କି ଯୁଗ ହେଲା ଇଏ ! ସ୍ତ୍ରୀ ଦେଖାଉଛି କେମିତି କାଟିଥିଲା ସ୍ଵାମୀର guptanga…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ତ୍ରୀ କାଟିଛି ନିଜ ସ୍ଵାମୀ ର ଗୁପ-ତଆଙ୍ଗ । ଦ୍ଵିତୀୟ ସ୍ତ୍ରୀ କାଟିଛି ସ୍ଵାମୀର ଗୁପ-ତଆଙ୍ଗ । ଆଉ ବର୍ତ୍ତମାନ ସେହି ମହିଳା ପୋଲିସ ଙ୍କୁ ଗୋଟି ଗୋଟି କରି ଦେଖାଉଛି କିଭଳି କାଟିଥିଲା ସ୍ଵାମୀ ର ଗୁପ-ତଆଙ୍ଗ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର କେନାଲ ପାର୍ଶ୍ଵରୁ ଜଣେ ବ୍ୟକ୍ତି ର ମୃତ ଶରୀର ସୁକିନ୍ଦା ପୋଲିସ ଉଦ୍ଧାର କରିଥିଲା ।

ତେବେ ପୋଲିସ ଉଧାର କରିଥିବା ମୃତ ବ୍ୟକ୍ତି ଜଣଙ୍କ ପାଖଗାଁ ହୁବଲ ଗାଁ ର ଗଙ୍ଗାରାମ ଚାମ୍ପିଆର ପୁଅ ରାଜୁ ଚାମ୍ପିଆ ହୋଇଥିବା ବେଳେ ତାଙ୍କ ଗୁପ-ତଆଙ୍ଗ କୁ କାଟି ହତୟଆ କରା ଯାଇଥିବା ଦେଖା ଯାଇଥିଲା । ଏଥିରେ ପତ୍ନୀ ଫେରାର ଥିବା ବେଳେ ହ-ତ୍ୟା ର କାରଣ ଖୋଜୁଥିଲା ସୁକିନ୍ଦା ପୋଲିସ । ତେବେ ବର୍ତ୍ତମାନ ରାଜୁ ର ଦ୍ଵିତୀୟ ସ୍ତ୍ରୀ ଲେମାବଦ୍ରାକୁ ଗିରଫ କରିଛି ପୋଲିସ ଏବଂ ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ଦ୍ଵିତୀୟ ସ୍ତ୍ରୀ ଲେମାବଦ୍ରା ତାଙ୍କ ବନ୍ଧୁ ଘର କଳିଙ୍ଗ ନଗର ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତ ର ବିଣାପାଟିଆ ଗ୍ରାମରେ ଲୁଚି କରି ଥିବା ବେଳେ ସୁକିନ୍ଦା ପୋଲିସ ଗତକାଲି ରାତି ସମୟରେ ଅତର୍କିତ ଚଢାଉ କରିଥିଲା ଏବଂ ସ୍ତ୍ରୀ କୁ ଗିରଫ କରିଥିଲା । ଏବଂ ବର୍ତ୍ତମାନ ଡେମୋ ଦେଖାଉଛି ସ୍ତ୍ରୀ ।

ତେବେ ସ୍ତ୍ରୀ ଜଣକ କେଉଁ କାରଣ ନିମନ୍ତେ ନିଜ ସ୍ଵାମୀ ଙ୍କର ଗୁପ-ତଆଙ୍ଗ କୁ କାଟିଦେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିବା ସମୟରେ ମହିଳା ଜଣଙ୍କର ଏଭଳି କାଣ୍ଡ ରଚାଇବା ପଛର କାରଣ ତାଙ୍କୁ ବାରମ୍ବାର ପଚାରିବାକୁ ଚେଷ୍ଟା କରିବାରୁ ମହିଳା ଜଣଙ୍କ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିଭଳି ଭାବରେ ନିଜ ସ୍ଵାମୀ ର ଗୁପ-ତଆଙ୍ଗ କୁ କାଟି ତାଙ୍କର ହତୟଆ କରିଥିଲା ସେ ନେଇ ସଂପୂର୍ଣ୍ଣ ବିବରଣୀ ଦେଇଛନ୍ତି ।

ଆପଣ ମାନେ ପ୍ରାୟ ଦେଖୁଥିବେ ଯେ ଅନେକ ସମୟରେ ଅଦ୍ଭୁତ ଘଟଣା ମାନ ଆମ ଆଖ ପାଖରେ ଘଟିଥାଏ । ଏହା କେତେବେଳେ ମୁଣ୍ଡବିନ୍ଧାର କାରଣ ପାଲଟି ଥିଲେ ଆଉ କେତେକ ସମୟରେ ଏହା ଆମ୍ଭକୁ ଆଶ୍ଚର୍ଯ୍ୟ କରିଦେଇଥାଏ । ତେବେ କିଛି ଅପରାଧ କରିବା ପୂର୍ବରୁ ଆଇନ ବୋଲି କିଛି ଅଛି ଏହା ଜ୍ଞାତ ରଖିବା ଆବଶ୍ୟକ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *