ନିଜ ସଙ୍ଗୀତ ଆଉ ହଳଦୀ ରସମରେ ନାଚିକି ଢୁଳା ଉଡେଇଲେ Mee Puch Puch କହିଲେ ‘ଯାହାର ଫାଟୁଛି ଫାଟୁ ମୁଁ ତ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ବାହାଘରେ ନାଚିବି ମୁଁ ଯାହାର ଫାଟୁଛି ଫାଟୁ । ଝିଅ ବିଦା ବେଳେ ହସିବି ମୁଁ ଯାହାର ଫାଟୁଛି ଫାଟୁ । ହଁ ବନ୍ଧୁଗଣ କମେଡି ପାଇଁ ବହୁ ସୁନାମ ଅର୍ଜନ କରି ଚର୍ଚାରେ ରହିଥିବା କମେଡି କୁଇନ ହେଉଛନ୍ତି ସେ ହେଉଛନ୍ତି ଆଉ କେହି ନୁହନ୍ତି ସମସ୍ତଙ୍କର ଅତି ପ୍ରିୟ ମି ପୁଚ୍ ପୁଚ୍ । ତେବେ ମି ପୁଚ୍ ପୁଚ୍ ବା ଇତିକା ପ୍ରିୟଦର୍ଶିନୀଙ୍କର ଗତ କାଲି ବହୁତ ଧୂମଧାମରେ ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁସ୍ଥିତ ହୋଇଥିଲା ।

ତେବେ ଏକ ହଳଦୀ ରଙ୍ଗର ଲେହେଙ୍ଗା ଓ ବ୍ଲୁ ରଙ୍ଗର ଟପ୍ ରେ ଇତିକା ଖୁବ ସୁନ୍ଦର ଦେଖାଯାଉଥିଲେ । ତେବେ ଇତିକା ନିଜର ବାହାଘରକୁ ନେଇ ବହୁ ଅଧିକ ଏକ୍ସସାଇଟେଡ ଥିବାର ଜଣା ପଡୁଛି । ତେବେ ସମସ୍ତଙ୍କ ମୁହଁରେ ହସ ଫୁଟାଉଥିବା ଇତିକା ନିଜ ବାହାଘରର ସମସ୍ତ ବିଧିକୁ ଖୁବ ମଜାର ସହ ଆଟେଣ୍ଡ କରୁଛନ୍ତି । ତେବେ ନିଜେ ନାଚିବା ସହ ଅନ୍ୟକୁ ମଧ୍ୟ ଭିଡି ଆଣି ନଚାଉଛନ୍ତି । ତେବେ ଅଲିଉଡର ଏକ ଡାନ୍ସ ନମ୍ବର ଗୀତ ମୋ ବାହାଘରେ ନାଚିବୁ ମୁଁ ଯାହାର ଫାଟୁଛି ଫାଟୁ ।

ଏହି ଗୀତରେ ସମସ୍ତଙ୍କର ଅତି ପ୍ରିୟ ଇତିକା ତଥା ମି ପୁଚ୍ ପୁଚ୍ ଧୂମ ନାଚିଛନ୍ତି । ତେବେ ସଂପୂର୍ଣ୍ଣ ସ୍ଟେଜକୁ କଭର କରି ନିଜର ଡାନ୍ସ ଠୁମକାରେ ସମସ୍ତଙ୍କ ମନକୁ ଇତିକା କିଣି ନେଇଛନ୍ତି । ଏହା ସହିତ ବାହାଘରର କାର୍ଯ୍ୟକ୍ରମରେ ସାମିଲ ହେବ ପାଇଁ ଇତିକାଙ୍କ ଘର ପରିବାର, ସାଙ୍ଗ ସାଥି ତଥା ବନ୍ଧୁ ପରିଜନ ସମସ୍ତେ ଯୋଗ ଦାନ କରିଛନ୍ତି । ତେବେ କମେଡି କୁଇନ ଇତିକାଙ୍କ ଘରେ ତାଙ୍କର ବାହାଘର ପାଇଁ ଧୂମଧାମର ମାହୋଲ ନଜର ଆସୁଛି ।

ତେବେ ଇତିକାଙ୍କ ଗତ କାଲି ମେହେନ୍ଦୀ ଓ ସଙ୍ଗୀତ ସରିଥିବା ବେଳେ ଆଜି ହେଉଛି ଇତିକାଙ୍କ ବାହାଘର । ତେବେ ଆଜି କମେଡି କୁଇନ ଇତିକା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ତେବେ ଇତିକାଙ୍କ ବାହାଘର ପାଇଁ ତାଙ୍କୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ । ତେବେ ତାଙ୍କର ଆଗାମୀ ବୈବାହିକ ଜୀବନ ସବୁବେଳେ ହସଖୁସିରେ ରହୁ।

ଏହା ସହିତ ଏହିପରି ଓଡିଶାବାସୀଙ୍କୁ ଇତିକା ଅର୍ଥାତ ମି ପୁଚ୍ ପୁଚ୍ ନିଜର କମେଡି ଦ୍ଵାରା ହସାଉଥାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *