ଆଉ ଏକ ନିର୍ଭୟାକାଣ୍ଡ, ଦୁଷ୍କର୍ମ ପରେ ପ୍ରାଇଭେଟ ପାର୍ଟରେ ଲୁହା ରଡ ପୁରାଇଲା ଦୁର୍ବୁର୍ତ୍ତ, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ମୁମ୍ବାଇରେ ଆଉ ଗୋଟେ ନିର୍ଭୟା କା-ଣ୍ଡ । ଯୁବତୀଙ୍କୁ ଦୁ-ଷ୍କ-ର୍ମ କରିବା ପରେ ଲୁ-ହା ର-ଡ-ରେ ନି-ର୍ଯା-ତ-ନା ଦେଲା ଦୁ-ର୍ବୁ-ତ୍ତ । ସ-ଙ୍କ-ଟା-ପୂ-ର୍ଣ୍ଣ ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଥିଲା । ଆଜି ହସ୍ପିଟାଲରେ ଯୁବତୀଙ୍କର ମୃ-ତ୍ୟୁ ହୋଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏପରି ହୃଦୟ ବି-ଦା-ର-କ ଦୃଶ୍ୟ ।

ମି-ଡି-ଆ ରିପୋର୍ଟସ ଅନୁସାରେ ମୁମ୍ବାଇର ଶକିନାକା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ୩୨ ବର୍ଷୀୟ ଜଣେ ଯୁବତୀଙ୍କୁ ଦୁ-ଷ୍କ-ର୍ମ କରିବା ପରେ ର-ଡ-ରେ ନି-ର୍ଯା-ତ-ନା ଦିଆ ଯାଇଥିଲା । ତାଙ୍କ ପ୍ରା-ଇ-ଭେ-ଟ ପା-ର୍ଟ ରେ ରଡ ପୁରା ଯାଇଥିଲା । ପୋଲିସ ଏହି ଘ-ଟ-ଣା-ରେ ଜଣଙ୍କୁ ଗି-ର-ଫ କରିଛି । ତେବେ ଘଟଣାରେ ଆଉ କିଛି ଲୋକ ସାମିଲ ଥିବା ନେଇ ସ-ନ୍ଦେ-ହ-ରେ ତ-ଦ-ନ୍ତ ଆରମ୍ଭ କରାଯାଇଛି ।

ଦିଲ୍ଲୀର ନିର୍ଭୟା କେ-ସ-କୁ ଆଜି ପର୍ଯ୍ୟନ୍ତ ଲୋକ ଭୁଲି ପାରି ନାହାନ୍ତି । ଏବେ ପୁଣି ସେହି ପରିକା ଅନ୍ୟ ଏକ ମାମଲା ସାମ୍ନାକୁ ଆସିଛି । ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ଘ-ଟ-ଣା ଦେଶରେ ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବର୍ତ୍ତମାନ ମୁମ୍ବାଇର ଏହି ମାମଲାଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ।

ଏହି ଘଟଣା ବିଷୟରେ ଜାଣି ଲୋକ ନିଜର କ୍ରୋଧ ସୋ-ସି-ଆ-ଲ ମି-ଡି-ଆ ଜରିଆରେ ଦେଖାଇ ଛନ୍ତି ଓ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *