ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଏ କଣ କରିଦେଲେ Shehbaz Sharif

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବର ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି, ଜାମୁ କାଶ୍ମୀରଙ୍କୁ ନେଇ ବଡ ମନ୍ତବ୍ୟ ଦେଲେ ସେହେବାଜ ଶରିଫ । ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ସେହେବାଜ ଦାୟିତ୍ଵ ନେବା ପୂର୍ବରୁ ଭାରତକୁ ନେଇ ଦେଲେ ବଡ ଟିପ୍ପଣୀ ।

କିଛି ସମୟ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବେ ସେହେବାଜ ଶରିଫ । ନୂଆ ପ୍ରଧାନମନ୍ତ୍ରୀଙ୍କ ଠାରୁ ପାକିସ୍ତାନବାସୀ ସହ ପଡୋଶୀ ଦେଶ ଅନେକ କିଛି ଆଶା କରୁଛନ୍ତି । ହେଲେ ଶରିଫ କିନ୍ତୁ ଦାୟିତ୍ୱ ନେବା ପୂର୍ବରୁ ଦେଇଛନ୍ତି କଡା ମନ୍ତବ୍ୟ । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ଭାଇ ଶେହବାଜ କହିଛନ୍ତି । ସେ କହିଛନ୍ତି, ଭାରତ ସହ ଆମେ ଶାନ୍ତି କଥାବାର୍ତ୍ତା କରିବୁ ହେଲେ ଜାମୁ କାଶ୍ମୀର ପ୍ରସଙ୍ଗ ଆଗ ସମାଧାନ ହେବା ଉଚିତ ।

ଭାରତ ସହ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ଆମେ ଚାହିଁବୁ । ହେଲେ ଏହି ପ୍ରସଙ୍ଗ ସମାଧାନ ନହେଲା ଯାଏଁ ଶାନ୍ତି କଥାବାର୍ତ୍ତା ସମ୍ଭବ ନୁହେଁ । ଜାମୁ କାଶ୍ମୀର ଭାରତ ସହ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ ବୋଲି ଭାରତ କହି ଆସୁଥିବା ବେଳେ ପାକିସ୍ତାନ ଏହାକୁ ଆନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚାହୁଁଛି । ହେଲେ ଏଥିରେ ପାକିସ୍ତାନ ସଫଳ ହୋଇ ନାହିଁ ।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ବନ୍ଦ ରହିଛି । ସେପଟେ ନୂଆ ପ୍ରଧାନମନ୍ତ୍ରୀ ସେହେବାଜ ଶରିଫ ରାତି ୮ଟା ବେଳେ ଶପଥ ନେବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *