ଅଜବ ଦୁନିଆ ! ନିଜ 28 ବର୍ଷର ବୋହୂକୁ ବିବାହ କଲା 70 ବର୍ଷର ବୃଦ୍ଧ ଶ୍ଵଶୁର, ଲୋକେ କହିଲେ ଇଏ ତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୭୦ ବର୍ଷର ଶ୍ଵଶୁର ୨୮ ବର୍ଷର ବୋହୁ ସହିତ ବିବାହ ବନ୍ଧନରେ ଯୋଡି ହୋଇଗଲା । ହଁ ବନ୍ଧୁଗଣ ଏ କଥା ଜାଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି ! ତେବେ ଆଶ୍ଚର୍ଯ୍ୟ ଲାଗିବା କଥା ମଧ୍ୟ ବହୁତ ସ୍ଵାଭାବିକ । କାରଣ ଜଣେ ଏତେ ଶ୍ଵଶୁର ଓ ବୋହୁ ମଧ୍ୟରେ ବାପା ଓ ଝିଅ ଭଳି ପବିତ୍ର ସମ୍ପର୍କ ରହିଥାଏ । ତେବେ ଏପରି ଭାବରେ ୭୦ ବର୍ଷର ବୃଦ୍ଧ ଶ୍ଵଶୁର ସହିତ ମାତ୍ର ୨୮ ବର୍ଷର ବୋହୁ ବାହା ହୋଇବା କଥା ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ତେବେ ଚାଲନ୍ତୁ ଏପରି ଭାବେ ବିବାହ ହୋଇଥିବା ପଛର ପ୍ରକୃତ କାରଣ ମଧ୍ୟ ଜାଣିନେବା । ତେବେ ଗୋରଖପୁରର ବଡହଲଗଞ୍ଜ ନାମକ ସ୍ଥାନରେ କୈଳାସ ନାମରେ ୭୦ ବର୍ଷର ଏକ ବୃଦ୍ଧ ବ୍ୟକ୍ତି ରହୁଥିଲେ । ତେବେ ସେହି ବ୍ୟକ୍ତିର ୪ ଗୋଟି ପୁଅ ଥିଲେ । ତେବେ ୪ ପୁଅଙ୍କ ମଧ୍ୟରୁ ତୃତୀୟ ନମ୍ବରରେ ଥିବା ପୁଅ ଜଣଙ୍କ ବାହାଘରର କିଛି ବର୍ଷ ପରେ ପୁଅର ଦେହାନ୍ତ ଘଟିଥିଲା ।

ତେବେ ସେହି ସମୟରେ ତୃତୀୟ ପୁଅର ବୋହୁ ପୂଜା ନାମକ ମହିଳା ସ୍ଵାମୀଙ୍କ ଦେହାନ୍ତରେ ସଂପୂର୍ଣ୍ଣ ଏକେଲା ହୋଇଯାଇଥିଲେ । ତେବେ ପୂଜାକୁ ଅନ୍ୟ ଏକ ସ୍ଥାନରେ ବିଭା କରିଦିଆ ଯାଇଥିଲା । ତେବେ ସେଠାରେ ପୂଜାର କୌଣସି ଅସୁବିଧା ହେବା କାରଣରୁ ପୂଜାକୁ ସେହି ସ୍ଥାନ ଭଲ ଲାଗିଲା ନାହିଁ । ତେବେ ପୂଜା ସେଠାରୁ ପଳାଇ ଆସି ପୁରୁଣା ଶ୍ଵଶୁର ଘରେ ପୁଣି ଠାରେ ଆଶ୍ରୟ ନେଲା ।

ତେବେ ସେଠାରେ ତା’ ର ବାକି ଜୀବନ କାଟି ଦେବ ବୋଲି ବିଚାର କରି ସେଠାରେ ପଡି ରହିଲା । ତାପରେ ହଟାତ ଭାବରେ ଶ୍ଵଶୁର ଜଣଙ୍କ ବୋହୁ ପୂଜାକୁ ବାହାଘର ପାଇଁ ଅଫର ଦେଇଥିଲେ । ତେବେ ଶ୍ଵଶୁରଙ୍କ ମୁହଁରୁ ବିବାହ ପ୍ରସ୍ତାବ ଶୁଣି ବୋହୁ ପୂଜା ମଧ୍ୟ ରାଜି ହୋଯାଇଥିଲା । ତେବେ ବୋହୁର ନିଜ ଶ୍ଵଶୁର ସହିତ ବିଭା ହେବାରେ କୌଣସି ଅରାଜି ନଥିଲା ।

ତେଣୁ  ଉଭୟଙ୍କ ସହମତି କ୍ରମେ ମନ୍ଦିରରେ ଗ୍ରାମ ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ତେବେ ବୈଦିକ ରୀତିନୀତି ଅନୁସାରେ ୭୦ ବର୍ଷୀୟ ବୃଦ୍ଧ ଶ୍ଵଶୁରଙ୍କ ସହିତ ୨୮ ବର୍ଷର ବୋହୁ ପୂଜାର ବିବାହ ହୋଇଯାଇଥିଲା ।

ତେବେ ଏହି ଘଟଣା ସମ୍ପର୍କିତ ଫୋଟ ଓ ଭିଡିର ଖୁବ ମାତ୍ରାରେ ଭାଇରାଲ ହୋଇ ଚାଲିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରି ଦିଅନ୍ତୁ । ଏହା ସହିତ ଏହି ଘଟଣାଟି ଉପରେ ଆପଣଙ୍କର କଣ ମତ ରହିଛି କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *