IND VS BAN: ହାରିବା ପରେ ରାଗରେ ପାକିସ୍ତାନ ଓ ବାଂଲାଦେଶ, ଟୀମ ଇଣ୍ଡିଆ ଉପରେ ଲଗେଇଲେ ଆରୋପ, କହିଲେ ‘ଚିଟିଙ୍ଗ କରି ଜିଟିଛି ଭାରତ ନେହେଲେ ସେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଥରେ ଭାରତ ଉପରେ ଲାଗିଲା ଚିଟିଙ୍ଗ୍ ର ଦୋଷାରପ । ବାଙ୍ଗଲାଦେଶ ଓ ପାକିସ୍ତାନ ଦେଶର ଦିଗବିଜୟ ବଡ ବଡ ଖେଳାଳୀ ଓ ଫ୍ଯାନ ମାନେ ଭାରତୀୟ ଦଳର ଖେଳାଳୀଙ୍କ ଉପରେ ଚିଟିଙ୍ଗ କରିଥିବା ଆରୋପ ଲଗାଇଛନ୍ତି । ଭାରତ ଓ ବାଙ୍ଗଲାଦେଶ ଉଭୟ ଦେଶ ମଧ୍ୟରେ ଆମ୍ନା ସାମ୍ନୀ ଜବରଦସ୍ତ ଖେଳ ହେଉଥିଲା । ସେଥିରେ ଉଭୟ ଦଳର ଖେଳାଳୀ ମାନେ ନିଜ ନିଜର ୧୦୦ ପ୍ରତିଶତ ବେଷ୍ଟ ଦେଇ ଖେଳକୁ ଜାରୀ ରଖିଥିଲେ ।

ଦର୍ଶକଙ୍କ ସମ୍ମୁଖରେ କେହି କାହା ଠାରୁ ଖେଳରେ ପଛ ଘୁଞ୍ଚା ଦେଉନଥିଲେ । ସେଥିମଧ୍ୟରୁ ଭାରତୀୟ ଟିମ୍ ନିଶ୍ଵାସ ଅଟକାଇ ଦେବା ଭଳି ଖେଳ ପଦର୍ଶନ କରି ୫ ରନ୍ ରେ ଟିମ୍ ବାଂଲାଦେଶକୁ ହରାଇଥିଲା । ଉଭୟ ଟିମ୍ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳ ଚାଲିଥିବା ସମୟରେ ଭାରତୀୟ ଟିମ୍ ସର୍ବ ଶେଷରେ ଏପରି ଖେଳ ପଦର୍ଶନ କରିବେ ବୋଲି ଫ୍ଯାନ ମାନଙ୍କର ଆଶା କମିଯାଇଥିଲା ।

ମ୍ଯାଚ ଓଭର ହେବା ପୂର୍ବରୁ ଟିମ୍ ଇଣ୍ଡିଆ ତାହାର ଖେଳର ଜଲୱା ଦେଖାଇ ଦେଇ ଟିମ୍ ବାଙ୍ଗଲାଦେଶକୁ ପଛରେ ପକାଇ ଦେଇ ବିଜୟର ଶୀର୍ଷ ଛୁଇଁବାରେ ସକ୍ଷମ ହୋଇପାରିଲା । ଖେଳ ଆରମ୍ଭରୁ ବାଙ୍ଗଲାଦେଶ ବହୁତ ଭଲ ପଦର୍ଶନ କରିଥିଲା । ୭ ଓଭରରେ ୬୬ ରନ୍ ବନାଇ ଦେଇଥିଲେ ।

ତାପରେ ବର୍ଷା ଆସିଯିବା କାରଣରୁ  ୧୬ ଓଭରରେ ୧୯୧ ରନ୍ ବନାଇ ଦେଇଥିଲେ । ବାଙ୍ଗଲାଦେଶର ଖେଳାଳୀ ଲାଷ୍ଟ ଓଭର ପର୍ଯ୍ୟନ୍ତ ଭାରତୀୟ ଖେଳାଳୀଙ୍କୁ ନାକେଦମ୍ କରିଦେଇଥିଲେ । ତାପରେ ଭାରତୀୟ ଟିମ୍ ନିଜକୁ ସୁଦୃଢ ଭାବରେ ପ୍ରସ୍ତୁତ କରି ଖେଳରେ ନିଜର ଚମତ୍କାରୀ ପଦର୍ଶନ ଦେଖାଇଲେ । ଭାରତର ବାଙ୍ଗଲାଦେଶ ଠାରୁ ଏହି ଜିତିବାର ପରେ ପୁଣି ଥରେ ବିପକ୍ଷ ଦଳର ଫ୍ଯାନ  ଟ୍ଵୀଟରରେ  # ଚିଟିଙ୍ଗର ଆରୋପ ଭାରତ ଉପରେ ଲଗାଯାଇଛି ।

ଉଭୟ ଦେଶ ପାକିସ୍ତାନ ଓ ବାଙ୍ଗଲାଦେଶର ଫ୍ଯାନ ମାନେ ଭାରତୀୟ ଟିମ୍ ଉପରେ ଚିଟିଙ୍ଗ କରି ଖେଳ ଜିତିଥିବାର ଦୋଷାରପ କରିଛନ୍ତି । ପାକିସ୍ତାନ ଓ ବାଂଲାଦେଶର ଫ୍ଯାନ ମାନେ କ୍ରିକେଟ ଅମ୍ପେଆର ଭାରତୀୟ ଟିମ୍ ର ସପକ୍ଷ ନେଇଥିବାରୁ ଖେଳ ଭାରତୀୟ ଟିମ୍ ଜିତିଗଲା ବୋଲି ତାଙ୍କ ମାନଙ୍କ ଧାରଣ ରହୁଛି । ତାଙ୍କ କହିବା ଅନୁସାରେ ପଡିଆ ଓଦା ଥିବାରୁ ମ୍ଯାଚ ଆଉ ଥରେ ଆରମ୍ଭ କରିବାର ନଥିଲା ।

ଭାରତୀୟ ଟିମ୍ ର ବିପକ୍ଷ ଟିମ୍ ଙ୍କ କହିବା ଅନୁସାରେ ବର୍ଷା ପାଇଁ ୪୦ ମିନିଟ ପର୍ଯ୍ୟନ୍ତ ଖେଳକୁ ଅଟକା ଯାଇଥିଲା । ବର୍ଷା ପରେ ଯେତେବେଳେ ଖେଳ ହେଲା ସେତେବେଳେ ଭାରତୀୟ ଟିମ୍ ସଂପୂର୍ଣ୍ଣ ଭାବରେ ଅଲଗା ପ୍ରକାର ଖେଳି ଖେଳକୁ ଅନ୍ୟ ଏକ ମୋଡକୁ ନେଇଗଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *