ଦିନରେ ଡାକ୍ତର, ରାତିର ରାବଣ…ଏହି ଡାକ୍ତରଙ୍କ କାରନାମା ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବଲାଙ୍ଗୀରର ଜଗନ୍ନାଥ ପଡ଼ାରେ ହେଉଥିବା ରାମଲୀଳାରେ ରାବଣ ଚରିତ୍ରରେ ଅଭିନୟ କରୁଥିବା ରାବଣ ହେଉଛନ୍ତି ବଲାଙ୍ଗୀର ମେଡିକାଲର ପ୍ରସୂତି ବିଭାଗର ଡାକ୍ତର  ରୁଦ୍ର ପଟେଲ । ରାତିରେ ବିକଟାଳ ହସ ହସୁଥିବା ରାବଣ ଯେ ଜଣେ ଜଣାଶୁଣା ଡାକ୍ତର ତାହା କେହି ବିଶ୍ବାସ କରିପାରିବେନି । ତେବେ ଗୋଟେ ସାକ୍ଷାତ୍କାରରେ ରୁଦ୍ର ପଟେଲ କହିଛନ୍ତି-‘ରାତିରେ ଯେଉଁ କ୍ୟାରେକ୍ଟରରେ ମୁଁ ଆସୁଛି ରାବଣ କ୍ୟାରେକ୍ଟର ସେଇଟା ରାମଳୀଳା ପାଇଁ ଉସର୍ଗୀକୃତ ।

ଆଉ ଦିନ ବେଳେ ମୁଁ ରୋଗୀ ସେବା ପାଇଁ ଉସର୍ଗୀକୃତ । ସେଇଟା ସେ ମଞ୍ଚ ପାଇଁ ଉପଯୁକ୍ତ ମୁଁ ଯଦି ସେଇଟା ନ କରିବି ତା ହେଲେ ଆମେ ରାମନୀଳା କରିପାରିବା ନାହିଁ ମୋତେ ସେ ଦାୟିତ୍ଵ ଦିଆଯାଇଛି । ମୋତେ ତାକୁ ବି ନିଖୁଣ ହିସାବରେ ଚେଷ୍ଟା କରି ବାହାର କରିବାର ଅଛି ଆଉ ଦିନ ବେଳେ ରୋଗୀ ମାନଙ୍କର ଦୁଃଖ ସୁଖରେ ଭାଗୀଦାର ହେବାର ଅଛି ।

ମୋତେ ଏଥିପାଇଁ ପରିଶ୍ରମ କରିବାକୁ ପଡୁଛି ଗୁରୁ ଆଉ ତାଙ୍କ ସହଯୋଗୀ ମାନେ ନିର୍ଦ୍ଦେଶ ଦେଇଛନ୍ତି ନିଜର ମନ ଭିତରେ ସେହି ଭାବନା ଆଣିବା ପାଇଁ ବିଭିନ୍ନ ଉପାୟ ବତାଉ ଛନ୍ତି । ସେଇଟା ମୁଁ ରୋଗୀ ଦେଖିବା ବେଳେ ଓ ମୋ ଦୈନଦିନ ଜୀବନରେ ସେଲ୍ଫ ରିଏଲସେଲ କରେ । ସେ ଭାବନାକୁ ମୁଁ ସବୁବେଳେ ରଖିକି କାମ କରେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *