Pintu ଙ୍କ ପରେ ସାତ୍ୟକି ମିଶ୍ର ! ପୁଣି ଜଣେ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଏହି ଭୟଙ୍କର ରୋଗରେ ଅଛନ୍ତି ପୀଡିତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତେବେ ଗତ କିଛି ମାସ ଧରି ପିନ୍ଟୁ ସ୍ଵାସ୍ଥ ଅବସ୍ଥା ଭଲ ନାହିଁ ବୋଲି ସବୁଆଡେ ଚର୍ଚା ଉଠିଥିଲା । ତେବେ ଏହାରି ଭିତରେ ନିକଟ ଅତୀତରେ ଅଭିନେତା ପିନ୍ଟୁଙ୍କ ସ୍ଵାସ୍ଥ ଅବସ୍ଥା ବହୁ ଗୁରୁତର ହୋଇଯାଇଛି ବୋଲି ମଧ୍ୟ ଖବର ଆସିଥିଲା । ତେବେ ଏହାରି ଭିତରେ ଆଉ ଏକ ଦୁଃଖ ଖବର ଶୁଣିବାକୁ ମିଳିଛି । ଯେଉଁଠାରେ କି ଜଣେ ଓଡିଆ କଳାକାର ସାତ୍ୟକି ମିଶ୍ରଙ୍କ ସ୍ଵାସ୍ଥ ଅବସ୍ଥା ଜମାରୁ ମଧ୍ୟ ଭଲ ନାହିଁ ।

ତେବେ ଅଭିନେତା ସାତ୍ୟକି ମିଶ୍ରଙ୍କର ସ୍ଵାସ୍ଥ ଅବସ୍ଥା ଖରାପ ଥିବା ହେତୁ କିଛି ମାସ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଦୀର୍ଘ ୪ ବର୍ଷ ଧରି ସାତ୍ୟକିଙ୍କ ସ୍ଵାସ୍ଥ ଅବସ୍ଥା ଭଲ ନଥିଲା । ତେବେ ସେପଟେ ଓଡିଆ କଳାକାର ପିନ୍ଟୁ ଲିଭର ଶିରୋଷିଶରେ ପୀଡିତ ଥିବା ଅବସ୍ଥାରେ ଏପଟେ ସାତ୍ୟକିଙ୍କ କ୍ୟାନ୍ସର ହୋଇଛି ବୋଲି ଖବର ମିଳିଛି । ତେବେ ସୂଚନା ମୁତାବକ ସାତ୍ୟକି ମିଶ୍ରଙ୍କର କ୍ୟାନ୍ସର ହୋଇଛି ବୋଲି ଖବର ମିଳିଥିଲା ।

ତେବେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଅଭିନେତା ସାତ୍ୟକି ମିଶ୍ରଙ୍କର ନିକଟ ଅତୀତରେ ଅପରେସନ ସରିଛି । ତେବେ ସତ୍ୟକି ମିଶ୍ର ବହୁ ଓଡିଆ ଫିଲ୍ମ ତଥା ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ସେ ନିଜର ଅଭିନୟ ପାଇଁ ବହୁ ଲୋକଙ୍କ ଘରେ ଘରେ ମଧ୍ୟ ସାତ୍ୟକି ମିଶ୍ର ପରିଚିତ ଅଛନ୍ତି । ତେବେ ତାଙ୍କର ସ୍ଵାସ୍ଥ ଅବସ୍ଥା ଖରାପ ଥିବା ନେଇ ସେପରି କିଛି ସୂଚନା ଯଦିଓ ମିଳିନଥିଲା ।

ତେବେ ବର୍ତ୍ତମାନ ସମୟରେ ଯେତେବେଳେ ସାତ୍ୟକିଙ୍କର ସ୍ଵାସ୍ଥ ଖରାପ ବିଷୟରେ ଜାଣିବାକୁ ମିଳୁଛି । ତେବେ ଏହା କଳା ଜଗତ ପାଇଁ ଏକ ଦୁଃଖନୀୟ ଖବର ରହୁଛି । ତେବେ ଅଭିନେତା ସାତ୍ୟକି ମିଶ୍ରଙ୍କର ସ୍ଵାସ୍ଥ ଅବସ୍ଥାରେ ବହୁତ ଶୀଘ୍ର ଉନ୍ନତି ଆସୁ ବୋଲି ଆମର କାମନା ରହୁଛି । ଏହା ସହିତ ଅଭିନେତା ସାତ୍ୟକିଙ୍କର ଦେହ ସଂପୂର୍ଣ୍ଣ ଭଲ ହୋଇଯାଉ । ତେବେ ଅଭିନେତା ସାତ୍ୟକି ମିଶ୍ର ପୁଣି ଥରେ କ୍ୟାମେରାକୁ ଆସି ନିଜର ଅଭିନୟ ଦ୍ଵାରା ସମସ୍ତ ଦର୍ଶକଙ୍କ ମନୋରଞ୍ଜନ କରନ୍ତୁ ।

ତେବେ ସାତ୍ୟକି ମିଶ୍ରଙ୍କ ସ୍ଵାସ୍ଥର ଉନ୍ନତି ପାଇଁ ଆମର ମଧ୍ୟ ଠାକୁରଙ୍କ ପାଖରେ କାମନା ରହୁଛି ।  ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *