ନିଜ ନାମର ପ୍ରଥମ ଅକ୍ଷରରୁ ହିଁ ଅତି ସହଜରେ ନିଜ ରାଶି ଜାଣିବାର ଉପାୟ ! Astrology

ନାମର ପ୍ରଥମ ଅକ୍ଷର ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । ବ୍ୟକ୍ତିରଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଥାଏ । ସେହି ରାଶି ଆଧାରରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ନିର୍ଦ୍ଧାରିତ କରାଯାଇଥାଏ ବୋଲି ମାନ୍ୟତା ରହିଆସିଛି । ତେବେ ନାମର ପ୍ରଥମ ଅକ୍ଷରରୁ ରାଶି ନିରୂପଣ କରାଯାଇଥାଏ । ତେବେ ନାମର ପ୍ରଥମ ଅକ୍ଷର ଅନୁଯାଇ ନିଜ ରାଶି ବିଷୟରେ ଏଠାରେ ଜାଣିପାରିବା ।

ଯେଉଁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ଚୁ, ଚେ, ଚୋ, ଲା, ଲୀ, ଲୁ, ଲେ, ଲୋ ଓ ଅ ଥାଏ । ତେବେ ସେହି ବ୍ୟକ୍ତିର ନାମ ମେଷ ଅଟେ । ଯେଉଁ ବ୍ୟକ୍ତିଙ୍କ ନାମ ଇ, ଊ, ଏ, ଓ, ବା, ବି, ବୁ, ବେ, ବୋ ହୋଇଥାଏ । ତେବେ ଏହି ନାମର ବ୍ୟକ୍ତିଙ୍କ ରାଶି ବୃଷ ରାଶି ଅଟେ । କା, କି, କୁ, ଘ, ଛ, କେ, କୋ, ହା ହୋଇଥାଏ । ତେବେ ଏହି ନାମର ଲୋକଙ୍କ ରାଶି ମିଥୁନ ଅଟେ ।

ହି, ହୁ, ହେ, ହୋ, ଡା, ଡି, ଡୁ, ଡେ ଓ ଡୋ ହୋଇଥାଏ । ଏହି ନାମର ଲୋକଙ୍କ ରାଶି କର୍କଟ ହୋଇଥାଏ । ମା, ମି, ମୁ, ମେ, ମୋ, ଟା, ଟି, ଟୁ ଓ ଟେ ହୋଇଥାଏ । ତେବେ ଏହି ନାମର ବ୍ୟକ୍ତିଙ୍କ ରାଶି ସିଂହ ଅଟେ । ଟୋ, ପା, ପି, ପୁ, ପେ, ପୋ, ଡ, ଢ, ଠ ଓ ଷ ହୋଇଥାଏ । ତେବେ ନାମର ରାଶି କନ୍ୟା ଅଟେ ।

ରା, ରି, ରୁ, ରେ, ରୋ, ତୋ, ତି, ତୁ ଓ ଟେ ହୋଇଥାଏ । ଏହି ନାମର ଲୋକଙ୍କ ରାଶି ତୁଳା ଅଟେ । ତୋ, ନା, ନି, ନେ, ନୋ, ୟା, ୟି ଓ ୟୁ ନାମର ରାଶି ବିଛା ଅଟେ । ୟେ, ୟୋ, ଭ, ଭି, ଭୂ, ଧା, ଫା, ରେ ନାମର ଲୋକଙ୍କ ରାଶି ଧନୁ ଅଟେ । ଭୋ, ଜା, ଜି, ଖି, ଖୁ, ଖେ, ଖୋ, ଗା ଓ ଗି ନାମର ରାଶି ମକର ଅଟେ ।

ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ ଓ ଦା ନାମର ଲୋକଙ୍କ ରାଶି କୁମ୍ଭ ଟାଏ । ଦି, ଦୁ, ଥ, ଝ, ଦେ, ଦୋ, ଚା ଓ ଚି ନାମର ଲୋକଙ୍କ ରାଶି ମୀନ ଅଟେ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *