ଡିଜେ ବାଜିଲା ପରେ ଷ୍ଟେଜ୍ ଉପରେ ନାଚି ଧୁଳି ଉଡେଇଲେ ନୂଆବୋହୂ, ଭାଇରାଲ ହେଉଛି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ବିବାହ ଉତ୍ସବ ସମୟରେ ସାଧାରଣତ ଅତିଥି, ସମ୍ପର୍କୀୟ ଓ ସାଙ୍ଗ ମାନେ ନାଚଗୀତରେ ମସଗୁଲ ହୁଅନ୍ତି ହେଲେ କେବେ ଶୁଣିଛନ୍ତି କି ବିବାହ ସମୟରେ କନ୍ୟାଙ୍କ ଧୁଳି ଉଡା ନାଚ । କାରଣ ବିବାହ ସମୟରେ ବର-କନ୍ୟା ବିଭିନ୍ନ ନୀତି ପୂରଣ କରିବାରେ ବ୍ୟସ୍ତ ଥାନ୍ତି । ହେଲେ ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ମଞ୍ଚ ଉପରେ କନ୍ୟାର ଧୁଳି ଉଡା ଡ୍ୟାନ୍ସ ।

ସମ୍ପର୍କୀୟଙ୍କ ସହ କନ୍ୟାର ଏହି ଧୁଳି ଉଡା ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସବୁଠାରୁ ବଡ କଥା ହେଲା ବର-କନ୍ୟା ଉଭୟ ମଞ୍ଚ ଉପରେ ଛିଡା ହୋଇ ଅତିଥିଙ୍କ ସୁବେଚ୍ଚା ଗ୍ରହଣ କରୁଥିବା ବେଳେ ଅଚାନକ ଗୀତ ବାଜିଥିଲା । ଆଉ ଗୀତ ଶୁଣିବା ପରେ କନ୍ୟା ନିଜକୁ କଣ୍ଟ୍ରୋଲ କରିପାରି ନଥିଲେ । ହିନ୍ଦୀ ଗୀତର ତାଳେ ତାଳେ ସେ ଜବରଦସ୍ତ ଡ୍ୟାନ୍ସ କରିଥିଲେ ଆଉ ସ୍ଟେଜ ତଳେ ରହି ତାଙ୍କୁ ସାଥ ଦେଇଥିଲେ ଜଣେ ସମ୍ପର୍କୀୟ ।

ଭିଡିଓରେ ଯେଉଁ ଗୀତ ବାଜୁଛି ତାହା ଇମ୍ରାନ ଖାନଙ୍କ ଫିଲ୍ମ ‘ହିନ୍ଦୀ ମିଡିଅମ’ର ଏକ ରିମିକ୍ସ ସଙ୍ଗ । କନ୍ୟାର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ମାନେ ଏହି ଭିଡିଓକୁ ବେସ ପସନ୍ଦ କରିଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖି ପାରୁଥିବେ ନୂଆବୋହୂ ଜଣକ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ।

ମାର୍ଚ୍ଚ 30ରେ ଏହି ଭିଡିଓକୁ ସେୟାର କରାଯାଇଥିଲା ଯାହା ଏବେ ସୁଧା 31 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *