କାହା ମନର କଥା ଜାଣିବାକୁ ଚାହୁଁଥାନ୍ତି, ତାଙ୍କ ନାମ ଭାବି ଏକ ନମ୍ବର ତାଙ୍କ ନାମରେ ବାଛି ଦିଅନ୍ତୁ, ଜାଣନ୍ତୁ ତାଙ୍କ ମନର କଥା ! Tarot Reading

ଆପଣ ଯଦି ଆପଣଙ୍କର କୌଣସି ଏକ ପ୍ରିୟ ମଣିଷର ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ ତାହା ଆଜି ଏହି ଚୁଜିଙ୍ଗ ନମ୍ବର ମାଧ୍ୟମରେ ଜାଣିପାରିବେ । ଆପଣଙ୍କୁ ଏଠାରେ ଶଙ୍ଖ ଉପରେ 1,2 ଓ 3 ଏହିଭଳି 3ଟି ସଂଖ୍ୟା ଦିଆଯାଇଛି । ତେବେ ଏହି ସଂଖ୍ୟା ମାନଙ୍କ ମଧ୍ୟରୁ କୌଣସି ନମ୍ବର ଆପଣ ବାଛିକି ରଖନ୍ତୁ । ଆପଣ ଭାବୁଥିବା ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି । ଆମେ ଆପଣଙ୍କୁ ଆଜି କହିବୁ ।

1-ଆପଣ ଯାହାଙ୍କ ନାମ ନେଇ ପ୍ରଥମ ନମ୍ବରକୁ ଚୁଜ କରିଛନ୍ତି । ତାଙ୍କ ସହ ଆପଣଙ୍କର କୌଣସି ପ୍ରକାର ଏକ ଲଭ ରିଲେସନର ସମ୍ପର୍କ ରହିଛି । ହୁଏତ ଆପଣ ଉଭୟଙ୍କୁ ଭଲ ପାଆନ୍ତି । ହେଲେ କେହି କାହାକୁ କହି ନାହାନ୍ତି । ତେବେ ଏହି ସମ୍ପର୍କରେ ସେହି ବ୍ୟକ୍ତି ଯଦିଓ ଆପଣଙ୍କ ଠାରୁ ଦୂରରେ ରହିଥାନ୍ତି । ହେଲେ ତାଙ୍କ ମନରେ ଆପଣଙ୍କ ପାଇଁ ପ୍ରେମ, ସମ୍ମାନ ଓ ଯତ୍ନଭାବ ରହିଛି । ସେ ଯେଉଁଠି ବି ଥାନ୍ତୁ ନା କାହିଁକି ? ହେଲେ ଆପଣଙ୍କ ପାଇଁ ତାଙ୍କ ହୃଦୟରେ କେଉଁଠି ବି ଏକ ସ୍ଥାନ ରହିଛି ।

2-ଆପଣ ଯାହାଙ୍କ ନାମ ନେଇ ଦିତୀୟ ନମ୍ବରକୁ ଚୁଜ କରିଛନ୍ତି । ତେବେ ସେହି ବ୍ୟକ୍ତିଙ୍କ ସହ ଆପଣଙ୍କର ଲଭ ପାର୍ଟନର ଅଟନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କ ଠାରେ ସେ ନିଜର ଦୁନିଆକୁ ଦେଖନ୍ତି । ଆପଣଙ୍କୁ ସେ ଏମିତି ଏକ ବ୍ୟକ୍ତିତ୍ଵ ଭାବନ୍ତି । ଜିଏକି ସବୁ ପରିସ୍ଥିତିରେ ନିଜକୁ ସମ୍ଭାଳିକି ସବୁ କିଛି କାମର ଦାୟିତ୍ଵ ତୁଲାଇ ପାରିବ । ହେଲେ ଏହି କଥା ସେ ଆପଣଙ୍କୁ ସାମ୍ନାରେ କୁହନ୍ତୁ କି ନାହିଁ, ହେଲେ ହୃଦୟରେ କିଛି ତାଙ୍କର ଏଭଳି କଥା ରହିଛି ।

ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କର ଲଭ ପାର୍ଟନର ବା ହଜବ୍ୟାଣ୍ଡ ବି ହୋଇପାରନ୍ତି । ନଚେତ ଆପଣଙ୍କର ଜଣେ କ୍ରଶ ଅଟନ୍ତି, ଜିଏକି ଆପଣଙ୍କୁ ଭଲ ତ ପାଆନ୍ତି ହେଲେ କିଛି କହି ପାରନ୍ତିନି ।

3-ଆପଣ ଯାହାଙ୍କ ନାମ ନେଇ ଏହି ତୃତୀୟ ନମ୍ବରକୁ ବାଛିଛନ୍ତି । ତାଙ୍କ ସହ ଆପଣଙ୍କର କୌଣସି ଏକ କାରଣରୁ ସମ୍ପର୍କରେ ତିକ୍ତତା ଆସିଛି । ସେଥିପାଇଁ ଆପଣ ଦୁହେଁ ଦୁହିଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ସେ ଭାବୁଛନ୍ତି କି ସମ୍ପର୍କରେ ଭଲ ଭାବେ ସୁଧାର ଆଣିବାକୁ ଆପଣ ଚେଷ୍ଟା ବି କରିନାହାନ୍ତି ।

ତେଣୁ ଏହି ସମ୍ପର୍କକୁ ସେ ଏତିକିରେ ଶେଷ କରିଦେବାକୁ ହିଁ ଚାହୁଁଛନ୍ତି । ଉଭୟ ଏହି ସମ୍ପର୍କକୁ ଆଗକୁ ନେଇକି ଯିବା ପାଇଁ ମନରୁ ଚାହୁଁନାହାନ୍ତି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *