OMG ! ଶିବ ମନ୍ଦିରରେ ଶୋଇଥିଲା ଲୋକଟି, ହଠାତ ଏକ ବିଷଧର ସାପ ଆସି ତା ଶେଯରେ ଶୋଇ ପଡିଲା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏପରି କିଛି ମଜାଦାର ଭି-ଡି-ଓ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଭାଇରାଲ ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘ-ଟ-ଣା ଘ-ଟି-ଥା-ଏ ଯାହାକି କାହାର କ୍ୟାମେରା କିମ୍ବା ସି-ସି-ଟି-ଭି ରେ ରେକର୍ଡ ହୋଇ ଯାଇଥାଏ । ତେବେ ସେହି ଘ-ଟ-ଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋ-ମ ମଧ୍ୟ ଟା-ଙ୍କୁ-ରି ଉଠିବ ।

ତେବେ ସେହି ଭଳି ଏକ ଦୃଶ୍ୟ ବିଷୟ ରେ ବର୍ତ୍ତମାନ ଆଲୋଚନା କରିବା । ଘଟଣା ଟି ହେଉଛି ବାଂଶବାଡା ରେ ତେବେ ସେଠାରେ ବାସ କରୁଥିବା ଜଣେ ବ୍ୟକ୍ତି ଯାହାଙ୍କ ନାମ ହେଉଛି ଜୟ ଉପାଧ୍ୟାୟ । ନିଜର ମାନସିକ ଏବଂ ଆସ୍ଥା ରେ ସେ ୪୪ ଦିନ ମହାଦେବ ଙ୍କ ମନ୍ଦିର ରେ ରହିବେ ଏବଂ ସେହିଠାରେ ହିଁ ଶୋଇବେ । ତେବେ ସେ ରାତିରେ ମହାଦେବ ମନ୍ଦିର ରେ ଶୋଇଥିବା ବେଳେ ହଠାତ ଏକ କୋବ୍ରା ସାପ ତାଙ୍କ ଆଡ଼କୁ ଗତି କରି ଆସୁଥିଲା ।

ତେବେ ସେହି କୋବ୍ରା ସାପ ଟି ସିଧା ଯାଇ ତାଙ୍କ ଶୋଇ ରହିଥିବା ବିଛଣା ଭିତରେ ପଶି ଯାଇଥିଲା ଏବଂ ସେଠାରେ ଦୁଇ ତିନି ମିନିଟ ପର୍ଯ୍ୟନ୍ତ ଜୟ ଙ୍କ ଜଙ୍ଘ ରେ ଗୁଡେଇ ହୋଇ ରହି ଯାଇଥିଲା । ତେବେ ଯେତେବେଳେ ଜୟ ଅଣେଇ ହୋଇ ଶୋଇଲେ ସେତେବେଳେ ତାଙ୍କୁ କିଛି ଅନୁଭବ ହେଲା ଏବଂ ସେ ହାତ ମା-ରି ଦେଖିବା ବେଳେ କୋବ୍ରା ସାପ ତେବେ ସେ ଡ-ରି ଯାଇ ତୁରନ୍ତ ତାକୁ ଫୋ-ପା-ଡ଼ି ଦେଇଥିଲେ ଏବଂ ଛିଡା ହୋଇ ଯାଇଥିଲେ ।

ତେବେ ସାପଟି ମଧ୍ୟ ଅନ୍ୟ ଆଡେ ପଳାଇ ଯାଇଥିଲା । ତେବେ ଜୟ ଉପାଧ୍ୟାୟ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଏହି ସବୁ ଘଟଣା ସେହି ମନ୍ଦିର ରେ ଲାଗିଥିବା ସି-ସି-ଟି-ଭି କ୍ୟାମେରା ରେ ରେ-କ-ର୍ଡ ହୋଇ ଯାଇଥିଲା ।

Leave a Reply

Your email address will not be published. Required fields are marked *