ମହୁ ସହିତ କଣ ଖାଇଲେ ଆଁଠୁ ଗଣ୍ଠି ବିନ୍ଧା ମୂଳ ରୁ ଭଲ ହୋଇଥାଏ ? ଏହା ସହ 15+ GK ଓ ଏହାର ଉତ୍ତର

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।  ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- କେଉଁ ଫଳ ର ମଞ୍ଜି କୁ ବିଲେଇ ଖାଇଲେ ମାରି ଯାଇପାରେ ?

ଉତ୍ତର- ଅମୃତ ଭଣ୍ଡା ।

2- କେଉଁ ଦେଶ ର ଲୋକ ମାନେ ସବୁଠାରୁ ଅଧିକ କୁକୁଡ଼ା ପାଳିବାକୁ ଭଲ ପାଆନ୍ତି ?

ଉତ୍ତର- ଆମେରିକା ।

3- ଭାରତ ର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜିଲ୍ଲା ଅଛି ?

ଉତ୍ତର- ଉତ୍ତର ପ୍ରଦେଶ ।

4- ଭାରତ ର କେଉଁ ରାଜ୍ୟ ର ଲୋକ ସବୁଠୁ ଅଧିକ ସିଗାରେଟ ସେବନ କରନ୍ତି ?

ଉତ୍ତର- ପଶ୍ଚିମବଙ୍ଗ ।

5- କେଉଁ ଦେଶ ର ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିଲେ ଜେଲ ଦଣ୍ଡ ହୁଏ ?

ଉତ୍ତର- ପାକିସ୍ତାନ ।

6- କେଉଁ ଫଳକୁ ପାଚିବା ପାଇଁ 2 ବର୍ଷ ଲାଗିଥାଏ ?

ଉତ୍ତର- ସପୁରି ।

7- ଅଧିକ ତେଲ ଖାଇଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ହାର୍ଟ ଆଟାକ ।

 

8- କେଉଁ ଦେଶ ର ଲୋକ କୁକୁଡ଼ା ର କ୍ଷୀର ପିଅନ୍ତି ?

ଉତ୍ତର- ମୋନୋ ଦେଶ ।

9- ମଣିଷ ପରେ ସବୁଠାରୁ ବୁଦ୍ଧିମାନ ପଶୁ କେଉଁ ଜୀବ କୁ କୁହାଯାଏ ?

ଉତ୍ତର- ସିମ୍ପାଜି ।

10- କେଉଁ ରୋଗ ହେଲେ ମଣିଷ ର ଚୁଟି ଉପୁଡିଥାଏ ?

ଉତ୍ତର- କ୍ୟାନ୍ସର ।

11- ଭାରତ ର କେଉଁ ରାଜ୍ୟରେ ପୁରୁଷ ଙ୍କର ଅପେକ୍ଷା ମହିଳା ଅଧିକ ରହିଥାନ୍ତି ?

ଉତ୍ତର- କେରଳ ।

12- ଅଟା ରେ କଣ ମିଶାଇଲେ ରୁଟି ବେଲୁନ ଭଳି ଫୁଲିଥାଏ ?

ଉତ୍ତର- ସୋଡା ।

13- କେଉଁ ଦେଶରେ 10ଟି ଗଛ ଲଗାଇଲେ ସରକାରୀ ଚାକିରି ମିଳିଥାଏ ?

ଉତ୍ତର- ଫିଲିପାଇନ୍ସ ।

14- ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର- ଦ୍ରୌପଦୀ ମୁର୍ମୁ ।

15- ମହୁ ସହିତ କଣ ଖାଇଲେ ଆଁଠୁ ଗଣ୍ଠି ବିନ୍ଧା ମୂଳ ରୁ ଭଲ ହୋଇଥାଏ ?

ଉତ୍ତର- ଗୋଲମରୀଚ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଗୋଟିଏ ଲାଇକ, କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *