ହେ ଭଗବାନ ! ଇଏ କଣ ହେଲା ? ମାଆଙ୍କୁ ଭୟରେ ଜାବୁଡି ଧରି କାନ୍ଦୁଛି ପୁଅ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାଇକ କିମ୍ବା ସ୍କୁଟିରେ ପିଲାଙ୍କୁ ଧରି ଯାଉଥିଲେ ସାବଧାନ ! ମାଡି ଆସୁଛି ଗାଡି ଘଟିପାରେ କିଛି ବିପତ୍ତି । ହଁ ବନ୍ଧୁଗଣ ଏପରି କିଛି ଖବର ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ଯେଉଁଠିକି ପରିବାର ଲୋକେ ଗାଡି ଧରି ଯାଉଥିବା ସମୟରେ ହଟାତ ଦୁର୍ଘଟଣାର ସାମ୍ନା କରିବାକୁ ପଡିଲା । ତେବେ ଏପରି ଘଟଣାରେ ଆହତ ହେବା ପରେ ପରିବାର ଲୋକ ବହୁ ମାତ୍ରାରେ ଭୟଭୀତ ହୋଇଯାଇଛନ୍ତି ।

ତେବେ ସୂଚନା ମୁତାବକ ସେପରି କିଛି କ୍ଷତିଗ୍ରସ୍ତ ଯଦିଓ ହୋଇନାହାନ୍ତି । ହେଲେ ବିପଦକୁ ସାମ୍ନା ସାମ୍ନି ଦେଖି ପାଖରେ ଥିବା ଛୋଟ ପିଲାଟି ବହୁତ ମାତ୍ରାରେ ଡରିଯାଇ ମା’ ଙ୍କୁ ଜାବୁଡି ଧରିଛି । ହଟାତ ଏକ ଟ୍ରକ ଆସି ଗାଡିକୁ ଧକା ମାରିଲା । ତେବେ ଜଣେ ଗାଡି ଚାଳକ ମଦ-ୟ- ପାନ କରି ଟ୍ରକ ଚଳାଇ ଯାଉଥିଲେ । ତେବେ ଗାଡିର ଭରସାମ୍ୟ ହରାଇ ଏକ କାର ଦେହରେ ମାଡ କରିଦେଲେ । ଟ୍ରକ ଚକା ତଳେ ମଧ୍ୟ ସ୍କୁଟି ଓ ବାଇକ ମଧ୍ୟ ଚାପି ହୋଇ ହୋଇ ରହିଗଲା ।

ତେବେ ଏପରି ଦୁର୍ଘଟଣା ଭୁବନେଶ୍ବର ସୈନିକ ସ୍କୁଲ ସାମ୍ନାରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ ମାଦ୍ୟପାନ କରି ଗାଡି ଚଳଉଥିବା ଡ୍ରାଇଭରଟି ବିନା ଲାଇସେନ୍ସରେ ଗାଡି ଚଳାଉଥିଲେ । ତେବେ ଟ୍ରକ ଡ୍ରାଇଭର ଜଣଙ୍କ ନିଶାଶକ୍ତ ଅବସ୍ଥାରେ ବାଇକ, ସ୍କୁଟି ଉପରେ ଚଢିଯିବା ସହ କାର ସହିତ ମାଡ ମଧ୍ୟ କରିଦେଲା । ତେବେ ବିନା ଲାଇସେନ୍ସରେ ଡ୍ରାଇଭର ଜଣଙ୍କ କିପରି ଗାଡି ଚଳାଇବାର ଅନୁମତି ପାଇଛନ୍ତି ଏହାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ?

ତେବେ କେବଳ ଏହି ଡ୍ରାଇଭର କାହିଁକି ଏଭଳି ଅନେକ ଡ୍ରାଇଭର ଜଣଙ୍କ ଯେଉଁ ମାନେ କି ବିନା ଲାଇସେନ୍ସରେ ଗାଡି ଚଳାଇବା ସହ ମଦ-ୟ- ପାନ ମଧ୍ୟ କରୁଛନ୍ତି । ଏହା ସହିତ ଦାୟିତ୍ଵହୀନ ଭାବରେ ମଧ୍ୟ ଗାଡି ଚଳଉଛନ୍ତି । ତେବେ ଏପରି ଭାବରେ ଦାୟିତ୍ଵହୀନ ହୋଇ ଗାଡି ଚଳାଇବା ଦ୍ଵାରା କେବଳ ଡ୍ରାଇଭର ଜୀବନ ପ୍ରତି ବିପଦ କାହିଁକି ?

ରାସ୍ତାରେ ସମସ୍ତ ଗାଡି ଚାଳକ ଓ ଗାଡିରେ ବସି ଯାତ୍ରା କରୁଥିବା ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି । ତେବେ ଏଭଳି ମଦ-ୟ- ପ ଗାଡି ଚାଳକ ମାନଙ୍କ ପ୍ରତି ନିହାତି ଭାବରେ କାର୍ଜ୍ଯାନୁଷ୍ଠାନ ନେବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ  ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, ଶେୟାର କରିବା ସହିତ ନିଜର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *