‘ଟାଟା ବି କେୟାରଫୁଲ’ ଲାଇନ କାଟିଲେ ତୁମ ଗାଲକୁ ସେକିବୁ, ନହେଲେ…’ ବିଦ୍ୟୁତ କାଟକୁ ନେଇ ଟାଟା ଉପରେ ବର୍ଷିଲେ Sura Routray, ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ କଡା ବୟାନ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଓଡିଶାରେ ସୁର ଭାଇଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ଓଡିଶାରେ ଘଟୁଥିବା ସମସ୍ତ ଘଟଣାକୁ ନେଇ ସୁର ଭାଇ ନିଜର ପ୍ରତିକ୍ରିୟା ଦିଅନ୍ତୁ ଆଉ ତାଙ୍କ ପ୍ରତିକ୍ରିୟା ସବୁ ଠାରୁ ଲଗା ଥାଏ ।

ତେବେ ଗତ କିଛି ସମୟ ହେବ ସୁର ଭାଇ ଭାରତର ଜଣାଶୁଣା କମ୍ପାନୀର ମାଲିକ  TATAଙ୍କ ବିଷୟରେ କିଛି ବିଶେଷ କଥା କହିଛନ୍ତି ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ଓ ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ କହିଛନ୍ତି-‘TATA ଆମେ ଆପଣଙ୍କୁ ଜଣାଇ ଦେଉଛୁ । TATAର କର୍ମଚାରୀ ମାନେ ବି କେୟାରଫୁଲ । ହରିଜନ ପଡା, ଆଦିବାସୀ ପଡା, ବଡ ବଡ ଗାଁ ଏହି ସମୟରେ ତମେ କାଟିବ । ଖରାରେ ଛଟପଟ ହେଉଛନ୍ତି ଲୋକ । ଇଆଡେ ମହାନଦୀରେ ପାଣି ନାହିଁ କାଠ ଯୋଡିରେ ନାହିଁ ।

ଦୟାରେ ନାହିଁ ଭାଗର୍ବୀରେ ନାହିଁ ହା ହା କାର ପାଣି ପାଇଁ । ଇଆଡେ ଇଲେକ୍ଟ୍ରି କାଟିବ ଶେଷକୁ ଏଭଳିଆ ସେକିବୁ TATA ଭାଇ ମାନେ ଯେଉଁ ମାନେ କର୍ମଚାରୀ ଯଦି କେଉଁ ଗାଁରେ ଲାଇନ କାଟିବ ତମ ଗାଲକୁ ସେକାଯିବ । ସେତେବେଳେ ତମ ନବୀନ ବାବୁ ଆସିବେ ନାହିଁ କି କେହି ବି ଆସିବେ ନାହିଁ ପିଠିରେ ପଡିବା ପାଇଁ । ଆମେ ତ ମରିଯିବୁ ଇଆଡେ ପାଣିରେ ଇଆଡେ ଇଲେକ୍ଟ୍ରିରେ ତମକୁ କାହିଁକି ଛାଡ଼ିବୁ ।

ତେଣୁ ବି କେୟାରଫୁଲ ଏ ସମୟରେ ଜମା ଗରିବ ଲୋକଙ୍କୁ ହଇରାଣ କରନି ଆଦିବାସୀ ହରିଜନ ଗରିବ ଲୋକଙ୍କୁ ହଇରାଣ କରନି । କେବଳ ଏ କର୍ମଚାରୀ ବଡ ଧନୀ ଲୋକ ACରେ ରହିବେ ଆମ ଗରିବ ଲୋକ ମରିବେ । କଟାକଟି ଯଦି କର TATA ବି କେୟାରଫୁଲ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *