ଅଣ୍ଡା ଖାଇବା ପରେ ମରିଗଲେବି ଏହି 2 ଟି ଜିନିଷ ଖାଆନ୍ତୁ ନାହିଁ ! ନଚେତ ଅବସ୍ଥା ପୁରା ବିଗିଡି ଯିବ…Health tips

ବନ୍ଧୁଗଣ ଅଣ୍ଡା ଏକ ପୁଷ୍ଟିଯୁକ୍ତ ଖାଦ୍ୟ ଅଟେ । ଯାହା ଖାଇବା ଦ୍ଵାରା ଆମ ଶରୀରକୁ ଭଲ ପ୍ରୋଟିନ ମିଳିପାରିଥାଏ । ତେବେ ଅଣ୍ଡା ଖାଇବା ମଧ୍ୟ ଅଧିକାଂଶ ଲୋକଙ୍କର ବହୁତ ପସନ୍ଦ ଅଟେ । ଖାସ୍ କରି ଶୀତଦିନରେ ଅଣ୍ଡା ବହୁତ ପରିମାଣରେ ଲୋକେ ଖାଇଥାନ୍ତି । ତେବେ ଅଣ୍ଡା ଖାଇବା ଦ୍ଵାରା ଶରୀରରେ ଉଷ୍ମତା ଆସିଥାଏ । ଏପରିକି ମାଂସ ଠାରୁ ଅଣ୍ଡାରେ ଅଧିକ ପରିମାଣର ପ୍ରୋଟିନ ଆମ ଶରୀରକୁ ମିଳିଥାଏ । ତେଣୁ ଅଣ୍ଡାର ବିଭିନ୍ନ ପ୍ରକାର ଆଇଟମ କରି ଲୋକମାନେ ଖାଇଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଅଣ୍ଡାକୁ ଜଡିତ କିଛି ତଥ୍ୟ ବିଷୟରେ ମଧ୍ୟ କହିବାକୁ ଯାଉଛୁ । ଯାହା ଆପଣ ମାନଙ୍କୁ ଜାଣିବା ବହୁତ ଜରୁରୀ ଅଟେ । ଯେଉଁ ମାନେ ଅଣ୍ଡାର ସେବନ କରୁଛନ୍ତି । ସେହି ବ୍ୟକ୍ତି ମାନଙ୍କୁ ଅଣ୍ଡା ସହ ଜଡିତ ଏହିସବୁ କଥା ଉପରେ ଧ୍ୟାନ ରଖି ଅଣ୍ଡା ଖାଇବା ଉଚିତ । ତେବେ ଯେତେବେଳେ ସିଝା ଅଣ୍ଡାର ସେବନ କରୁଥାନ୍ତି । ସିଝା ଅଣ୍ଡା ଖାଇସାରିବା ପରେ ଏହି କିଛି ଜିନିଷକୁ ଆଦ୍ୱା ଖାଇବା ଉଚିତ ହୋଇନଥାଏ ।

1- ସିଝା ଅଣ୍ଡା ଖାଇସାରିବା ପରେ ଲେମ୍ବୁ ବିଲକୁଲ ମଧ୍ୟ ଖାଇବା ଉଚିତ ନୁହେଁ । କାରଣ ଅଣ୍ଡା ଖାଇସାରିବା ପରେ ଲେମ୍ବୁ ସ୍ଵାସ୍ଥ ପକ୍ଷେ ହାନୀକାରକ ଅଟେ । କାରଣ ଅଣ୍ଡା ଓ ଲେମ୍ବୁ ଶରୀରକୁ ଏକା ସହିତ ଯିବା ବେଳେ ଶରୀରରେ ହେଉଥିବା ପ୍ରତିକ୍ରିୟା ଶରୀର ଉପରେ କୁପ୍ରଭାବ ପକାଇଥାଏ । ତେବେ ଏଥି କାରଣରୁ ହୃଦରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ ।

2- ସିଝା ଅଣ୍ଡା ଖାଇସାରିବା ପରେ କଦଳୀର ସେବନ କରନ୍ତୁ ନାହିଁ । ହେଲେ ଅଣ୍ଡା ସହିତ କ୍ଷୀର କିମ୍ବା କଦଳୀ ଖାଇବା ଉଚିତ ହୋଇନଥାଏ । କାରଣ ଅଣ୍ଡା ସହ କଦଳୀ ଏକା ସହିତ ଖାଇଲେ । ବା ଅଣ୍ଡା ଖାଇବାର ସଙ୍ଗେ ସଙ୍ଗେ କଦଳୀକୁ ଖାଇଲେ ।

ଶରୀର ମଧ୍ୟରେ ତାହା ମିଶିଗଲେ ଜହର ହୋଇ ଖରାପ ପ୍ରଭାବ ଶରୀରରେ ଦେଖାଯାଇଥାଏ । ତେଣୁ ଭୁଲରେ ବି ଅଣ୍ଡା ସହ କ୍ଷୀର କିମ୍ବା କଦଳୀର ସେବନ କରନ୍ତୁ ନାହିଁ । ତେବେ ବନ୍ଧୁଗଣ ଅଣ୍ଡା ଖାଇସାରିବା ପରେ ବିଶେଷ କରି ସିଝା ଅଣ୍ଡା ଖାଇସାରିବା ପରେ ଏହି ସବୁ ଉପୋରୋକ୍ତ ଜିନିଷର ସେବନ କରିବା ଉଚିତ ହୋଇନଥାଏ ।

ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ଆମ ପୋଷ୍ଟଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *