GK – ସବୁଠାରୁ ବୁଦ୍ଧିମାନ ପଶୁ କାହାକୁ କୁହାଯାଏ ? ଏହା ସହ ଜାଣନ୍ତୁ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।  ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

ଆମ ରାଜ୍ୟ ରେ ନାନା ଜାତିର ପଶୁ ପକ୍ଷୀ ବସବାସ କରିଥାନ୍ତି । ପଶୁ ପକ୍ଷୀ ମାନଙ୍କ ବିଷୟରେ ଏମିତି ଅନେକ କଥା ରହିଛି ଯାହା ହୁଏ ତ ଆପଣ ମାନେ ଜାଣି ନ ଥିବେ । ଏମିତି ଅନେକ ପଶୁ ପକ୍ଷୀ ଅଛନ୍ତି ଯାହାର ନାଁ ମଧ୍ୟ କିଛି ଲୋକ ଜାଣି ନ ଥିବେ । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ।

1- ପୋଙ୍ଗଲ କେଉଁ ରାଜ୍ୟର ପ୍ରମୁଖ ପର୍ବ ଅଟେ ?

ଉତ୍ତର- ତାମିଲନାଡୁ ।

2- ପ୍ଲାଷ୍ଟିକ ମନି Plastic Money କାହାକୁ କୁହାଯାଏ ?

ଉତ୍ତର- କ୍ରେଡିଟ କାର୍ଡ ।

3- ବିଶ୍ଵ ର ବୃହତ୍ତମ ମହାଦେଶର ନାମ କଣ ?

ଉତ୍ତର- ଏସିଆ ।

4- ରାଜସ୍ଥାନ ରାଜ୍ୟର ରାଜଧାନୀ ର ନାମ କଣ ?

ଉତ୍ତର- ଜୟପୁର ।

5- ସର୍ବ ପ୍ରଥମେ କେଉଁ ଦେଶ ଶିକ୍ଷା କୁ ବାଧ୍ୟତା ମୂଳକ କରିଥିଲା ?

ଉତ୍ତର- ପୁଷିଆ ।

6- କେଉଁ ଦେଶ ସ୍ଵାଧୀନତା ଦିବସ ପାଳନ କରେ ନାହିଁ ?

ଉତ୍ତର- ନେପାଳ ।

7- କେଉଁ ଦେଶ ଚେସ ଖେଳ ର ଆବିଷ୍କାର କରିଥିଲା ?

ଉତ୍ତର- ଭାରତ ।

8- ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର- ଦ୍ରୌପଦୀ ମୁର୍ମୁ ।

9- ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ରହିଛି ?

ଉତ୍ତର- 30ଟି ।

10- ଭାରତର ସ୍ଵର୍ଗ କାହାକୁ କୁହା ଯାଇଥାଏ ?

ଉତ୍ତର- କାଶ୍ମୀର ।

11- ମଣିଷର କିଡନୀ ର ଓଜନ କେତେ ହୋଇଥାଏ ?

ଉତ୍ତର- 170 ଗ୍ରାମ ।

12- ଭାରତର କେଉଁ ରାଜ୍ୟରେ କମ ଅପରାଧ ହୋଇଥାଏ ?

ଉତ୍ତର- ଗୋଆ ।

13- ସବୁଠାରୁ ବୁଦ୍ଧିମାନ ପଶୁ କାହାକୁ କୁହାଯାଏ ?

ଉତ୍ତର- ସିମ୍ପାଞ୍ଜି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *