ସିଭିଲ ସର୍ଭି୍ସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବାରୁ Tapaswini ଙ୍କ ଲାଇନ କାଟିଲେ ଶାଶୁଘର ଲୋକେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ତପସ୍ଵିନୀ ଘଟଣାରେ ପୁଣି ଆସିଛି ଏକ ନୂଆ ମୋଡ । ହଁ ବନ୍ଧୁଗଣ ଏପରି କିଛି ଖବର ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ତେବେ ଡାକ୍ତର ସୁମିତ ଓ ତପସ୍ଵିନୀଙ୍କୁ ନେଇ କିଛି ଦିନ ତଳେ ପାରିବାରିକ କଳହ ଦେଖା ଯାଇଥିଲା । ତାପରେ ଏହି ଘଟଣାର ସମାଧାନ କରାଯାଇ କୋର୍ଟ ତପସ୍ଵିନୀଙ୍କୁ ତାଙ୍କ ଶାଶୁ ଘରେ ରାଜିବାର ଅନୁମତି ମଧ୍ୟ ଦେଇଥିଲେ ।

ଯେଉଁଠାରେ ତପସ୍ଵିନୀଙ୍କ ରୁମ୍ ଲାଇଟ ତାଙ୍କ ଶାଶୁ ଘରେ ଲୋକେ କାଟିଦେଉଛନ୍ତି । ତେବେ ତପସ୍ଵିନୀଙ୍କ କହିବା ଅନୁଯାଇ ମୁଁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ଶାଶୁ ଘର ଲୋକେ ମୋତେ ବାରମ୍ବାର ହଇରାଣ କରିବାରେ ଲାଗି ପଡିଛନ୍ତି । ତେବେ ମୋ ରୁମ୍ କୁ ସୁମିତଙ୍କ ଆସିବା ଦେଖି ଘର ଲୋକ ସହି ପାରୁନାହାନ୍ତି । ତେବେ ଗତ ୪ ରୁ ୫  ଦିନ ଧରି ହେବ ।

ମୁ ରହୁଥିବା ରୁମ୍ ଲାଇନ କାଟି ଦେଉଛନ୍ତି । ଯାହା ଯୋଗୁ ମୋର ପାଠ ପଢାରେ ଅସୁବିଧା ହେଉଛି । ତେବେ ଏଥିଯୋଗୁ ଶାଶୁ ଘର ପରିବାରରେ କହିଲେ । ସେ ମୋ କଥା ଜମାରୁ ମଧ୍ୟ ଶୁଣୁନାହାନ୍ତି । ଓଲଟା ମୋ ବାପା, ମାଆ ଲଗାଇ ଗାଳି ଗୁଲଜ କରୁଛନ୍ତି । ଏହା ସହିତ ଅଯଥା ଯୁକ୍ତି ତର୍କ କରି ଆମେ ଲାଇନ କାଟିବା କଥା ଲାଇନ କାଟିବୁ ।

ତୋର କଣ କରିବା ଇଛା ତୁ ଜା କରିବୁ କହି ଧମକ ମଧ୍ୟ ଶାଶୁ ଘର ଲୋକେ ତପସ୍ଵିନୀଙ୍କୁ ଦେଉଛନ୍ତି । ତେବେ ତପସ୍ଵିନୀ ସିଭିଲ ସର୍ଭିସ ପାଇଁ ନିଜର ପ୍ରସ୍ତୁତି ଚଳାଇଛନ୍ତି । ତେବେ ପ୍ରଥମେ ଏକ ପରୀକ୍ଷାରେ ମଧ୍ୟ ତପସ୍ଵିନୀ କୃତକାର୍ଯ୍ୟ ହୋଇ ଉତ୍ତୀନ ହୋଇଛନ୍ତି ।

ତେବେ ତାପରେ ଫେବୃଆରି ଓ ମେ’ ମାସରେ ମଧ୍ୟ ତପସ୍ଵିନୀଙ୍କର ପରୀକ୍ଷା ରହିଛି । ହେଲେ ତପସ୍ଵିନୀଙ୍କ ଶାଶୁ ଘର ଲୋକେ ତପସ୍ଵିନୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ବାରମ୍ବାର ଲାଇନ କାଟି ଦେଉଛନ୍ତି । ତେବେ ଏହି ଘଟଣାକୁ ନେଇ ତପସ୍ଵିନୀ ସମାଜସେବୀ ପ୍ରମିଳାଙ୍କ ଦ୍ଵାରସ୍ଥ ହୋଇଥିଲେ ।

ତେବେ ପ୍ରମିଳାଙ୍କୁ ତପସ୍ଵିନୀ ନିଜର ସବୁ ସମସ୍ଯା ଜଣାଇଥିଲେ । ତାପରେ ସମାଜସେବୀ ପ୍ରମିଳା ଓ ତପସ୍ଵିନୀ ମିଶି ନ୍ୟାୟ ପାଇବା ପାଇଁ ଏସପିଙ୍କ ନିକଟକୁ ଆଗେଇ ଯାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *