ଶେଷରେ Tapaswini ଙ୍କ ଡାକ ଶୁଣିଲେ ଭଗବାନ ! କୋର୍ଟ ଦେଲେ ଏମିତି ରାୟ, ଶୁଣନ୍ତୁ ଖୁସିରେ କାନ୍ଦି କାନ୍ଦି କଣ କହୁଛନ୍ତି ତପସ୍ଵିନୀ, ଦେଖନ୍ତୁ Video

ତପସ୍ଵିନୀ ଓ ସୁମିତଙ୍କ ମାମଲା ବହୁ ଦିନ ହେବ ମିଡିଆ ଓ କୋର୍ଟରେ ଚାଲି ଥିଲା । ତପସ୍ଵିନୀ ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ସୁମିତଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ । ଏହା ପରେ କିଛି ଲୋକମାନେ ତପସ୍ଵିନୀଙ୍କ ସପୋର୍ଟରେ ଆସି ସୁମିତଙ୍କ ଗେଟ ଭାଙ୍ଗି ତପସ୍ଵିନୀଙ୍କୁ ସୁମିତଙ୍କ ବାରଣ୍ଡାରେ ବସିବା ପାଇଁ ଜାଗା ଦେଇ ଥିଲେ । ସବୁଦିନ ଏହି ମାମଲାରେ ନୂଆ ନୂଆ ଅପଡେଟ ବି ସାମ୍ନାକୁ ଆସୁ ଥିଲା । କିନ୍ତୁ ଆଜି ଏହି ମାମଲାରେ ସମଧାନ ଆସି ଯାଇଛି ।

କୋର୍ଟ ଆଜି ଏହି ମାମଲାରେ ଏକ ମହତ୍ଵପୂର୍ଣ ନିଷ୍ପତି ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର କୋର୍ଟ ନିଜର ରାୟରେ କହିଛନ୍ତି କି ତପସ୍ଵିନୀ ନିଜ ସ୍ଵାମୀ ସୁମିତଙ୍କ ସହ ଶଶୁର ଘରେ ରହିବେ । ଯାହା ବିଷୟରେ ତପସ୍ଵିନୀଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି । ତପସ୍ଵିନୀଙ୍କ ଠାରୁ ଯେତେବେଳେ ଏହା ବିଷୟରେ ରାୟ ନିଆଗଲା ତେବେ ସେ କହିଲେ କି ଆଜି ଧର୍ମ ଓ ସତ୍ୟର ଜୟ ହୋଇଛି । ଜଜ ଭଗବାନ ରୂପରେ ଆସି ମୋର ସାହାର୍ଯ୍ୟ କରିଛନ୍ତି ।

ଭଗବାନ ମୋର ଡାକ ଶୁଣିଛନ୍ତି । ଆପଣ ମୋତେ ନ୍ୟାୟ ଦେଇଛନ୍ତି । ମୁଁ ଆପଣଙ୍କୁ ଧନ୍ୟବାଦ କହୁଛି । ଆପଣଙ୍କ ପାଇଁ ମୁଁ ମୋ ସ୍ଵାମୀଙ୍କୁ ଫେରି ପାଇଛି । ମୁଁ ମୋ ଶାଶୁ ଘରେ ସମସ୍ତଙ୍କର ମନ କିଣି ରଖିବି । ମୋତେ ଯାହା ବି କହିଲେ ମୁଁ କିଛି ବି କହିବି ନାହିଁ । ଯେତେବେଳେ ତାଙ୍କୁ ସୁମିତଙ୍କୁ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ସୁମିତ କେଉଁଠି ଅଛନ୍ତି ମୁଁ ଜାଣି ନାହିଁ ।

ମୁଁ ଶାଶୁ ଶଶୁରଙ୍କୁ ଅନୁରୋଧ କରୁଛି କି ଆପଣ ମୋର ସୁମିତଙ୍କୁ ନେଇ ଆସନ୍ତୁ । ଆମ ଦୁଇ ଜଣଙ୍କୁ ମିଶାଇ ଦିଅନ୍ତୁ । ଆପଣମାନେ ଚାହିଁଲେ ଆମର ଉଜୁଡି ଯାଇ ଥିବା ସଂସାର ପୁଣି ଥରେ ଗଢି ଉଠିବ । କହିଦେଉଛୁ କି ଏହି ବିଜୟ କେବଳ ତାଙ୍କର ନୁହେଁ ପୁରା ନାରୀ ଜାତିର ।

କହିଦେଉଛୁ କି ଉଭୟ ପକ୍ଷ ଭିନ୍ନ ଭିନ୍ନ ପ୍ରକାରର ପିଟିସନ ନେଇ ଜଜ ପାଖକୁ ଯାଇ ଥିଲେ ଓ ସେଠୁ ଯେଉଁ ରାୟ ସାମ୍ନାକୁ ଆସିଛି ତାହା ସିଧାସଳଖ ତପସ୍ଵିନୀଙ୍କ ସପୋର୍ଟରେ ଆସିଛି । କହିବାକୁ ଗଲେ ଏହି ଜଜ ରାୟ ଆସିବା ପରେ ଆଜି ଠାରୁ ତପସ୍ଵିନୀଙ୍କ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *