Tara Prasad କହିଲେ ‘ମୁଁ ଏଠି ବାଘ ଭଳି ବୁଲୁଛି ବିଜେଡି ଯାଇ କଣ ଜନ୍ତାରେ ରହିବି, ଶେର ଭୁକା ମରେଗା ଲେକିନ ଘାସ ନେହି ଖାଏଗା, ଯଦି ସେମାନେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଏଠାରେ ରୋୟାଲ ଟାଇଗର ଭଳି ବୁଲୁଛି । ସେଠାକୁ ଯାଇ ଜନ୍ତାରେ କାଇଁ ରହିବି । ତେବେ ଏପରି କିଛି ରୋମାଞ୍ଚକଭରା ମନ୍ତବ୍ୟ ମନ୍ତବ୍ୟ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ବିଧାୟକ ତାରା ପ୍ରସାଦଙ୍କ କହିବା ଅନୁଯାଇ ମୋର କଙ୍ଗ୍ରେଶରେ ହିଁ ଜନ୍ମ ମୋର କଙ୍ଗ୍ରେଶ ହିଁରେ ମରଣ । ତେବେ ମୁଁ କଙ୍ଗ୍ରେଶ ଦଳକୁ ଭଲ ପାଇଥାଏ । ମୁଁ କଙ୍ଗ୍ରେଶ ଦଳକୁ ଛାଡି ଅନ୍ୟ କୌଣସି ଦଳକୁ ଯିବାକୁ ଚାହେଁ ନାହିଁ ।

ଯଦି ଦଳ ପରିବର୍ତ୍ତନ କରି ଅନ୍ୟ ଦଳକୁ ଯିବାର ହୋଇଥାନ୍ତା । କେବେ ଠାରୁ ଦଳ ପରିବର୍ତ୍ତନ କରିଦେଇଥାନ୍ତି । ତେବେ ମୋତେ ମଧ୍ୟ ବିଜେଡି ଦଳରୁ କେତେ ଅଫର ଆସିଛି । ହେଲେ ମୁଁ ଯାଉନାହିଁ । କାରଣ ମୁଁ ଜାଣିଛି ମୋର କଙ୍ଗ୍ରେଶ ଦଳ ପରିବର୍ତ୍ତନ ହିଁ କରିବାର ନାହିଁ । ତେବେ ନିଜର ମତ ଦେବା ସମୟରେ ଏଭଳି କିଛି ଶୁଣିବାକୁ ତରା ପ୍ରସାଦଙ୍କ ମୁହଁରୁ ମିଳିଥିଲା ।

ସେ କହିଥିଲେ ଆପଣ ମାନେ ସମସ୍ତେ ଦେଖିବେ ମୋର ଜୀବନର ଶେଷ ପର୍ଯ୍ୟନ୍ତ କଙ୍ଗ୍ରେଶ ଦଳ ସହିତ ରହି ରହି କାଟି ଦେବି । ତେବେ କଙ୍ଗ୍ରେଶରେ ମୁଁ ରୋୟାଲ ବାଘ ହୋଇ ବୁଲୁଛି । କଙ୍ଗ୍ରେଶ ଦଳରୁ ବିଜେଡି ଦଳକୁ ଯାଇ କଣ ଜନ୍ତାରେ ପଶି ରହିବି । ବାଘ ଭୁକା ମେଂ ରହେଜଙ୍ଗା କିନ୍ତୁ ଘାସ ନହିଁ ଖାଏଙ୍ଗା  ତେବେ ଦରକାର ପଡିଲେ ରାଜନୀତି ଛାଡି ଘରେ ବସିଜିବି । ହେଲେ ଦଳ ପରିବର୍ତ୍ତନ କରିବାର ପ୍ରଶ୍ନ ଉଠୁନି ।

ତେବେ ଏପରି କିଛି ରୋମାଞ୍ଚକ ତଥ୍ୟ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ଏହି କଥା ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ବିଧାୟକ ତାରା ପ୍ରସାଦ ଏପରି କିଛି ମଧ୍ୟ କହିଛନ୍ତି । କୋରାପୁଟ ଅଞ୍ଚଳର ଉନ୍ନତି ନିମନ୍ତେ ମୁଁ କାର୍ଯ୍ୟ କରିଆସିଛି ।

ଆଗକୁ ମଧ୍ୟ କାର୍ଯ୍ୟ କରି ଚାଲୁଥିବି । ଏତେ ବିଧାୟକ ଆସୁଛନ୍ତି ଓ ଯାଉଛନ୍ତି କିନ୍ତୁ କେଉଁମାନେ ତ କୋରାପୁଟ ଏରିଆର ଭଲ ମନ୍ଦ କଥା ପଚାରି ବୁଝୁ ନାହାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *