Vastu Shastra – ଟଙ୍କାର ଅଭାବ ପାଇଁ ଚିନ୍ତିତ ଅଛନ୍ତି କି ? ରବିବାର ଦିନ କରନ୍ତୁ ଏହି ସରଳ ଉପାୟ, ହେବ ନାହିଁ ଧାନର ଅଭାବ, ସ୍ଵୟଂ ମା’ ଲକ୍ଷ୍ମୀ କରିବେ ଆଶୀର୍ବାଦ

ବନ୍ଧୁଗଣ ସାଧାରଣତଃ ଆମେମାନେ ବହୁତ କଷ୍ଟ କରି ଟଙ୍କା ଅର୍ଜନ କରିଥାଉ ହେଲେ ଏହି ଟଙ୍କା ଆମ ମାନଙ୍କ ପାଖରେ ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ । ଘରକୁ ଧନ ଆସିଥାଏ ଓ କିଛି ସମୟ ପରେ ଚାଲି ମଧ୍ୟ ଯାଇଥାଏ । ବର୍ତ୍ତମାନର ଦୁନିଆରେ ଧନର ଆବଶ୍ୟକତା ବହୁତ ରହିଛି । ନିଜ ପରିବାରର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ଦିନ ରାତି କଷ୍ଟ କରିଥାଉ । ହେଲେ ବନ୍ଧୁଗଣ ଯଦି ଆପଣ ଏତେ କଷ୍ଟ କରି ଆପଣଙ୍କ ପାଖରେ ଟଙ୍କା ରାହୁନାହିଁ ତାହାଲେ ଆପଣ ବୁଝିଯାନ୍ତୁ ଆପଣଙ୍କ ଜୀବନରେ କିଛି ଅଶୁଭ ହେଉଛି ।

ଏଥିପାଇଁ ଆପଣ ମାନଙ୍କୁ କିଛି ଉପାୟ କରିବାକୁ ପଡିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ କେବଳ ରବିବାର ଦିନ କରିବେ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରେ ଧନ ପରିପୂର୍ଣ୍ଣ ହୋଇ ରହିବା ସହ ଆପଣଙ୍କ ଉପରେ ସୂର୍ଯ୍ୟ ଦେବତାଙ୍କ ବିଶେଷ ଆଶୀର୍ବାଦ ରହିବ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ସାଧାରଣତଃ ଆପଣଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେବାର ମୁଖ୍ୟ କାରଣ ହେଉଛି ଆପଣଙ୍କ ଘରର ବାସ୍ତୁ ଦୋଷ । ବାସ୍ତୁ ଦୋଷ ପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ରହୁଛି ଓ ଆପଣ ନିଜର କୌଣସି କାମରେ ସଫଳତା ହାସିଲ କରିପାରୁ ନାହାନ୍ତି । ବନ୍ଧୁଗଣ ଏହି ଉପାୟ ଦ୍ଵାରା ଆପଣଙ୍କ ବାସ୍ତୁ ଦୋଷ ଦୂର ହୋଇଯିବ । ରବିବାଦ ଦିନ ଆପଣ ସକାଳ ସମୟରେ ଶୀଘ୍ର ଉଠନ୍ତୁ ଓ ସ୍ନାନ କରି ନୀତି ଦିନ ପରି ପୂଜା ପାଠ କରନ୍ତୁ । ଏହା ପରେ ଆପଣ ନିଜ ଅଗଣାରେ ପୂଜା କରନ୍ତୁ ।


ଏଥିପାଇଁ ଆପଣ ନିଜ ଘର ଅଗଣାରେ ଏକ ସ୍ଵସ୍ତିକ ଚିହ୍ନ କରନ୍ତୁ ଓ ହଳଦୀ ସିନ୍ଦୁରରେ ଆଦି ରଖି ଦୀପ ଜଳାଇ ଦିଅନ୍ତୁ । ଅଗଣାରେ ଆଳତି ଓ କର୍ପୁର ଜଳାନ୍ତୁ । ବନ୍ଧୁଗଣ ଆପଣ ରବିବାର ଦିନ ସକାଳ ଓ ସନ୍ଧ୍ୟା ସମୟରେ ଏହି ପୂଜା ନିଶ୍ଚୟ କରନ୍ତୁ । ଯେଉଁ ଲୋକ ରବିବାର ଦିନ ଏହି ପୂଜା କରିବ ସେମାନଙ୍କ ଘରକୁ ସବୁବେଳେ ଧନଲାଭ ହୋଇଥାଏ ଓ ସେମାନଙ୍କ ଆର୍ଥିକ ସ୍ଥିତି ବହୁତ ମଝବୁତ ହୋଇଥାଏ ।


ବନ୍ଧୁଗଣ ହଳଦୀ ଓ ସିନ୍ଦୁର ବିନା ଯଦି ଆପଣ କେଶର ରେ ବାସ୍ତୁ ଚିହ୍ନ କରିବେ ତା ହେଲେ ଆପଣଙ୍କ ଘରେ ନିଶ୍ଚିତ ମା ଲକ୍ଷ୍ମୀଙ୍କର ବାସ ହେବ । ବନ୍ଧୁଗଣ ସୂର୍ଯ୍ୟ ଦେବତାଙ୍କ କୃପା ପାଇବା ପାଇଁ ଆପଣ ସବୁଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ହେଲେ ବନ୍ଧୁଗଣ ଯଦି ଆପଣ ରବିବାର ଦିନ ଜଳ ଅର୍ପଣ କରିବା ପୂର୍ବରୁ ସେହି ଜଳରେ ଅଳ୍ପ ଚାଉଳ, ନାଲି ଫୁଲ ଓ ନାଲି ରଙ୍ଗର ଚନ୍ଦନ ପକାଇ ଅର୍ପଣ କରିବେ ତା ହେଲେ ଆପଣଙ୍କୁ ନିଶ୍ଚୟ ଏହାର ଫଳ ମିଳିବ । ଆପଣଙ୍କ ଉପରେ ସୂର୍ଯ୍ୟ ଦେବତାଙ୍କ ବିଶେଷ ଆଶୀର୍ବାଦ ରହିବ । ଯାହା ଫଳରେ ଆପଣଙ୍କ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହେବା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ ।

ତା ହେଲେ ବନ୍ଧୁଗଣ ଆପଣ ଏହି ଉପାୟକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଦେଖନ୍ତୁ ଆପଣ ବହୁତ ଶୀଘ୍ର ଧନଲାଭ କରିବେ । ଏହା ସହିତ ଆପଣ ନିଜ ସମ୍ପର୍କୀୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆର୍ଟିକିଲ ଭଲ ଲାଗିଥିବା ତା ହେଲେ ନିଶ୍ଚୟ ଆପଣ ଆମ ଆର୍ଟିକିଲକୁ ଲାଇକ କରନ୍ତୁ ଏବଂ ସେୟାର କରନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *