‘ଟଙ୍କା ଦେ, ଜାଗା ଦେ,ଟିକେଟ ଦେ ନ ହେଲେ ର-ଏପ୍ କେସ୍ ଦେବି…’ ବଡ ବଡ ପ୍ରତିଭାଶାଳୀ ଲୋକଙ୍କୁ ଫସାଇ ଏମିତି ଡରାଉଥିଲା ଅର୍ଚ୍ଚନା ନାଗ

ବନ୍ଧୁଗଣ, ସୂଚନା ଅନୁଯାୟୀ ର-ଏପ କେସ କହି ସମସ୍ତଙ୍କୁ ଡରାଉଥିଲେ ଅର୍ଚ୍ଚନା । ଆଉ ସମସ୍ତଙ୍କୁ ନୁହେଁ । ମାତ୍ର ବଡ ବଡିଆ ବିଲଡର ତଥା ବଡ ବଡିଆ ନେତା ସବୁ ବଡ ବଡିଆ ଙ୍କୁ ଦେଖି ର-ଏପ ର-ଏପ କହି ଧମକାଉଥିଲେ । ଆଉ ଏମିତି କିଛି ଖବର ସାମ୍ନା କୁ ଆସିବା ପରେ ଲୋକେ କହୁଛନ୍ତି ଏଭଳି କି ଅର୍ଚ୍ଚନା କେତେ ଥର ର-ଏପ ହୋଇଛନ୍ତି ? ତେବେ 2018 ମସିହାରେ ଅର୍ଚ୍ଚନା ଖଣ୍ଡଗିରୀ ଥାନା ଅନ୍ତର୍ଗତ ଜଗନ୍ନାଥ ବିହାରର ପ୍ରମୋଦ ସ୍ଵାଇଁ ଙ୍କ ଘରେ ଭଡା ରହୁଥିଲେ,

ଆଉ ଯେତେବେଳେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଜାଣିବାକୁ ପାଇଲେ ଯେ ଅର୍ଚ୍ଚନା ଙ୍କ କାମ ଏଇଆ ସେତେବେଳେ ଅର୍ଚ୍ଚନା ଙ୍କୁ ଘର ଛାଡିବାକୁ କହିଥିଲେ । ମାତ୍ର ଅର୍ଚ୍ଚନା ଓଲଟା ତାଙ୍କୁ ଘରୁ ବାହାର କରିଦେଇଥିଲେ । ଅର୍ଥାତ ପ୍ରମୋଦ ସ୍ଵାଇଁ ମାଲିକ ହୋଇ ଅର୍ଚ୍ଚନା ଡରରେ ଘରୁ ବାହାରି ଆସିଥିଲେ । ଏହା ସହିତ ପ୍ରମୋଦ ଙ୍କ ନାମରେ ର-ଏପ କେସ ଦେଇଦେବେ ବୋଲି ତାଙ୍କୁ ଧମକାଉଥିଲେ ଅର୍ଚ୍ଚନା ।

ଏହାକୁ ଭୟ କରି ପ୍ରମୋଦ ଘର ମଧ୍ୟ ଛାଡିଦେଇଥିଲେ । ଆଉ ସେତେବେଳେ ପ୍ରମୋଦ ଖଣ୍ଡଗିରୀ ପୋଲିସ ର ସହାୟତା ନେଇ ଅର୍ଚ୍ଚନା ଙ୍କୁ ଘରୁ ବାହାର କରିବା ନିମନ୍ତେ ସକ୍ଷମ ହୋଇଥିଲେ । ତେବେ ଅର୍ଚ୍ଚନା ନାଗ ସମସ୍ତଙ୍କୁ ର-ଏପ କେସ ର-ଏପ କେସ କହି ଧମକାଉ ଥିଲେ । ମାତ୍ର ଯିଏ କେହି ପ୍ରତିଷ୍ଠିତ ବ୍ୟକ୍ତି ହେଉଥାଉ ନା କାହିଁକି ସେ ର-ଏପ କୁ ଡରିବ ତଥା ର-ଏପ କେସ କୁ ଭୟ କରିବ ।

ସେଥିପାଇଁ ଅଜାଡି ଦେଉଥିଲେ ପୁଳା ପୁଳା ଟଙ୍କା । ଆଉ ସେ ପୁଳା ପୁଳା ଟଙ୍କାରେ ଗଢା ହୋଇଥିଲା ମିଛର ସାମ୍ରାଜ୍ୟ ଏବଂ ଏହା ଦିନରେ ଭଡା ଲାଗୁଥିଲା ୨୦ ହଜାର ଟଙ୍କା । ଅପର ପାର୍ଶ୍ଵ ରେ ବ୍ଲାକମେଲର ରାଣୀ ମହୁମାଛି ଅର୍ଚ୍ଚନା କିଭଳି ଲୋକଙ୍କୁ ର-ଏପ ର-ଏପ କହି ଟଙ୍କା ଆଦାୟ କରୁଥିଲା ତାହାର ପ୍ରମାଣ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କରି ସାମ୍ନା କୁ ଆସିବାରେ ଲାଗିଛି ।

ରାଜଧାନୀ ଭୁବନେଶ୍ୱରରେ ରହି ବଡ ଧରଣର ସେକ୍ସ ରାକେଟ ଚଳାଇଥିଲେ ଏହି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ନିଜ ମାୟା ଜାଲରେ ନେତା, ମନ୍ତ୍ରୀ, ପ୍ରଶାସକ ଅଭିନେତା ଫିଲ୍ମ ପ୍ରଯୋଜକ ଙ୍କୁ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *