ଦେଖନ୍ତୁ ସ୍ଟେଜ ଉପରେ ନୃତ୍ୟ ଶିଳ୍ପୀଙ୍କ ସହ ତାଳରେ ତାଲା ମିଶେଇ ନାଚିଲେ ମହାମହିମ Draupadi Murmu…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତାଳରେ ତାଳ ମିଶାଇ ନାଚିଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଆମ ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ତେବେ ସାମ୍ବିଧାନିକ ନୀତି ଅନୁସାରେ ମଧ୍ୟ ରାଷ୍ଟ୍ରପଟିଙ୍କୁ ସର୍ବ ଶ୍ରେଷ୍ଠ ସ୍ଥାନ ମିଳିପାରିଛି । ତେବେ ଆମ ଦେଶର ରାଷ୍ଟ୍ରପଟି ହେଉଛନ୍ତି ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଓଡିଶାର ଜଣେ ଆଦିବାସୀ ମହିଳା ଦେଶର ସର୍ବ ଶ୍ରେଷ୍ଠ ସ୍ଥାନରେ ଅଛନ୍ତି ଯାହା ଆମ ଓଡିଶା ତଥା ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର କଥା ଅଟେ ।

ତେବେ ରାଷ୍ଟ୍ରପତି ନିଜ ଅଧୀନରେ ଥିବା ସମସ୍ତ ଦାୟିତ୍ଵ ପରିଚାଳନା କରିଥାନ୍ତି । ଏହା ସହିତ ଦେଶର ସୁରକ୍ଷା ପାଇଁ ସଦା ସର୍ବଦା ନିଜକୁ ପ୍ରସ୍ତୁତ କରି ରଖିଥାନ୍ତି । ତେବେ ରାଷ୍ଟ୍ରପତି ଦୌପଦି ମୁର୍ମୁ ଏକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବାର ନଜର ଆସିଛି । ଯେଉଁଠାରେ କି ରାଷ୍ଟ୍ରପତି ନିଜେ ନୃତ୍ୟ ପରିବେଷଣ କରୁଥିବା ପିଲାଙ୍କ ସହ ନାଚିଛନ୍ତି । ତେବେ ଜଣେ ଭାରତର ଏତେ ବଡ ପଦବୀରେ ରାଷ୍ଟ୍ରପତି ରହି ମଧ୍ୟ ତାଙ୍କ ମନରେ କୌଣସି ପ୍ରକାର ଗର୍ବ କିମ୍ବା ଅଂହଭାବନା ନାହିଁ ।

ସମସ୍ତଙ୍କ ସହିତ ମିଳିମିଶି ରହିବା ପାଇଁ ପସନ୍ଦ କରୁଛନ୍ତି । ସମସ୍ତଙ୍କ ସହିତ ଏକତାର ରଜ୍ଜୁରେ ବାନ୍ଧି ହୋଇ ରହିବା ପାଇଁ ଚାହୁଁଛନ୍ତି । ସେଥିପାଇଁ ଏକ କାର୍ଯ୍ୟକ୍ରମକୁ ଅତିଥି ଭାବରେ ନିମନ୍ତ୍ରଣ ହୋଇ ଆସିଥିଲେ । ସେଠାରେ ଅନେକ ପ୍ରକାର ଲୋକନୃତ୍ୟର କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିଲା । ତେବେ ନିଜ ଆଗ୍ରହ କ୍ରମେ ଖୁସି ମନରେ ସ୍ଟେଜରେ ନାଚୁଥିବା ପିଲାଙ୍କୁ କଳା ପ୍ରତି ଆଗ୍ରହ ବଢାଇବା ପାଇଁ ତାଙ୍କ ସହ ମିଶି ନୃତ୍ୟ କରୁଥାନ୍ତି ।

ସ୍ଟେଜ ଉପରେ ନାଚୁଥିବା ଝିଅ ମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ନିଜ ଗହଣରେ ପାଇ ବହୁତ ଆନନ୍ଦିତ ହୋଇଯାଇଛନ୍ତି । ତେବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ମଧ୍ୟ ଝିଅ ମାନଙ୍କ ସହିତ ସ୍ଟେଜ ଉପରେ କିଛି ସମୟ ନୃତ୍ୟ କରି ବହୁ ଆନନ୍ଦିତ ହୋଇଯାଇଛନ୍ତି । ତେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କର ସମସ୍ତଙ୍କ ସହିତ ଏକ ହୋଇ ନୃତ୍ୟ ପରିବେଷଣ କରିବା ଦୃଶ୍ୟ ଆପଣଙ୍କୁ କିପରି ଲାଗିଲା ।

ଆମକୁ କମେଣ୍ଟ ଦ୍ଵାରା ନିହାତି ଭାବରେ ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *