ତାଲିବାନୀ ଙ୍କ ରଜ, ଆମେରିକିୟ ହେଲିକପ୍ଟରରେ ଖେଳୁଛନ୍ତି ଦୋଳି, Video ନିଆଁ ପରି ହେଉଛି ଭାଇରାଲ

ବନ୍ଧୁଗଣ ଗତ କିଛି ଦିନ ତଳେ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ନିଜ କବଜାରେ କରିବା ପରେ ସୋ-ସି-ଆ-ଲ ମି-ଡି-ଆ-ରେ ଗତ କିଛି ଦିନ ହେବ ତାଲିବାନର ଅନେକ ଭିଡିଓ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ତାଲିବାନ ଆ-କ୍ର-ମ-ଣ ଫଳରେ ଆଫଗାନିସ୍ତାନରୁ ସେନା ଅବସାରଣ ହୋଇଥିଲା । ବର୍ତ୍ତମାନ ତାଲିବାନର ଅନ୍ୟ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି ।

ଏହି ଭି-ଡି-ଓ-ରେ ତାଲିବାନ ଏକ ହେଲିକପ୍ଟରରେ ମଉଜ କରୁଥିବାର ନଜର ଆସୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ଆମେରିକା ସେନା ଛାଡି ଯାଇଥିବା ଏକ ହେଲିକପ୍ଟରରେ ତାଲିବାନ ମାନେ ମଉଜ କରୁଛନ୍ତି । ସେହି ହେଲିକପ୍ଟରରେ ଦଉଡି ବା-ନ୍ଧି ଦୋଳି ଖେଳୁଛନ୍ତି ତାଲିବାନ । ଭିଡିଓରେ ତାଲିବାନୀ ସେନା ହେଲିକପ୍ଟରରେ ଦଉଡି ବା-ନ୍ଧି ଝୁ-ଲୁ-ଥି-ବା-ର ନଜର ଆସୁଛନ୍ତି ।

ଏହି ଭିଡିଓଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଓ ଏଭଳି ଭିଡିଓକୁ ନେଇ ଚୀନ ଆମେରିକାକୁ ତୀବ୍ର ସମାଲୋଚନା କରିଛି । ଆଫଗାନିସ୍ତାନ ଏବେ ଆମେରିକା ପାଇଁ ଓ ଆମେରିକା ସେନାରେ ବ୍ୟବହାର ହେଉଥିବା ଯନ୍ତ୍ର ପାଇଁ ଶ୍ମଶାନ ସାଜିଛି ବୋଲି ଚୀନ କହିଛି । ବନ୍ଧୁଗଣ ଧୀରେ ଧୀରେ ଆଫଗାନିସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ଆଫଗାନ ବାସୀ ମାନେ ମଧ୍ୟ ଅସହାୟ ହୋଇପଡିଛନ୍ତି ।

ତାଲିବାନ ଆ-କ୍ର-ମ-ଣ ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି କାବୁଲ ଛାଡି ପଡୋଶୀ ଦେଶକୁ ଚାଲି ଯାଇଥିଲେ । ଆଫଗାନିସ୍ତାନ ସେନା ମଧ୍ୟ ତାଲିବାନୀ ସେନାଙ୍କ ଆଗରେ ହାର ମାନି ଥିଲେ । ସେବେ ଠାରୁ ତାଲିବାନ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅଧୀନରେ କରିସାରିଛି ଓ ସୋ-ସି-ଆ-ଲ ମି-ଡି-ଆରେ ତାଲିବାନର ନୂଆ ନୂଆ ଭି-ଡି-ଓ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *