ଆଜି ବହୁତ ସୁନ୍ଦର ଆଉ ଷ୍ଟାଇଲିସ ଦେଖା ଯାଉଛନ୍ତି TV ସିରିଏଲ ପୁନର୍ବିବାହ ର ଏହି Child Actress, ପ୍ରଥମ ନଜରରେ ହେଇଯିବେ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସିରିଏଲ ବିଷୟରେ କହିବାକୁ ଯାଉଛୁ ସେହି ସିରିଏଲଟିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏମିତିକି ଆପଣ ମାନେ ମଧ୍ୟ ସେହି ସିରିଏଲକୁ ବହୁତ ପସନ୍ଦ କରିଥିଲେ । ସେହି ସିରିଏଲଟି ହେଉଛି ‘ପୁନର୍ବିବାହ’ । ବନ୍ଧୁଗଣ ଆପଣ ମାନେ ସାମସ୍ତେ ଏହି ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ବନ୍ଧୁଗଣ ଏହି ସିରିଏଲରେ ଥିବା ଶିଶୁକଳାକାର ମାନେ ମଧ୍ୟ ବହୁତ ଲୋକପ୍ରିୟତା ଓ ସ୍ନେହ ହାସିଲ କରିଥିଲେ ।

ହେଲେ ସବୁଠାରୁ ଅଧିକ ଦର୍ଶକ ମାନେ ପଲକର ଅଭିନୟ କରିଥିବା ଶିଶୁକଳାକାରକୁ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ସିରିଏଲରେ ପଲକ ୟଶଙ୍କ ଝିଅର ଅଭିନୟ କରିଥିଲେ । ହେଲେ ବନ୍ଧୁଗଣ ଏହି ଶିଶୁକଳାକାର ଜଣକ ବର୍ତ୍ତମାନ ବଡ ହୋଇ ସାରିଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ଅଧିକ ବଦଳି ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଶିଶୁକଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁକଳାକାରଙ୍କ ବିଷୟରେ ।

ବନ୍ଧୁଗଣ ପୁନର୍ବିବାହ ସିରିଏଲରେ ପଲକର ଅଭିନୟ ପଲକ ଦେ ନାମକ ଶିଶୁକଳାକାର ଜଣକ କରିଥିଲେ । ୧୩ ଫେବୃୟାରି ୨୦୦୭ରେ ଜନ୍ମ ଗ୍ରହଣ କରିଥିଲେ । ପଲକ ‘ପୁନର୍ବିବାହ’ ସିରିଏଲରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଏହି ସିରିଏଲରେ ସେ ୟଶର ଝିଅ ପଲକର ଅଭିନୟ କରୁଥିବାର ନଜର ଆସିଥିଲେ ଓ ଦର୍ଶକ ମାନେ ଏହି ଭୂମିକାକୁ ବହୁତ ଅଧିକ ପସନ୍ଦ ମଧ୍ୟ କରିଥିଲେ ।

ବନ୍ଧୁଗଣ ଯେଉଁ ସମୟରେ ଏହି ଶିଶୁକଳାକାର ଜଣକ ପଲକର ଭୂମିକା ପଦର୍ଶନ କରିଥିଲେ ସେତେବେଳେ ତାଙ୍କୁ କେବେଳ ୫ ବର୍ଷ ବୟସ ଥିଲା । ଏତେ କମ ବୟସରେ ମଧ୍ୟ ପଲକ ଦେ ବହୁତ ଭଲ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି କାରଣରୁ ତାଙ୍କୁ ଏହି ସିରିଏଲ ପାଇଁ ବହୁତ ଆୱାର୍ଡ ମିଳିଥିଲା । ସେଥିପାଇଁ ଆଜି ପର୍ଯ୍ୟନ୍ତ ଦର୍ଶକ ମାନେ ପଲକଙ୍କୁ ଭୁଲିପାରି ନାହାନ୍ତି ।

ବନ୍ଧୁଗଣ ଏହି ସିରିଏଲ ପରେ ପଲକ ଅନ୍ୟ କେତେକ ସିରିଏଲରେ ଅଭିନୟ କରିଥିଲେ । ସେ ‘ୟେ ରିସ୍ତା ଏସା ଭି ଥା’ରେ ଫୃଟି ଶର୍ମାର ଅଭିନୟ କରୁଥିବାର ନଜର ଆସିଥିଲେ । ହେଲେ ତାଙ୍କର ଏହି ଭୂମିକା ପଲକ ପରି ଅଧିକ ଫେମସ ହୋଇନଥିଲା । ତଥାପି ସେ ଦର୍ଶକ ମାନଙ୍କ ମନକୁ ଜିତି ସାରିଥିଲେ । ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିରେ କାମ କରିବା ପରେ ପଲକ ଦେ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଥିଲେ ।

ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଥିଲା ‘ମଖମଲ’ । ଏହି ଫିଲ୍ମରେ ସେ ବଲିଉଡର ଦିଗଜ ଅଭିନେତା ଜ୍ୟାକି ଶ୍ରୋଫଙ୍କ ଝିଅର ଅଭିନୟ କରିଥିଲେ । ଦର୍ଶକ ମାନେ ମଧ୍ୟ ପଲକଙ୍କର ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ଆଜି ପଲକ ପୂର୍ବ ଅପେକ୍ଷା ବହୁତ ଅଧିକ ବଦଳି ଯାଇଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି । ବର୍ତ୍ତମାନ ତାଙ୍କୁ ୧୩ ବର୍ଷ ହୋଇସାରିଛି ।

ତେବେ ଏହି ଚାଇଲ୍ଡ ଆକ୍ଟ୍ରେସ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *