କାହା ମନର କଥା ଆପଣଙ୍କ ପାଇଁ କଣ ଅଛି ଜାଣିବାକୁ ଚାହୁଁଥାନ୍ତି ! ତେବେ ତାଙ୍କ ନାମ ନେଇ କୌଣସି ଏକ ନମ୍ବର ଚୁଜ କରନ୍ତୁ… Tarot card reading

ଆପଣଙ୍କ ପାଇଁ କାହା ମନରେ କଣ ଅଛି ଯଦି ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ ଏଠାରେ ନମ୍ବର 1, 2 ଓ 3 ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛିପାରିବେ । ଆପଣ 3 ଟି ନମ୍ବର ପାଇଁ 3 ଜଣ ଅଲଗା ଅଲଗା ଲୋକଙ୍କୁ ସେହି ସବୁ ଗୋଟେ ଗୋଟେ ନମ୍ବର ଉପରେ ରଖି ତାଙ୍କ ନାମ ନେଇ ଜାଣିପାରିବେ । ଯେ ଏହି ନମ୍ବର ଅନୁସାରେ ସେହି ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ କଣ ବର୍ତ୍ତମାନ ସମୟରେ ଚାଲିଛି ।

1- ଆପଣଙ୍କୁ ଏହି ବ୍ୟକ୍ତି ଜଣଙ୍କ ଜଣେ ବହୁତ ନିରୀହ ଓ ସକାରାତ୍ମକ ଚିନ୍ତାଧାରାର ମଣିଷଟିଏ ବୋଲି ଭାବନ୍ତି । ଆପଣଙ୍କ ଜୀବନରେ ଯେମିତିକା ମଧ୍ୟ ପରିସ୍ଥିତି ଆସୁ ନା କାହିଁକି ? ହେଲେ ଆପଣ ସବୁବେଳେ ନିଜ ମନରେ ଭଲ ଚିନ୍ତାଧାରା ରଖି ନିଜ ଜୀବନରେ ସମସ୍ଯାକୁ ବାଦ ଦେଇ ଆଗକୁ ବଢିବା ପାଇଁ ଚାହିଁଥାନ୍ତି ବୋଲି ଏହି ପର୍ଶନ ଜଣଙ୍କ ଭାବନ୍ତି ।

ନିଜ କର୍ମ ଉପରେ ବିଶ୍ବାସ  ରଖନ୍ତି । ନିଜର କୌଣସି କଥାକୁ ନେଇ ଘମଣ୍ଡ କେବେବି କରନ୍ତି ନାହିଁ । ଯାହା ତାଙ୍କୁ ବହୁତ ଭଲ ଲାଗେ । ଆପଣ ତାଙ୍କ ପାଇଁ ଜଣେ ବହୁତ ଭଲ ହୃଦୟର ବ୍ୟକ୍ତିତ୍ଵ ଅଟନ୍ତି । ଜିଏକି ସମ୍ପର୍କର ମହତ୍ଵକୁ ବହୁତ ଭଲ ଭାବେ ବୁଝିପାରିଥାଏ ।

2- ବର୍ତ୍ତମାନ ଆପଣ ନିଜର ପାଠ ବା ନିଜର କ୍ଯାରିଅର ଉପରେ ବହୁତ ଅଧିକ ଫୋକୋଷ କରୁଛନ୍ତି । ନିଜକୁ ସେହି ସବୁ କାମରେ ବହୁତ ବ୍ୟସ୍ତ ରଖିବାକୁ ଚାହୁଁଛନ୍ତି । ଆପଣଙ୍କୁ କୌଣସି ବି ପରିସ୍ଥିତିରେ ସଫଳତା ମିଳିବାର ଅଛି ବୋଲି ମନ ମଧ୍ୟରେ ମଧ୍ୟ ସ୍ତିର କରିଦେଇଛନ୍ତି । ଅସମ୍ଭବ କାମକୁ ବି ନିଜର ହାର୍ଡୱାର୍କ ଦ୍ଵାରା ସମ୍ଭବ କରିବାର ଜୋଷ ଆପଣଙ୍କ ଠାରେ ଏହି ବ୍ୟକ୍ତିଟି ଦେଖିବାକୁ ପାଇଥାନ୍ତି । ଯାହାଙ୍କ ନାମ ନେଇ ଆପଣ ଏହି ନମ୍ବରଟି ବାଛିଛନ୍ତି ।

ହୁଏତ କେବେ ଆପଣ କୌଣସି କାରଣରୁ ଜୀବନରେ ଭାଙ୍ଗିପଡିଥିଲେ । ତାପରେ ପର ଠାରୁ ସଫଳତା ମାର୍ଗରେ ଆଗେଇବା ପାଇଁ ଆରମ୍ଭ କରିବା ପରେ ପଛକୁ ଅନାଇ ଚାହିଁବାକୁ ବି ନିଜକୁ ସମୟ ଦେଇନାହାନ୍ତି ।

3- ଆପଣ ଜଣେ ଏମିତିକା ମଣିଷ ଅଟନ୍ତି । ଜିଏକି ନିଜ ଜୀବନରେ ବହୁତ ଅଧିକ ସଂଘର୍ଷ କରିଛି । ତଥାପି ନିଜ ଜୀବନ ଯୁଦ୍ଧରେ ହାରିବା ଆପଣ ଶିଖି ନାହାନ୍ତି । ସବୁବେଳେ ନିଜ କାମକୁ ପ୍ରାଧ୍ୟାନ୍ୟ ଦେଇଆସିଛନ୍ତି । ହେଲେ ଆପଣ ଭାବନ୍ତି କିଛି ହେଲେ ଅନେକ ସମୟରେ ଅଲଗା କିଛି ହେଇଯାଇଥାଏ । ଯେଉଁଥି ପାଇଁ ଆପଣ ମନ ଦୁଃଖ କରନ୍ତି ସତ । ହେଲେ ନିଜ ଭବିଷ୍ୟତରେ ସଫଳତା ପାଇବା ପାଇଁ ନିଜର ପରିଶ୍ରମ ଜାରୀ ରଖିଥାନ୍ତି ବୋଲି ଏହି ପର୍ଶନ ଜଣଙ୍କ ଆପଣଙ୍କ ବିଷୟରେ ଭାବନ୍ତି ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *