ନିଜ Teacher ଙ୍କ ସବୁ ରାଜ ଖୋଲିଦେଲେ Biju Patnaik କଲେଜ ଛାତ୍ରୀ, କହିଲେ ‘ତାଙ୍କ ପାଇଁ ଆଉ ଗୋଟେ ଝିଅ ଆଜି ଜୀବନ ଦେବାକୁ ବାହାରିଛି’ ଦେଖନ୍ତୁ Video

ଆଜି ସକାଳୁ ସକାଳୁ ବିଜୁ ପଟ୍ଟନାୟକ କଲେଜ କାମ୍ପସରେ ଛାତ୍ରଛାତ୍ରୀମାନଙ୍କର ହଙ୍ଗମା ଦେଖିବାକୁ ମିଳିଛି  । ଛାତ୍ରୀମାନେଙ୍କର ଅଭିଯୋଗ ଅଟେ କି କଲେଜର ସାର ସେମାନଙ୍କୁ ଖରାପ ବ୍ୟବହାର କରିଛନ୍ତି । ଜଣେ ଛାତ୍ରୀ ଅଭିଯୋଗ କରିଲେ କି ସାର ଆମେ ସବୁ ବୁଝୁଛୁ ଆମର ବି ସାର ପରିବାର ଅଛି ଆମେ ବି ସାର ମାନଙ୍କୁ ସମ୍ମାନ କରୁ ସେଥିପାଇଁ ଆଜି ୧୫ ୨୦ ଦିନ ହବ ଏଠି ଛିଡା ହୋଇଛି । କଲେଜର ସାର ଯେଉଁ ଝିଅର ବଡିକୁ ଟଚ କରିଛନ୍ତି ସେହି ଝିଅ ସୁସାଇଡ କରିବାକୁ ବାହାରିଛି ।

କିନ୍ତୁ ଏହି ସବୁ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ଗୋଟିଏ ଅଭିଯୋଗ କି ଶୁଭେନ୍ଦୁ ସାର ଓ ନବୀନ ସାର ଯିଏକି ତାଙ୍କର ଜଣେ ବନ୍ଧୁଙ୍କୁ ଖରାପ ବ୍ୟବହାର କରିଛି ତାକୁ ସମସ୍ତଙ୍କ ସମ୍ମୁଖରେ ଡାକିବା ପାଇଁ କହିଲେ । କିନ୍ତୁ ପୋଲିସ କହିଲେ କି ସେ ଭୁଲ କରିଛନ୍ତି ଓ ସେ ଭୁଲ ମାଗି ଦେବେ । କିନ୍ତୁ ଆମେ କାହାକୁ ବି ସମସ୍ତଙ୍କ ସମ୍ମୁଖରେ ଡାକି ପାରିବୁ ନାହିଁ ।

ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଲେ କି ବିଜୁ ପଟ୍ଟନାୟକ କଲେଜରେ ଛାତ୍ରଛାତ୍ରୀମାନେ ଆଜି ଆନ୍ଦୋଳନ କରୁଛନ୍ତି । ସେମାନଙ୍କର ୩ ଟି ଦାବି ଅଛି । ଗୋଟିଏ ହେଉଛି ୟୁରିନାଲ କରିବା ପାଇଁ, ଦ୍ଵିତୀୟଟି ହେଉଛି ପାର୍କିଙ୍ଗ ପାଇଁ, ତୃତୀୟ ହେଉଛି କଲେଜର କେତେକ ସାର ଅଛନ୍ତି ଯେଉଁମାନଙ୍କ ବ୍ୟବହାର ତାଙ୍କୁ ଭଲ ଲାଗୁ ନାହିଁ । ଦୁର୍ବ୍ୟବହାର କରୁଛନ୍ତି ସାରମାନେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ପାଇଁ ।

ଆମେ ପୋଲିସ ହିସାବରେ ଆମେ ତାଙ୍କୁ ଅନୁରୋଧ କରିଲୁ କି ଯଦି ସେମାନଙ୍କର କୌଣସି ଅଭିଯୋଗ ଅଛି ସେମାନେ ଆମକୁ ଲିଖିତ ଭାବରେ ଦେଲେ ଆମେ ତାର ଯାଞ୍ଚ କରିବୁ । ଆମେ ଚାହୁଁଛୁ କି ଛାତ୍ରଛାତ୍ରୀ ଓ ପ୍ରିନ୍ସପାଲ ବସି ଏହାକୁ ସମଧାନ କରିବାକୁ । ଏହି ସବୁ ଜିନିଷର ଯାଞ୍ଚ କରି ଯାହା ବି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ଦରକାର ଆମେ କରିବୁ ।

କହିଦେଉଛୁ କି ଏହି ଆନ୍ଦୋଳନରେ କିଛି ଛାତ୍ରଛାତ୍ରୀମାନେ ରାସ୍ତା ଉପରେ ଯାଇ ବସି ଆନ୍ଦୋଳନ କରିଥିଲେ । କିନ୍ତୁ ପୋଲିସ ଶେଷରେ ତାଙ୍କୁ ବୁଝାଇବା ପରେ ସେମାନେ ରାସ୍ତା ଛାଡି ଦେଇ ଥିଲେ । ପୋଲିସ ଆଗକୁ କହିଲେ କି ଉତ୍ତେଜନା ବୋଲି କିଛି ନାହିଁ ପିଲାମାନେ ତାଙ୍କର ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି । ତାଙ୍କର ଯାହା ବି ଦାବି ଅଛି ଆମେ କଲେଜ କମିଟିକୁ ଜଣାଇ ଦେଇଛୁ ଓ ସେମାନେ ଆଶ୍ଵାସନା ଦେଇଛନ୍ତି କି ଯାହା ବି ଦାବି ଅଛି ତାହା ଜଲ୍ଦି ସବୁ ପୂର୍ଣ ହେବ ।

Leave a Reply

Your email address will not be published. Required fields are marked *