ଟଙ୍କିକିଆ କଏନ 10 କୋଟିରେ ହେଲା ବିକ୍ରି ! ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା …

ବନ୍ଧୁଗଣ ଟଙ୍କିକିଆ କଏନ ୧୦ କୋଟିରେ ବିକ୍ରି କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ । ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବର୍ତ୍ତମାନ ଏହି ଖବରଟି ବହୁତ ଚର୍ଚାରେ ଅଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାଇ ନିକଟରେ ଏକ ଟଙ୍କିକିଆ କଏନ ନିଲାମରେ ବିକ୍ରି ହୋଇଛି ।

ଏହାର ପ୍ରତିବଦଳରେ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ମିଳିଛି ୧୦ କୋଟି ଟଙ୍କା । ଗୋଟିଏ ଟଙ୍କିକିଆ କଏନର ଏତେ ଟଙ୍କା ମୂଲ୍ୟ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ଏହା ବାସ୍ତବରେ ସତ । ଆଜି କାଲି ପୁରୁଣା କଏନ ଓ ନୋଟ ରଖିଥିବା ଲୋକଙ୍କ ଭାଗ୍ୟ ବହୁ ଉପରେ ଅଛି । ୧୮୮୫ ମସିହାରେ ଭାରତରେ ବ୍ରିଟିଶ ରାଜ ଚାଲିଥିବା ସମୟରେ ଏହି ମୁଦ୍ରା ଜାରି କରଯାଇଥିଲା ।

ଯଦି ଆପଣ ମାନଙ୍କ ପାଖରେ ବ୍ରିଟିଶ ଅମଳର ମୁଦ୍ରା ଅଛି ଓ ଏହା ଯଦି ୧୮୮୫ ମସିହାର ତା ହେଲେ ଆପଣ ବି କୋଟିପତି ହୋଇପାରିବେ । ଏହାକୁ ଆପଣ ଅନ୍ଲାଇନ ନିଲାମ ପ୍ରକ୍ରିୟାରେ ବିକ୍ରି କରିପାରିବେ । ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ ପୁରୁଣା ଜିନିଷକୁ ରଖିବା ପାଇଁ ପସନ୍ଦ କରନ୍ତି ।

ଯଦି କୌଣସି ଲୋକ ପୁରୁଣା କଏନ ବା ନୋଟ ରଖିଥିବ ତା ହେଲେ ଏହି ଖବରଟି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିନେବ । କାରଣ ଆପଣ ଘରେ ବସି କୋଟିପତି ହୋଇପାରିବେ । ପୁରୁଣା ଟଙ୍କା ରଖିଥିବା ଲୋକ ଭିନ୍ନ ଭିନ୍ନ ୱେବ ସାଇଡରେ ନିଜର ପ୍ରୋଫାଇଲ କରି ଏହାକୁ ବିକ୍ରି କରିପାରିବେ । ଏହି ୱେବ ସାଇଡ ମଧ୍ୟରୁ ଗୋଟିଏ ହେଉଛି କଏନ ବଜାର । କଏନ ବଜାର ୱେବ ସାଇଡରେ ଆପଣ ରେଜିଷ୍ଟର କରି ପୁରୁଣା କଏନ ବିକ୍ରି କରିପାରିବେ ।

ଏହା ଛଡା ଆପଣ ଯଦି ପୁରୁଣା କଏନ ବିକ୍ରି କରିବାକୁ ଚାହୁଁଛନ୍ତି ତା ହେଲେ ଓଏଲଏକ୍ସରେ ଏକ ଆଇଡି ତିଆରି କରି ଆପଣ ନିଜ କଏନ ବୀରକି କରିପାରିବେ । ଏହା ବ୍ୟତୀତ ଆପଣ ଇଣ୍ଡିଆ ମାର୍ଟ ୱେବ ସାଇଡରେ ମଧ୍ୟ ପୁରୁଣା ମୁଦ୍ରା ବିକ୍ରି କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *