ତପସ୍ବିନୀଙ୍କ ପାଇଁ ଖୁସି ଖବର ଆଣିବ ବନ୍ଦ ଲଫାପା ! ଦେଖନ୍ତୁ ଏମିତି କଣ ଅଛି ଏହି ବନ୍ଦ ଲଫାପାରେ ?

ନମସ୍କାର ବନ୍ଧୁଗଣ ତେବେ ବନ୍ଦ ଲଫାପା ଦେବ ଖୁସି ଖବର ତପସ୍ବିନୀ ଓ ସୁମିତ ଫୁଣି ଏକାଠି ହେବେ ଏବଂ ଗଢିବେ ନିଜର ସୁଖର ସଂସାର । ତେବେ ଦୁହେଁ ହସିବେ ଏବଂ ଲେଖିବେ ନୂଆ କାହାଣୀ । ଇତିହାସ ବନିବ ଦୁହିଙ୍କ ମନ ମାଳିନ୍ୟ । ସବୁଜ ସଙ୍କେତ ଦେଲେ ଉଭୟ ପକ୍ଷ । ତେବେ ବ୍ରହ୍ମପୁର ସବୁ ଚର୍ଚ୍ଚିତ ଦମ୍ପତି ସୁମିତ ତପସ୍ଵିନୀ ବିବାଦ ମାମଲା । ତେବେ ସୂଚନା ଅନୁଯାୟୀ ଆଜି ପୁଣି ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ଉଭୟ ।

ଅପରାହ୍ନ ୪ ଟାରେ ହାଜର ହେବେ । ଦ୍ଵିତୀୟ ଥର ପାଇଁ ତାଙ୍କୁ କାଉଁସିଲିଂ କରାଯିବ । ଏହା ପୂର୍ବରୁ ଗତ ୯ ତାରିଖରେ ମଧ୍ୟ ଦୁଇ ଜଣ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ । ତେବେ କଟକ ହାଇ କୋର୍ଟ ମଧ୍ୟସ୍ଥତା କେନ୍ଦ୍ର ରେ ବ୍ରହ୍ମପୁର ର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ଵିନୀ ଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି ମେଡିଏସନ୍ ରେ ଆଲୋଚନା ସକରାର୍ତ୍ମକ ଥିବା କଥା ତପସ୍ଵିନୀ ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି ଡାକ୍ତର ସୁମିତ କହିଛନ୍ତି ସେ ଅଦାଲତ ର ନିର୍ଦେଶ କୁ ସମ୍ମାନ ଜଣାଇବେ । କୋର୍ଟ ରେ ଏବେ ମାମଲା ବିଚାରଧୀନ ରହିଛି । କଣ ଆଲୋଚନା ହେଲା ତାହା ପ୍ରକାଶ କରିହେବ ନାହିଁ । ଆସନ୍ତା ସୋମବାର ଦୂତୀୟ ପର୍ଯ୍ୟୟ ମଧ୍ୟସ୍ଥତା ରହିବ । ମଧ୍ୟସ୍ଥତା କେନ୍ଦ୍ର ରେ ପାରିବାରିକ ବିବାଦ ର ଆପୋଷ ସମାଧାନ ପାଇଁ ଗତ ମାର୍ଚ୍ଚ ମାସ ୩୧ତାରିଖ ରେ ନିର୍ଦେଶ ଦେଇଥିଲେ ହାଇ କୋର୍ଟ ଏପ୍ରିଲ ୧୩ତାରିଖ ରେ ହାଇ କୋର୍ଟ ରେ ଏହାର ପରବର୍ତ୍ତି ଶୁଣାଣି ହେବ ।

ତେବେ ଡକ୍ଟର ସୁମିତ ଙ୍କୁ ସରକାରୀ କ୍ୱାର୍ଟର ମିଳିଛି ସେହି କ୍ୱାର୍ଟର ରେ ତାଙ୍କ ଶହ ଏଖାଠୀ ରହିବାକୁ କୋର୍ଟ କୁ ତପସ୍ୱିନୀ ଙ୍କ ପକ୍ଷରୁ ଆବେଦନ କରା ଯାଇଥିଲା । ତପସ୍ୱିନୀ ଓ ଡକ୍ଟର ସୁମିତ ସାହୁ ଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ବୋଲି ତପସ୍ୱିନୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ତପସ୍ବିନୀ କହିଛନ୍ତି କି ଆଜି ଚାରି ମାସ ପରେ ସୁମିତଙ୍କୁ ପାଖରୁ ଦେଖିଲି । ସୁମିତ କହିଲେ ସେ ମୋତେ ବହୁତ ଭଲ ପାଆନ୍ତି । ଆଉ ତାଙ୍କୁ ବି ମୁଁ ପାଖରୁ ଦେଖି ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ନଜର ହଟେଇ ପାରିଲି ନାହିଁ ।

ଏତେ ଦିନର ଦୂରତା ଆଜି ସବୁ ବନ୍ଧ ଭାଙ୍ଗି ଦେଲା ଭଳି ଲାଗୁଛି । ସବୁ ଦୂରତା ଆଜି ଶେଷ ହୋଇଗଲା ଭଳି ଲାଗୁଥିଲା । ଅତି ପାଖରୁ ସୁମିତଙ୍କ ଆଖିକୁ ଦେଖିଲି ମୁଁ ନିଶ୍ଚିନ୍ତ ସେ ଆଜି ବି ସେତିକି ମତେ ପାଗଳ ଭଳି ଭଲ ପାଉଛନ୍ତି । ଏମିତି କି କୋର୍ଟରେ ବି ନା ସୁମିତ ମୋ ବିରୁଦ୍ଧରେ ପଦିଏ କହିଲେ ।

ଆମ ଭଲ ପାଇବାକୁ ଆଜି ବି ସୁମିତ ପବିତ୍ର କରି ରଖିଛନ୍ତି । ଅତି ଶୀଘ୍ର ଆମେ ଦୁହେଁ ମିଶିବାକୁ ଯାଉଛୁ । ନା ସୁମିତ ଦୂରତାକୁ ସହି ପାରୁଛନ୍ତି ନା ମୁଁ ସହି ପାରୁଛି । ଆଉ ଏହି ଦୂରତା ରହିବ ନାହିଁ । ୧୩ ତାରିଖ ପରେ ଦୁହେଁ ଆମେ ଦେଖା କରିବୁ । ମୁଁ ବି ସବୁ ଖୋଲି କହିଦେବି କି ମୁଁ ବି ଆଉ ରହି ପାରୁନି ସୁମିତ । ଚାଲ ଆମେ ଅତି ଶୀଘ୍ର ମିଶି ଯିବା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *