍ଯାଚ ହେବାକୁ ଯାଉଅଛି । ତେବେ ଏହି ମ୍ଯାଚରେ ଦଳ ଗଠନ ପାଇଁ ଜୋରଦାର ପ୍ରସ୍ତୁତି ଲାଗି ରହିଛି । ତେବେ ସେଥିରେ ଯଶପ୍ରୀତି ବୁମରାହ ସେଥିରେ ପୁଣି ଠାରେ ନିଜର କ୍ରିକେଟ କ୍ଯାରିଅର ବଢାଇବା ପାଇଁ ଯାଉଥିଲେ । ତେବେ କ୍ରିକେଟର ବୁମରାହଙ୍କର ଇଞ୍ଜୁରୀ ପାଇଁ କିଛି ମାସ ହେବ ସେ କ୍ରିକେଟ ଠାରୁ ଅଲଗା ରହିଛନ୍ତି ।

ତେବେ କହିବାକୁ ଗଲେ କ୍ରିକେଟର ଯଶପ୍ରୀତ ବୁମରାହ ୨୦୨୨ ସେପ୍ଟେମ୍ବର ମାସ ଠାରୁ କୌଣସି ମ୍ଯାଚ ମଧ୍ୟ ଖେଳୁ ନାହାନ୍ତି । ତେବେ ଆଗାମୀ ସମୟରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେବାକୁ ଥିବା ମ୍ଯାଚରେ ବୁମରାହ କ୍ରିକେଟକୁ ରିଟର୍ନ କରିବେ ବୋଲି ଖବର ମିଳିଥିଲା ।

ତେବେ ବର୍ତ୍ତମାନର ସୂଚନା ଅନୁଯାଇ ବୁମରାହ ସିଧା IPL ମ୍ଯାଚରେ ହିଁ କ୍ରିକେଟକୁ ଫେରିବାର ସମ୍ଭାବନା ଅଛି । ତାହା ପୂର୍ବରୁ ବୁମରାହ କ୍ରିକେଟରେ ଆସି କୌଣସି ମ୍ଯାଚ ଆଟେଣ୍ଡ କରିବେ ବୋଲି କୌଣସି ମଧ୍ୟ ସମ୍ଭାବନା ରହୁନାହିଁ । ତେବେ BCCI  ଅଧିକାରୀଙ୍କ କହିବା ଅନୁସାରେ ବୁମରାହଙ୍କର ଇଞ୍ଜୁରୀ ପାଇଁ ସେ ମ୍ଯାଚ ପାଇଁ ସଠିକ ଭାବରେ ଠିକ ହୋଇପାରିନାହାନ୍ତି ।

ତେବେ ମ୍ଯାଚର ସିଲେକ୍ସନରେ ତାଙ୍କର ଆସିବାର ମଧ୍ୟ ଚାନ୍ସ ବହୁତ କମ୍ ରହୁଛି । ତେବେ ବୁମରାହଙ୍କର ଇଞ୍ଜୁରୀ ପୁଣି ଥରେ କ୍ରିଟିକାଲ ମଧ୍ୟ ହୋଇପାରେ । ତେଣୁ ତାଙ୍କୁ କିଛି ସମୟ ପର୍ଯ୍ୟନ୍ତ ଏବେ ମ୍ଯାଚରେ ଖେଳିବାର ସୁଯୋଗ ମିଳିବାର ସମ୍ଭାବନା ରହୁନାହିଁ ।

ତେବେ ବହୁତ ଶୀଘ୍ର ସେ ନିଜକୁ ମ୍ଯାଚ ପାଇଁ ପ୍ରସ୍ତୁତ ରଖନ୍ତୁ । ତେବେ IPL ରେ ଯଶପ୍ରୀତି ବୁମରାହ ପୁଣି ଥରେ ମଇଦାନରେ ନଜର ଆସିବେ ବୋଲି ଚର୍ଚା ଉଠୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *